Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Entertainment
All entertainment related news will be uploaded here
ନିଜ ନାମରେ ସ୍ବାମୀଙ୍କ ନାମ ଲଗାଇବାରୁ ଚିଡ଼ିଗଲେ ଜୟା
ଗତକାଲି ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ ତାଙ୍କ ସ୍ୱାମୀଙ୍କ ନାମ ବ୍ୟବହାର କରି ତାଙ୍କୁ ସମ୍ବୋଧିତ କରିବା ପରେ ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ଦୃଢ଼ ଆପତ୍ତି ଉଠାଇଥିଲେ।
ହରିବଂଶ ନାରାୟଣ ତାଙ୍କୁ ଶ୍ରୀମତି ଜୟା ଅମିତାଭ ବଚ୍ଚନ ଜୀ ବୋଲି ସମ୍ବୋଧନ…
ସଞ୍ଜୟଙ୍କ ନୂଆ ଲୁକ୍
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କେଡି ଦି ଡେଭିଲ୍’ରେ ନିଜ ପ୍ରଥମ ଲୁକ୍ର ଝଲକ୍କୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ଏକ ଅଜବ ଅବତାରରେ ନଜର ଆସିଛନ୍ତି। ‘କେଡି ଦି ଡେଭିଲ୍’ରେ ସେ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ…
‘ଉଲଝ୍’ ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି
ଜାହ୍ନବୀ କପୁର ତାଙ୍କର ପରବର୍ତ୍ତୀ ରହସ୍ୟମୟ ଫିଲ୍ମ 'ଉଲଝ୍' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ ହେବ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଜାହ୍ନବୀ କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ, ଯାହା ବର୍ତ୍ତମାନ ଏକ…
ହଲିଉଡ ମୁହାଁ ଭାରତୀୟ ଦର୍ଶକ
ଭାରତୀୟ ସିନେମା ଘରରେ ହଲିଉଡ ସିନେମା ‘ଡେଡପୁଲ ଓ ୱୁଲ୍ୱରିନ’ ବଲିଉଡ ଓ ସାଉଥ ସିନେମାକୁ ବେଶ୍ ପଛରେ ପକାଇ ଦେଇଛି । ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର କରି ସାରିଲାଣି । ତାମିଲ, ତେଲୁଗୁ ତଥା ହିନ୍ଦୀ ଭାଷାର ବକ୍ସ ଅଫିସରେ ଏହି ହଲିଉଡ ସିନେମା ଟଙ୍କାର ବର୍ଷା କରୁଛି ।…
ରାମ୍ପରେ ଚାଲିଲେ ସୋନାକ୍ଷୀ
ବଲିଉଡ ଆକ୍ଟର ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲୀ ସୋନାକ୍ଷୀ ସିହ୍ନା । ନିକଟରେ ଜହୀର ଇକବାଲଙ୍କ ସହ ତାଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ଲାଗିରହିଥିଲା । ସୋନାକ୍ଷୀ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଲାଇମଲାଇଟରେ ରୁହନ୍ତି । ତାଙ୍କ ହନିମୁନ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ…
ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ ,ଭାଗା-କାନ୍ଦ୍ରିଙ୍କ ପ୍ରେମ କାହାଣୀ
ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍ଣର ସୂର୍ଯ୍ୟ’ରେ ଏକ ମନଛୁଆଁ ପ୍ରେମ କାହାଣୀ ରହିଛି। କାହାଣୀର ନାୟିକା ମୁଣ୍ଡପୋତା କେଳା ଘରର ଝିଅ କାନ୍ଦ୍ରି ଏବଂ ନାୟକ ଘୁଷୁରିଆ/ସବାଖିଆ କେଳାଘରର ପୁଅ ଭାଗା। ଖେଳ ଚାଲିଥିଲା ବେଳେ ଉଭୟ ପରସ୍ପରକୁ ଦେଖନ୍ତି। ସେଇଠୁ ଆରମ୍ଭ ହୁଏ ପ୍ରେମ।…
ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍ଙ୍କ ଫଟୋ
ବଲିଉଡ ବାଦଶାହା ଶାହରୁଖ ଖାନ୍ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍ଦାର ହୋଇଛନ୍ତି ଶାହରୁଖ। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ର ଗ୍ରେଭିନ ମ୍ୟୁଜିୟମ ଶାହରୁଖ ଖାନ୍ଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ।ମ୍ୟୁଜିୟମ…
ବିବାହକୁ ନେଇ ଏମିତି କହିଲେ ଶ୍ରୀଦେବୀ କନ୍ୟା ଜାହ୍ନବୀ
ବିଜ୍ନେସ୍ ଟାଇକୁନ୍ ସଞ୍ଜୟ ପାହାଡିୟାଙ୍କ ପୁଅ ଶିଖର ପାହାଡିୟାଙ୍କ ସହ ଶ୍ରୀଦେବୀ କନ୍ୟା ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାହ୍ନବୀଙ୍କୁ ଶିଖରଙ୍କ ସହ ପ୍ରାୟ ସବୁବେଳେ ଦେଖିବାକୁ ମିଳେ। ବେକରେ ତାଙ୍କ ନାଁରେ ଥିବା ଲକେଟ୍ ପିନ୍ଧିବା ଠାରୁ ଆରମ୍ଭ କରି…
ବିବାହ କରିବେ ସାଇ ଧରମ
ତେଲୁଗୁ ଅଭିନେତା ସାଇ ଧରମ ତେଜ୍। ଅଭିନେତ୍ରୀ ତଥା ‘ଯବାନ’ ଫିଲ୍ମରେ ତାଙ୍କର ସହକଳାକାର ଥିବା ଅଭିନେତ୍ରୀ ମେହରୀନ ପୀରଜାଦାଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। ୨୦୨୧ମସିହାରେ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଅଭିନେତା। ୨୦୨୩ରେ ତାଙ୍କର କିଛି ଜରୁରୀ ଅସ୍ତ୍ରୋପଚାର…
ଏମପି ପଦ ହରାଇପାରନ୍ତି କଙ୍ଗନା ରଣାଓ୍ବତ
ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ଏମପି ପଦ ରଦ୍ଦ ଦାବିରେ ପଟିସନ ଦାଖଲ ହୋଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ…