Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
Entertainment
All entertainment related news will be uploaded here
ସିନେ ଦୁନିଆରୁ ଦୂରେଇ ଗଲେ ଶାହରୁଖ?
ବଲିଉଡ ଷ୍ଟାର ଆଇପିଏଲରେ ନିଜ ନିଜ ଦଳକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ଦେଖାଯାଇଛି । ଆଇପିଏଲରେ ସେମାନଙ୍କ ଉପସ୍ଥିତି ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କୋଲକାତା ନାଇଟ ରାଇଡର୍ସର ବଲିଉଡର କିଙ୍ଗ ଖାନ୍ ଶାହରୁଖ ପହଞ୍ଚିଥିବା ବେଳେ ସେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି । ତେବେ…
ସୁନିଧି ଚୌହାନଙ୍କ ଉପରକୁ ଫିଙ୍ଗିଲେ ବୋତଲ
ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ସୁନିଧି ଚୌହାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ବି ରାଗିଯିବେ । ଡେହରାଡୁନର ଏକ କଲେଜରେ ସେ ଗୀତ ଗାଉଥିବା ବେଳେ ଭିଡ ମଧ୍ୟରୁ କିଏ ଜଣେ ବୋତଲ ପକାଇଛନ୍ତି । ଯାହା ପରେ ସେ ଗୀତ ଗାଉ ଗାଉ ଅଟକି ଯାଇଛନ୍ତି । ଏହାପରେ ସୁନିଧି ସେହି ବୋତଲ…
ଶାହାରୁଖ ବ୍ରେକ ନେଲେ
ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ ‘ପଠାନ’ ସହିତ କମବ୍ୟାକ କରିଥିଲେ ଏବଂ ଏହାର ବ୍ୟବସାୟ ସହିତ ବକ୍ସ ଅଫିସରେକ୍ରାକ କରିଥିଲେ। ତେବେ ଅଭିନେତା ସେଠାରେ ଅଟକି ନଥିଲେ।‘ପଠାନ’ର କିଛି ମାସ…
ନୂଆ ଅନ୍ଦାଜରେ ନଜର ଆସିବ ବାହୁବଳୀ
ସାଉଥ ସିନେମାର ପପୁଲାର ଡାଇରେକ୍ଟର ଏସ.ଏସ ରାଜାମୌଲୀଙ୍କ ଏହି ଚଳଚ୍ଚିତ୍ର ସାରା ଦେଶରେ ଚହଳ ପକାଇଥିଲା । ପ୍ରଭାସ ଏବଂ ରାଣା ଦଗୁବତୀଙ୍କ ଏହି ସୁପରହିଟ ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛି । ତେବେ ସଫଳତାର ଶିଖର ଛୁଇଁବା ପରେ ବର୍ତ୍ତମାନ ଆଉ ଏକ ନୂଆ…
ସଲମାନଙ୍କ ଘରେ ଗୁଳି କରିଥିବା ଅଭିଯୁକ୍ତ ମୃତ୍ୟୁ
ବି’ ଟାଉନ୍ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ କରିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି ଯେ, ସଲମାନଙ୍କ ଘର ଉପରକୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ…
ସ୍ବାମୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପୋଷ୍ଟ
ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪ ବର୍ଷ ବିତିଯାଇଛି। ଏହି ଅବସରରେ ଋଷିଙ୍କ ସ୍ତ୍ରୀ ତଥା ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ନୀତୁ କପୁର ତାଙ୍କ ସ୍ବାମୀଙ୍କୁ…
ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍ କଲେ ଦିୟା
ବଲିଉଡ୍ର ଷ୍ଟାର୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍ ଏସିଆ ୨୦୦୦ ଟାଇଟଲ୍ ଜିତିଥିବା ଦିୟା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ସୋମବାର ସେ ତାଙ୍କ ଇନ୍ଷ୍ଟାଗ୍ରାମ…
ମେଲୋଡି ମଞ୍ଚରେ ନାମୀ-ଦାମୀ ସିଙ୍ଗରଙ୍କୁ ସାମିଲ ନ କରିବା ପାଇଁ ସଂଘର ନିଷ୍ପତ୍ତି
ମେଲୋଡିର ଯାକ-ଜମକ ଦୁନିଆରୁ ବାଦ୍ ପଡ଼ିବେ ଓଡ଼ିଶାର ପ୍ଲେ-ବ୍ୟାକ ସିଙ୍ଗର । କେବଳ ମେଲୋଡି ପାର୍ଟିରେ ଥିବା ସିଙ୍ଗରମାନଙ୍କ ସହ କାର୍ଯ୍ୟକ୍ରମ କରିବେ ଅନୁଷ୍ଠାନ । ଏ ନେଇ ଓଡିଶା ମେଲୋଡି ଆସୋସିଏସନ । ଏଥର ମେଲୋଡି ପ୍ରୋଗ୍ରାମ କରିବା ପାଇଁ ବି ପ୍ଲେ-ବ୍ୟାକ ସିଙ୍ଗରଙ୍କୁ ସୁଯୋଗ ଦିଆଯିବନି ବୋଲି…
ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ
ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହୋଇଛି। ପ୍ରଥମ ଥର ପାଇଁ ଦୁଇଟି ଓଡ଼ିଆ ସିନେମା ଏହି ଫେଷ୍ଟିଭାଲ ନିମନ୍ତେ ମନୋନୀତ ହୋଇଥିବାରୁ ସବୁଠି ଖୁସିର ଲହରି ଖେଳିଯାଇଛି। ମେ’ ୧ରୁ ଜୁନ୍ ୨…
ସାଉଥ ସୁପରଷ୍ଟାର ବିଜୟ ଆହତ
ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସମୟରେ ବିଜୟ…