Browsing Category

National

ଗୁଜରାଟରେ ପୁଣି ବିଜେପି ସରକାର!

ଅହମ୍ମଦାବାଦ: ଗୁଜରାଟରେ ପୁଣି ବିଜେପି ସରକାର ଗଠନ କରିବା ସଂଭାବନା ସୃଷ୍ଟି ହୋଇଛି । ବିଜେପି ଗୁଜରାଟରେ ଲଗାତାର ସପ୍ତମ ଥର ପାଇଁ କ୍ଷମତାକୁ ଫେରିବା ଲକ୍ଷ୍ୟ ରଖିଥିବା ବେଳେ ଭୋଟ ଗଣତିରେ 130 ସିଟରେ ଆଗୁଆ ଚାଲିଛି । ଗୁଜରାଟରେ ବିଜେପିର ବିପୁଳ ବିଜୟ ହେବ ବୋଲି ବିଭିନ୍ନ ସଂସ୍ଥାର

ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଫଳାଫଳ 

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଭୋଟ ଗଣତି ଚାଲିଛି । ବିଜେପି ଏବଂ ଆପ ମଧ୍ୟରେ କଡା ଟକ୍ମର ଦେଖିବାକୁ ମିଳିଛି । 130 ଟି ଆସନରେ ଆପ ଆଗୁଆ ଥିବା ବେଳେ ବିଜେପି 105ଟି ଆସନରେ ଆଗୁଆ ଚାଲିଛି । କଂଗ୍ରେସ 10ଟି ଆସନରେ ଆଗୁଆ ଚାଲିଛି । ଆଉ କିଛି ସମୟ ପରେ ଫଳାଫଳ ସ୍ପଷ୍ଟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମିହୀନ ହିତାଧିକାରୀଙ୍କୁ ଜମି ଯୋଗାଇବାକୁ ଓଡ଼ିଶା ସମେତ ୫ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଚଳିତ ମାସ ୧୫ ସୁଦ୍ଧା ଭୂମିହୀନ ହିତାଧିକାରୀମାନଙ୍କୁ ଜମି ଯୋଗାଇ ନଦେଲେ ଅନୁଦାନ ଫେରାଇନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର ।

ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ । ଗୁଜରାଟ ନିର୍ବାଚନ ପାଇଁ ଏଥର ଏହି ଅଧିବେଶନ ଗୋଟିଏ ମାସ ବିଳମ୍ଭରେ ଆରମ୍ଭ ହେଉଛି । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଓ ରାଜ୍ୟସଭାର ସବୁ ଦଳର

ନୌସେନାର ପତାକାର ନୂଆ ଡିଜାଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ନୌସେନାର ପତାକା ର ନୂତନ ଡିଜାଇନକୁ ଅନୁମୋଦନ କରିଥିବା ସେନା ପକ୍ଷରୁ କୁହାଯାଇଛି । ଡିସେମ୍ବର ୪ ରେ ବିଶାଖାପାଟନମରେ ନୌସେନା ଦିବସରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ

ଦିଲ୍ଲୀ ନଗର ନିଗମ ନିର୍ବାଚନ ,୭ରେ ଆସିବ ଫଳାଫଳ 

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ନିର୍ବାଚନକୁ ନେଇ ବିଜେପି ଆପ ମଧ୍ୟରେ ବୟାନବାଜି ଚରମସୀମା ଅତିକ୍ରମ କରିଥିବା ବେଳେ ଭୋଟ ମଧ୍ୟ ସରିଛି । ଏହି ନିର୍ବାଚନ ଉଭୟ ବିଜେପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ । ଏମ୍‌ସିଡି ନିର୍ବାଚନରେ ୨୫୦ ୱାର୍ଡ ପାଇଁ ୧୩୪୯

ଗୁଜରାଟର ୯୩ଟି ଆସନ ପାଇଁ ମତଦାନ ଆରମ୍ଭ

ଅହମଦାବାଦ: ସକାଳ ୮ଟା ରୁ ଗୁଜରାଟ ବିଧାନସଭା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ଉତ୍ତର ଓ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ୧୪ଟି ଜିଲ୍ଲାରେ ଥିବା ୯୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ମତଦାନ ଆରମ୍ଭ ହୋଇଛି।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର ଅଟକ

ସିଙ୍ଗରରୁ ରାଜନେତା ବନିଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର ଅଟକ। ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କାର୍ଲିଫର୍ଣ୍ଣିଆ ପୁଲିସ୍‌ ଅଟକ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ମୁସେୱାଲାଙ୍କ ହତ୍ୟା ଘଟଣା ପାଇଁ ବ୍ରାର ନିଜକୁ ଦାୟୀ କରିଥିଲା।ତେବେ ସେ

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’

ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ଦଳ ପାଇଁ ସମ୍ମାନର ଲଢ଼େଇ ଭାବେ ଉଭା ହୋଇଛି। ଏଥିପାଇଁ ବିଜେପି ପୂରା ଦମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି।ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବିଜେପିର

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଇ-ରୁପି ସେବା

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଇ-ରୁପି ସେବା । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ସହରରେ ଇ-ରୁପି ସେବା ଉପଲବ୍ଧ ହେବ । ଭୁବନେଶ୍ବର ସମେତ ମୁମ୍ବାଇ, ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଇ-ରୁପି ମିଳିବ । ପ୍ରଥମ ପର୍ଯ୍ୟାୟ ପରେ ଆଉ ୯ଟି ସହର