Trending
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
- ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
Browsing Category
National
ତିହାର ଜେଲ୍ରେ ମନୀଷ ସିସୋଦିଆଙ୍କୁ ପ୍ରଶ୍ନ କରିବ ଇଡି
ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନ କରିବ। ଏହାପୂର୍ବରୁ ତିହାର ଜେଲ୍ରେ ସିସୋଦିଆଙ୍କ ବିବୃତ୍ତି ରେକର୍ଡ କରିବାକୁ କୋର୍ଟରେ ଅନୁମତି ମାଗିବାକୁ ଆବେଦନ କରିପାରେ। ଅର୍ଥ ହେରଫେର ରୋକିବାକୁ ଥିବା ଆକ୍ଟ ଅଧୀନରେ ସିସୋଦିଆଙ୍କ ବିବୃତ୍ତି…
କନରାଡ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ଥର ପାଇଁ କନରାଡ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ । ଲଗାତାର ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବରେ କୋନରାଡ ସାଙ୍ଗ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡା ମଧ୍ୟ…
ଆଜି ଶପଥ ନେବେ ମେଘାଳୟ ଓ ନାଗାଲାଣ୍ଡ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜିଠୁ ମେଘାଳୟ ଓ ନାଗାଲାଣ୍ଡରେ ଆରମ୍ଭ ହେବ ନୂଆ ସରକାର। ଶପଥ ନେବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନ୍ୟାସନାଲ ପିପୁଲ୍ସ ପାର୍ଟିର ମୁଖ୍ୟ କେ. ସାଙ୍ଗମା । ନିର୍ବାଚନରେ ୨୬ଟି ଆସନ ଜିତି ନ୍ୟାସନାଲ ପିପୁଲ୍ସ ପାର୍ଟି ଏକକ…
ପଶ୍ଚିମବଙ୍ଗରେ ବଢ଼ୁଛି ଆଡେନୋ ଭାଇରସ ଆତଙ୍କ
କୋଲକାତା: ପଶ୍ଚିମବଙ୍ଗରେ ବଢ଼ୁଛି ଆଡେନୋ ଭାଇରସ ଆତଙ୍କ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୯ ଦିନ ମଧ୍ୟରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨ ସପ୍ତାହରେ ସର୍ବାଧିକ ଶିଶୁ ଏଥିରେ ଆକ୍ରାନ୍ତ…
ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂହଙ୍କୁ ହତ୍ୟା ଧମକ
ଜଣାଶୁଣା ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂହଙ୍କୁ ହତ୍ୟା ଧମକ। ଏକ ଇ-ମେଲ୍ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଏଥିରେ ବଲକୌର ସିଂହ ଓ ତାଙ୍କ ପରିବାରକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଷ୍ଟରଙ୍କ ନାଁ ନ ନେବାକୁ ପରାମର୍ଶ ଦିଆଯାଇଛି।ରିପୋର୍ଟ ମୁତାବକ, ଯେଉଁ…
ମୁମ୍ବାଇ ଇଣ୍ଡିଆନ୍ସର ଐତିହାସିକ ବିଜୟ
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ୨୦୨୩ର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଐତିହାସିକ ବିଜୟ ରେକର୍ଡ କରିଛି । ଟିମ୍ ଗୁଜୁରାଟକୁ ୧୪୩ ରନରେ ପରାଜିତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜୁରାଟ ଜିଆଣ୍ଟସ ୧୫.୧ ଓଭରରେ ୬୪ ରନ୍ କରି…
ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲା ବିଜେପି
କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧି ଦେଇଥିବା ବିବୃତ୍ତିକୁ ନେଇ ଚାରିଆଡେ ଚର୍ଚା । ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରୁଛି । ତାଙ୍କ ମନ୍ତବ୍ୟକୁ ନେଇ ଭାରତରେ ଏକ ବିବାଦ ସୃଷ୍ଟି ହୋଇଛି। ରାହୁଲ ଗାନ୍ଧି ତାଙ୍କ ବକ୍ତବ୍ୟରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ…
ତୃତୀୟ ସାମ୍ମୁଖ୍ୟ ନେଇ ବିରୋଧୀ ବିଭାଜିତ
ମେଂଟକୁ ନେଇ ଫାଟ । ତୃତୀୟ ସାମ୍ମୁଖ୍ୟ ଚର୍ଚା ଉପରେ ବିରାମ ଲାଗିଛି । ଏବେ ଗୋଟିଏ ପରେ ଅନ୍ୟ ଦଳ ମଧ୍ୟ ତୃତୀୟ ସାମ୍ମୁଖ୍ୟ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଏକଜୁଟ ହେବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ଗୋଟିଏ ପରେ…
ଆଜିଠାରୁ ମହିଳା ପ୍ରିମିୟର ଲିଗ୍
ଆଜିଠାରୁ ବାଜିବ ମହିଳା ପ୍ରିମିୟର ଲିଗ୍ ବିଗୁଲ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ ।…
ଆଜି ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ କୋର୍ଟରେ ଶୁଣାଣି
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆଙ୍କ ରିମାଣ୍ଡ ଆଜି ଶେଷ ହେଉଛି । ଏହା ଦିନକ ପୂର୍ବରୁ ସିସୋଦିଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ଆଦି ଅପରାହ୍ଣରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ସିବିଆଇ ଆଉ…