Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Entertainment
All entertainment related news will be uploaded here
ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହେଲେ ୨ଯାଆଁଳା ଶିଶୁ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏକାଧିକ ଶିଶୁ ଜନ୍ମ ହେବା ଏବେ ଆଉ ଆଶ୍ଚର୍ଯ୍ୟ ଲାଗୁ ନାହିଁ । କାରଣ ଅନେକ ଲୋକଙ୍କର ଏକାଧିକ ଶିଶୁ ଗୋଟିଏ ଦିନରେ ଗୋଟିଏ ସମୟରେ ଜନ୍ମ ହେଉଛି କିନ୍ତୁ ଏବେ ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଅଜବ ଲାଗିବ । ଦୁଇଟି ଯାଆଁଳା ଶିଶୁ!-->!-->!-->…
ହିନ୍ଦି କହି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦକ୍ଷିଣ ଭାରତୀୟ ଜଗତର ବହୁ ଚର୍ଚ୍ଚିତ ନାୟିକା ରଶ୍ମିକା ମନ୍ଦାନା ଫିଲ୍ମ ଜଗତରେ ଏକ ଚଚ୍ଚିତ ଚେହରା । ତାଙ୍କ ଅଭିନୀତ ବହୁ ଫିଲ୍ମ ହିନ୍ଦି ଭାଷାରେ ଡବିଂ ହୋଇ ହିଟ୍ ମଧ୍ୟ ହୋଇଛି ।ତାଙ୍କୁ ନ୍ୟାଶନାଲ କ୍ରଶ୍ ମଧ୍ୟ କହନ୍ତି । ତାଙ୍କ ଆକ୍ଟିଙ୍ଗ ଓ ଡ୍ୟାନ୍ସ!-->!-->!-->…
ଲାଇଗର ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ବିଜୟ ଦେବରକୋଣ୍ଡା
ମେଟ୍ରୋ ଟିଭି ବ୍ୟୁରୋ,୧/୧: ଫିଲ୍ମ ‘ଲାଇଗର’ ଫାଷ୍ଟ ଲୁକ୍ ଜାରି ହୋଇଛି। କରନ ଜୋହର ପ୍ରଯୋଜିତ ଏହି ଲାଇଗର ଫିଲ୍ମରେ ମୁଖ୍ୟ ଭୂମିକାରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଫିଲ୍ମର ପ୍ରଥମ ଝଲକ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି । ବିଜୟଙ୍କ ଆକ୍ସନ ଓ!-->!-->!-->…
ନୂତନ ବର୍ଷର ଅଭିନନ୍ଦନ
ମେଟ୍ରୋ ଟିଭି ବ୍ୟୁରୋ,୧/୧:ନୂଆ ବର୍ଷର ନୂଆ ସକାଳ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ମେଟ୍ରୋ ପରିବାର । ନୂଆ ବର୍ଷର ଆରମ୍ଭ ଆପଣଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରିଦଉ । କିଛି ସ୍ଥାନରେ କୋହଲା ଓ ଆଉ କିଛି ସ୍ଥାନରେ ଖରାରେ ଏଇ ନୂଆ ବର୍ଷର ସକାଳ । ଆସନ୍ତୁ ସମସ୍ତେ କୋଭିଡ ନିୟମ ଓ!-->!-->!-->…
ଘୋଡାର ମୂଲ୍ୟରେ ହେବ କିଣି ମର୍ସିଡିଜ୍ ଓ ବିଏମ୍ଡବ୍ଲ୍ୟୁ
ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଆମ ଭାରତରେ ଘୋଡାର ଚାହିଦା କାହିଁ କେତେ ରାଜା ରାଜୁଡା ସମୟରୁ ରହି ଆସିଛି ।ଏହି ଘୋଡାକୁ ଦ୍ରୁତବେଗର ଖେଳରେ ସାମିଲ କରାଯାଏ । ଏହି ପରି ଏକ ମେଳା ମହାରାଷ୍ଟ୍ରର ନନ୍ଦୁରବରର ସାରଙ୍ଗକେଡା ଠାରେ ଚାଲିଛି । ଏହି ମେଳାରେ ସାମିଲ ହେଇଛି ଏକ ବିଶେଷ ଘୋଡା ଯାହାର!-->…
ସହଦେବ ଦିରଦୋ ଦୁର୍ଘଟଣାରେ ଗୁରୁତର ଆହତ
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ବସ୍ପନ କା ପ୍ୟାର ଗୀତ ଗାଇ ରାତାରାତି ସୋସିଆଲ ମିଡିଆରେ ଚହଳ ପକାଇଥିବା ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ୫ଟାରେ ଘଟିଥିଲା। ଯେତେବେଳେ ସହଦେବ ତାଙ୍କ ସାଙ୍ଗମାନଙ୍କ ସହିତ ଏକ!-->…
୫୬ ବର୍ଷରେ ପାଦ ଦେଲେ ଦବଙ୍ଗ ଖାନ୍
ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ବଲିଉଡର ମୋଷ୍ଟ ଆମେଜିଙ୍ଗ ବ୍ୟାଚଲର ସଲମାନ ଖାନ୍ ୫୬ବର୍ଷରେ ପର୍ଦାପଣ କରିଛନ୍ତି । ସେ ଡିସେମ୍ବର ୨୭, ୧୯୬୫ରେ ଇନ୍ଦୋରରେ ସଲିମ ଖାନ ଏବଂ ସୁଶୀଲା ଚରକଙ୍କ ଘରେ ଜନ୍ମ ହୋଇଥିଲେ । ନିଜର ଫିଟନେସ୍ ପାଇ ବଲିଉଡରେ ସବୁ ବେଳେ ଚର୍ଚ୍ଚାରେ ଥିବା ସଲମାନଙ୍କ ଲଭ!-->…