Browsing Category

National

 ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି

କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି।ଆୟୋଜକ

ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ

ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି  । ୧୯୮୫ ବ୍ୟାଚ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ

ମାଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ରହିଛି ଆଇଏସ୍ଆଇଏସ୍‌ର ଷଡଯନ୍ତ୍ର

ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଏକ ଚଳନ୍ତା ଅଟୋ ରିକ୍ସାରେ ହୋଇଥିବା ବିସ୍ଫୋରଣ ମାମଲାରୁ ଏକ ବଡ଼ ସୁରାକ ମିଳିଛି । ଏଭଳି ବିସ୍ଫୋରଣ ପାଇଁ ପାକିସ୍ତାନର ହାତ ଥିବା ପୋଲିସ ପର୍ଦାଫାଶ କରିଛି। ଏହି ବିସ୍ଫୋରଣରେ ଅଟୋ ରିକ୍ସା ଚାଳକ ଓ ଜଣେ ବ୍ୟକ୍ତି ଆହତ ହେବା ପରେ ତଦନ୍ତ

ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ

ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍‌ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୯୧ ରନ୍‌ କରିଥିଲା। ବ୍ୟାଟିଂ ପରେ ବୋଲିଂରେ କମାଲ ଦେଖାଇଥିଲା

ଫିଫା ବିଶ୍ୱକପ୍‌ : ଷ୍ଟାଡିୟମରେ ମଦ ବିକିବା ମନା

ଦୋହା : କାତାର ର ଦୋହାରେ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଦିନଟେ ରହିଛି । ରବିବାରଠାରୁ ଏହି ମହାକୁମ୍ଭ ଆରମ୍ଭ ହେବ । ତେବେ ଆୟୋଜକ ଓ ଫିଫା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ଯେ ଷ୍ଟାଡିୟମରେ ମଦ ବିକ୍ରି କରାଯାଇପାରିବ ନାହିଁ । ପୂର୍ବରୁ ଷ୍ଟାଡିୟମରେ ମଦ ବିକ୍ରି କରାଯିବ ବୋଲି

ଆଜି ପ୍ରାଚୀନ କୀର୍ତ୍ତିରାଜୀ ଦେଖିବାକୁ ପର୍ଯ୍ୟଟକଙ୍କୁ ପଡ଼ିବନି ଟିକେଟ

ନୂଆଦିଲ୍ଲୀ: ଆଜି ମାଗଣାରେ ବୁଲିବାକୁ ଚାହୁଁଛନ୍ତି କି ଐତିହ୍ୟସ୍ଥଳ । ତେବେ ଆଉ ଡେରି କାହିଁକି ଆଜି ଶୀଘ୍ର ବାହାରିଯାଆନ୍ତୁ । ଦେଶର ସମସ୍ତ ପ୍ରାଚୀନ କୀର୍ତ୍ତିରାଜୀ ବୁଲି ଦେଖିବାକୁ ପର୍ଯ୍ୟଟକଙ୍କୁ ଆଜି ପଡ଼ିବନି ଟିକେଟ । ବିଶ୍ବ ଐତିହ୍ୟ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ

ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ,ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ଶ୍ରୀହରୀକୋଟା: ଇସ୍ରୋ ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳତାର ସହ ଉତକ୍ଷେପଣକୁ ନେଇ ଚାରିଆଡୁ ପ୍ରଶଂସା ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି।

ସାବରକରଙ୍କୁ ନେଇ ବିବାଦୀୟ ମନ୍ତ୍ରବ୍ୟ ପରେ ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ସାବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏବେ ରାଜନୀତି ସରଗରମ ହୋଇଛି । ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ବୀର ସାବରକରଙ୍କ ନାତି । ରାହୁଲ ସାବକରଙ୍କୁ ଅପମାନିତ କରିଥିବା ଅଭିଯୋଗ  କରିଛନ୍ତି ସାବରକରଙ୍କ ପରିବାର ।

ଆତଙ୍କବାଦକୁ ସମର୍ଥନ କରିବାକୁ ପ୍ରଶୟ ଦିଆଯିବନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୋ ମନି ଫର୍‌ ଟେରର୍‌ ମିନିଷ୍ଟରିୟାଲ୍‌ କନ୍‌ଫରେନ୍‌ସ୍‌’ରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ଉପରେ କଡା ପ୍ରହାର କରିବାକୁ କହିଛନ୍ତି । ଆତଙ୍କବାଦୀଙ୍କୁ ଅର୍ଥ ସହ ଅନ୍ୟ କୈାଣସି ସହାୟକ ଯୋଗାଉଥିବା ଦେଶ ଉପରେ କଠାେର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ମୋଦି କହିଛନ୍ତି । କେତେକ