Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
National
ତାମିଲନାଡୁ ବିଧାନସଭାରେ ରାଜ୍ୟପାଳ -ବନାମ ମୁଖ୍ୟମନ୍ତ୍ରୀ! ଭାଷଣ ପଢ଼ି ଗୃହରୁ ପଳାଇଲେ ରାଜ୍ୟପାଳ
ଚେନ୍ନେଇ: ତାମିଲନାଡୁ ରାଜନୀତିରେ ଏବେ ସରକାର ବନାମ ରାଜ୍ୟପାଳ ଚାଲିଛି । ବାରମ୍ଭାର ଏନେଇ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଚାଲିଛି । ତେବେ ଏସବୁ ଭିତରେ ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ବିଧାନସଭା ଚାଲିଥିବା ବେଳେ ଅସମ୍ମାନ ପାଇ ଗୃହ ଛାଡି…
ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍
ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍ । କେନ୍ଦ୍ରୀୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଗତକାଲି ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି…
ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍
ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ଗୌହାଟୀରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍ ଜିତିବା ପରେ ଦିନିକିଆ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ପ୍ରଥମ ମ୍ୟାଚ୍କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ଅଧିନାୟକ ରୋହିତ ଶର୍ମା, ବିରାଟ…
ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି
ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଅନେକ ରାଜ୍ୟରେ ରାତି ଓ ସକାଳେ ଘନ କୁହୁଡି ଦେଖାଦେଉଛି । ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖାଯାଉନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ…
ଚିଟଫଣ୍ଡ ଦୁର୍ନୀତି ମାମଲା
ଗତ ୫ ତାରିଖରେ ସୁପ୍ରିମକୋର୍ଟ ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସିବିଆଇ ଦ୍ୱାରା ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଆଜି ଏ ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ । ବିଚାରପତି ଏମ.ଆର.ଶାହା ଏବଂ ବିଚାରପତି ସି.ଟି.…
ଫାଟିଲା ଉତ୍ତରାଖଣ୍ଡ ଯୋଶୀମଠ ଶିବଲିଙ୍ଗ: ଲୋକେ ଭୟଭୀତ
ଭୁସ୍ଖଳନ ଯୋଗୁ ଏବେ ଲୋକେ ରାତିରେ ଶୋଇପାରୁନାହାଁନ୍ତି ଉତରାଖଣ୍ଡରେ । ପର୍ଯ୍ୟଟନ ସ୍ଥଳୀ ଯୋଶୀମଠର ଅଧିକାଂଶ ସ୍ଥାନରେ ଫାଟ ଦେଖିବାକୁ ମିଳିଥିବାରୁ ଲୋକେ ଭୟରେ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ଯୋଶୀମଠରେ ଶଙ୍କରାଚାର୍ଯ୍ୟଙ୍କ…
ଭାରଉତ୍ତୋଳନକାରୀ ସଂଜୀତା ଚାନୁ ପୁଣିଥରେ ଡୋପ ଟେଷ୍ଟରେ ଫେଲ
ନୂଆଦିଲ୍ଲୀ: ପୁଣିଥରେ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି କମନୱେଲଥ ଗେମ୍ସରେ ୨ଥର ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ ସଂଜୀତା ଚାନୁ । ସଂଜୀତାଙ୍କର ସାମ୍ପଲ ଟେଷ୍ଟ ବେଳେ ଏଥିରୁ ଷ୍ଟେରଏଡ ଡ୍ରାଷ୍ଟେନୋଲାନ ମିଳିଥିବା ଜଣାପଡିଛି । ଏହା ପରେ ସଂଜୀତାଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ…
ସାନିଆ ମିର୍ଜା ନେଲେ ସନ୍ନ୍ୟାସ
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ନିଜ ପ୍ରଫେସନାଲ କାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧୯ ତାରିଖରେ ଦୁବାଇରେ ଖେଳା ଯିବାକୁ ଥିବା ଚ୍ୟାମ୍ପିଅନସିପରେ ସେ ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି କହିଛନ୍ତି । ପାକିସ୍ତାନୀ କ୍ରିକେଟର ଶୋଏବ…
୨୦୨୪ ଜାନୁଆରୀ ୧୪ ରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହନ୍ତ ନୁହଁନ୍ତି ତେଣୁ ସେ କଣ ପାଇଁ ରାମ ମନ୍ଦିର ଉପରେ ମୁଣ୍ଡ ଖେଳାଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ସେ କହିଛନ୍ତି ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଆସନ୍ତାବର୍ଷ ଜାନୁଆରୀ ୧ ସୁଦ୍ଧା ଶେଷ ହେବ…
ଅଞ୍ଜଳିଙ୍କୁ ଘୋଷାଡ଼ି ନେଇଥିବା କାରର ମାଲିକ ଗିରଫ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳିଙ୍କୁ ୧୩ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ବାଲେନୋ କାରର ମାଲିକ ଅଶୁତୋଶଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଞ୍ଜଳି ତାଙ୍କ ସ୍କୁଟରରେ ନିଜ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ ମଦ୍ୟପ ଥିବା କାରଟି ଆସି…