Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Market
All market-related news and information will update here
କମିଲା ରନ୍ଧନ ଗ୍ୟାସ ଦର
ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।ଗ୍ୟାସ୍ ଦରଦାମ୍!-->!-->!-->…
ଗ୍ରାହକଙ୍କ ପାଇଁ ଖୁସି ଖବର:ଏବେ ୫୦ଟଙ୍କାରୁ କମରେ ହେବ ରିଚାର୍ଜ
ମେଟ୍ରୋ ଟିଭି ଓଡିଶା,୨୭/୧ : ଗ୍ରାହକଙ୍କ ପାଇଁ ଖୁସିଖବର। ବିଏସଏନଏଲ୍ ଆଣିଛି ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍। ଯାହାଦ୍ୱାରା ଗ୍ରାହକ ମାନେ ଖୁବ୍ ଲାଭବାନ୍ ହୋଇପାରିବା । ସରକାରୀ ଟେଲିକମ୍ କମ୍ପାନୀ ପାଖରେ ୫୦ ଟଙ୍କାରୁ କମ୍ ରେ ୨ଟି ଜବରଦସ୍ତ ରିଚାର୍ଜ ପ୍ଲାନ୍ ରହିଛି। ଏହି ପ୍ଲାନ୍!-->!-->!-->…
ସେୟାର ମାର୍କେଟ୍ରେ ହ୍ରାସ ପାଇଛି ୧୫୪୫ ପଏଣ୍ଟ ସେନ୍ସେକ୍ସ
ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନା ଯୋଗୁ ସେୟାର ମାର୍କେଟ୍ର ସ୍ଥିତି ଖରାପ । ଏହି ସପ୍ତାହରେ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି । ଉଭୟ ସେନ୍ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେନ୍ସେକ୍ସ ୧୫୪୫.୬୭ ଅଙ୍କ ଖସି ୫୭,୪୯୧.୫୧ରେ ବନ୍ଦ ରହିଛି ।!-->!-->!-->…
ଡିଜିଟାଲ ମିଡିଆରେ ରାଜ୍ କରୁଛି ନେଟୱର୍କ ଜୀ ମିଡିଆ
ମେଟ୍ରୋ ଟିଭି ଓଡିଶା,୨୫/୧ : ଦେଶରେ ସବୁଠୁ ବଡ ମିଡିଆ ନେଟଓ୍ୱର୍କ ଜୀ ମିଡିଆ ନିଜର ଆଧିପତ୍ୟ ବିସ୍ତାର କରିସାରିଲାଣି । କମ୍ପାନୀ ଦେଶର ଦକ୍ଷିଣ ପ୍ରାନ୍ତରେ ୪ଟି ନୂଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ଲଞ୍ଚ କରିବ । ପ୍ରମୁଖ ୪ଟି ଭାଷାରେ ଏହି ଚ୍ୟାନେଲର ପ୍ରସାରଣ ହେବ । ଏହି ସବୁ ଚ୍ୟାନେଲ!-->!-->!-->…
ରିଲାଏନ୍ସ ଉପରେ ଉତ୍ସାହିତ ଅଛନ୍ତି ବିଶେଷଜ୍ଞ
ମେଟ୍ରୋ ଟିଭି ଓଡିଶା,୨୪/୧ : ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ମଧ୍ୟରେ ଘୁଞ୍ଚିବାତ୍ତ ସତ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଡିସେମ୍ବର ତ୍ରମାସିକ ଫଳାଫଳଗୁଡିକ ବିଶ୍ଳେଷଣକାରୀଙ୍କ ଆକଳନ ସହିତ ମେଳ ଖାଉଛି । ହାତଗଣତି କିଛି ବିଶ୍ଳେଷକ ସେମାନଙ୍କର 'କ୍ରୟ' କଲ୍ ବଜାୟ ରଖିଛନ୍ତି, ଯାହାର ମୂଲ୍ୟ!-->…
ଗ୍ୟାସ ହେଲା ଶସ୍ତା
ମେଟ୍ରୋ ଟିଭି ଓଡିଶା,୨୦/୧ : କରୋନା ମହାମାରୀ ପରେ ଅର୍ଥନୀତିର ଅବସ୍ଥା ଅସନ୍ତୁଳିତ ହୋଇଯାଇିଛି । ଏହି ସବୁ ମଧ୍ୟରେ ସବୁ ଜିନିଷର ଦରଦାମ ବଢିବାରେ ଲାଗିଛି । ପରିବା ରୋଷେଇ ଗ୍ୟାସ ସିଲିଣ୍ଡର ଆଦିର ଦର ଆକାଶ ଛୁଆଁ ହୋଇଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ!-->…