Trending
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
Browsing Category
Entertainment
All entertainment related news will be uploaded here
ସାଉଥ୍ ଷ୍ଟାର ଅଜିତଙ୍କ କାର୍ ଦୁର୍ଘଟଣା
ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫିଲ୍ମ ଶୁଟିଂ ସମୟରେ ଅଜିତଙ୍କ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଅଜରବୈଜାନରେ ଅଜିତ ତାଙ୍କର ଫିଲ୍ମ ‘ବିଦା ମୁୟାରଚି’ର ଆକ୍ସନ ସିନ୍ ଶୁଟିଂ କରୁଥିବା ଏହି ଅଘଟଣ ଘଟିଥିଲା । ଅଜିତ…
ଅଲୁ ଅର୍ଜୁନଙ୍କ ଉପହାର
ସାଉଥ ଫିଲ୍ମ ‘ପୁଷ୍ପା’ର ଜଲଓ୍ବା ଏବେଯାଏଁ ଲୋକଙ୍କ ମନରୁ ଲିଭିନି। ‘ପୁଷ୍ପା’ର ଗୀତ, ଆକ୍ସନ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ସିନେମାଟି ଦେଶବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଥିଲା। ଏବେ ‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ…
ଚର୍ଚ୍ଚାରେ ଆଦା ଶର୍ମା
ଦି କେରଲା ଷ୍ଟୋରି’ର ନାୟିକା ଆଦା ଶର୍ମାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଦା ଭିଡ଼ିଓରେ ୧୫ ଟଙ୍କିଆ ଶାଢ଼ି ପିନ୍ଧିଛନ୍ତି। ଅଭିନେତ୍ରୀ ଏ ସମ୍ପର୍କରେ ନିଜେ ସୂଚନା ପ୍ରଦାନ ମଧ୍ୟ କରିଛନ୍ତି। ଏହି ଶାଢ଼ି ତାଙ୍କ ମା’ଙ୍କ ମା’ ଅର୍ଥାତ୍ ଜେଜେମାଙ୍କର। ଏହି ସୁନ୍ଦର…
ନିଲାମ କଲେ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ଼ ବିଜୟ
ସାଉଥ୍ ଷ୍ଟାର ବିଜୟ ଦେବରାକୋଣ୍ଡା ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ ମାଧ୍ୟମରେ ରାତାରାତି ଷ୍ଟାର ପାଲଟିଯାଇଥିଲେ । ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ବିବାଦୀୟ ଏବଂ ବହୁ ଚର୍ଚ୍ଚିତ ଫିଲ୍ମରେ ବିଜୟଙ୍କ ଚରିତ୍ରକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମ…
ପରଲୋକରେ କଣ୍ଠଶିଳ୍ପୀ ଶାନ୍ତିଲତା
ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଶାନ୍ତିଲତାଙ୍କ ମୃତ୍ୟୁକୁ ସ୍ପଷ୍ଟ କରି ସୂଚନା ଦେଇଛନ୍ତି ସ୍ୱାମୀ ବସନ୍ତ କୁମାର ଛୋଟରାୟ । ଶାନ୍ତିଲତା ଓଡ଼ିଶାରେ ଅନେକ ଭଜନ ସଂଗୀତ ଗାଇ…
ରିଲିଜ ହେବ ‘ସୈତାନ’
ଆର ମାଧବନ୍ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ’ ମାର୍ଚ୍ଚ ୮ରେ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାଲ କରିଛି | ଏହି ଚଳଚ୍ଚିତ୍ର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୩୮.୭୭ କୋଟି ଟଙ୍କା ରୋଜଗାର କରିଛି | ଆଉ ପ୍ରଶଂସକମାନେ ଓଟିଟିରେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ…
ବଡ ପରଦାରେ ନଜର ଆସିବେ ଫରୀଦା ଜଲାଲ
ବରିଷ୍ଠ ତଥା ଲୋକପ୍ରିୟ ଅଭିନେତ୍ରୀ ଫରୀଦା ଜଲାଲ ବଡ ପରଦାରେ ଦେଖିବାକୁ ଦର୍ଶକ ସର୍ବଦା ପସନ୍ଦ କରିଥାନ୍ତି । ଫରୀଦା ଟେଲିଭିଜନ ପରଦାରେ ବି ବହୁ ସ୍ମରଣୀୟ ଭୂମିକା ନିଭାଇଛନ୍ତି । ଦର୍ଶକ ତାଙ୍କୁ ଲୋକପ୍ରିୟ ଟିଭି ଶୋ’ ‘ଶରାରତ’ରୁ ବେଶ୍ ଭଲ ଭାବେ ମନେ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ…
ପତ୍ନୀଙ୍କୁ ନେଇ ବଡ଼ ଖୁଲାସା କଲେ
ସାଉଥ ସୁପରଷ୍ଟାର ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ମସିହାରେ ଉପସାନା କୋମିନେନିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୁପରଷ୍ଟାର ତାଙ୍କ ପତ୍ନୀ ଉପସାନାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାମ ଚରଣ ପ୍ରକାଶ କରିଛନ୍ତି ଯେ, ଉପାସନା, ଅଭିନେତ୍ରୀଙ୍କ ସହିତ ମୋର…
୭ବର୍ଷ ପରେ ଏକାଠି ହେଲେ
ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଏକ ସୋ’ କରିବା ପାଇଁ ବିମାନରେ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରଠାରୁ ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିଦେଇଥିଲେ। ଏବେ ୭ବର୍ଷ ପରେ ଦୁହେଁ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି।…
ପରିବାର ସହ ହୋଲି ଖେଳିଲେ ଐଶ୍ୱର୍ଯ୍ୟା ଓ ଅଭିଷେକ
ରଂଗର ପର୍ବ ହୋଲି ପାଇଁ ସମସ୍ତେ ଉତ୍ସାହିତ । ବଲିଉଡ଼ ସେଲିବ୍ରିଟିମାନେ ମଧ୍ୟ ହୋଲିର ମଜା ନେଇଥିଲେ । ଏଥିମଧ୍ୟରେ ବଚ୍ଚନ ପରିବାରରେ ହୋଲିର ଧୁମ୍ ଦେଖିବାକୁ ମଳିଛି । ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ଏବଂ ବଚ୍ଚନ ପରିବାର ମଧ୍ୟରେ ମନମାଳିନ୍ୟକୁ ନେଇ ଗୁଜବ ଜୋର ଧରିଥିଲା । କିନ୍ତୁ ସମସ୍ତ ଗୁଜବକୁ…