Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Entertainment
All entertainment related news will be uploaded here
ଛେପ ଲଗାଇ କେଶ କାଟି ବିବାଦରେ ଜାଭେଦ ହବିବ
ମେଟ୍ରୋ ଟିଭି ଓଡିଶା,୭/୧: ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କର କେଶ କାଟୁଥିବା ବେଳେ ଛେପ ଲଗାଇ ବିବାଦରେ ଫସିଛନ୍ତି ଜାଭେଦ ହବିବ । ଏନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ଭାଇରଲ ହେଉଥିବା ଭିଡିଓଟି ୩!-->…
ବଚ୍ଚନଙ୍କ ଘରେ କରୋନା
ମେଟ୍ରୋ ଟିଭି ଓଡିଶା,୬/୧: ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲ୍ସା’ରେ କାର୍ୟ୍ୟରତ ଜଣେ ସହାୟକ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି । ଜାନୁଆରି ୨ ତାରିଖ ରବିବାର ଦିନ ବଚ୍ଚନଙ୍କର ‘ପ୍ରତୀକ୍ଷା’ ଏବଂ ‘ଜଲ୍ସା’ ବଙ୍ଗଳାର ୩୧ଜଣ ସହାୟକଙ୍କ ନମୁନା ପରୀକ୍ଷା କରାଯିବା ପରେ ମାତ୍ର!-->!-->!-->…
ଅନୁଷ୍କା ସାଜିଲେ କ୍ରିକେଟର
ମେଟ୍ରୋ ଟିଭି ଓଡିଶା,୬/୧: ବଲିଉଡରେ ଦୀର୍ଘ ଦିନର ବ୍ୟବଧାନରେ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅନୁଷ୍କା ଶର୍ମା । ଚକଦା ଏକ୍ସପ୍ରେସ ଫିଲ୍ମ ମାଧ୍ୟମରେ ପୁଣି ଆସିବେ ଅଭିନେତ୍ରୀ ଅନୁଷ୍କା । ଗତ କିଛି ବର୍ଷ ହେଲା ପରଦା ଠାରୁ ଦୂରରେ ଥିବା ଅନୁଷ୍କା ଏବେ ପୁଣିଥରେ କମ୍!-->!-->!-->…
ବୟସ ସିନା କମ୍ ହେଲେ ବୁଦ୍ଧି ଅଧିକା ,୬ବର୍ଷ ବାଳକର ଆଶ୍ଚର୍ଯ୍ୟ ଜନକ ଘଟଣା
ମେଟ୍ରୋ ଟିଭି ଓଡିଶା,୬/୧: ଛୋଟ ପିଲା ଘରେ ଥିଲେ କାମ ସବୁ ବଢିଯାଏ । ପିଲାଙ୍କର ବିଭିନ୍ନ କାମରେ ଫଶି ରହିଯାଆନ୍ତି ମାଆବାପା । ଗାଧୋଇବା,ଖାଇବା,ସ୍କୁଲଯିବା ଆଦି ଅନେକ କାମ ସବୁ ଅଭିଭାବକ ମାନେ କରନ୍ତି । କିନ୍ତୁ ଏପରି ଏକ ଛୁଆ ଅଛି ଯିଏ ନିଜର ସବୁ କାମ ନିଜେ କରୁଛି । ଏହି ଛୋଟ!-->!-->!-->…
ଇନ୍ଷ୍ଟାଗ୍ରାମରେ ରାଜ୍ କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା
ମେଟ୍ରୋ ଟିଭି ଓଡିଶା,୫/୧: ଇନଷ୍ଟାଗ୍ରାମରେ ଏବେ ରାଜ୍ କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚେପ୍ରା । ତାଙ୍କୁ ଇନଷ୍ଟାଗ୍ରାମ୍ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟି ତାଲିକାରେ ରଖାଯାଇଛି ।ତାଙ୍କୁ ମୋଟ ୭୨.୩ ନିୟୁତ ୟୁଜର୍ ଫଲୋ କରୁଛନ୍ତି । ଏହି ସଂଖ୍ୟା କୁ ଆକଳନ କଲେ ପ୍ରିୟଙ୍କା!-->!-->!-->…
ମେହେନ୍ଦି କରି ବିଶ୍ୱ ରେକର୍ଡ କଲେ ଆଦିତ୍ୟ ନିଧିନ୍
ମେଟ୍ରୋ ଟିଭି ଓଡିଶା,୫/୧: ହାତରେ ମେହେନ୍ଦି ଆଙ୍କିବା ଏକ କଳା । ଏହି ମେହେନ୍ଦିକୁ ନାରୀ ମାନଙ୍କ ସୌନ୍ଦର୍ଯ୍ୟର ପ୍ରତିକ ରୂପର କହନ୍ତି । ଏହି ମେହେନ୍ଦିର ଏବେ ଆର୍କଷଣୀୟ ପେସା ମଧ୍ୟ ପାଲଟିଛି । ଭିନ୍ନ ଭିନ୍ନ ପ୍ରକାରର ମେହେନ୍ଦି କରି କନ୍ୟା ବିବାହ କରୁଛନ୍ତି । ଆଜିକା ଆଧୁନିକ!-->!-->!-->…
ଜନ୍ମଦିନରେ ଫିଲ୍ମର ପୋଷ୍ଟର ସେୟାର କଲେ ବଲିଉଡର ମସ୍ତାନୀ
ମେଟ୍ରୋ ଟିଭି ଓଡିଶା,୫/୧: ବଲିଉଡର ସୁନ୍ଦରୀ ଦୀପିକା ପାଦୁକୋନଙ୍କ ଆଜି ଜନ୍ମଦିନ । ଜନ୍ମଦିନରେ ସେ ନିଜର ଅଫକମିଂ ଫିଲ୍ମ ‘ଗହରାଇୟାଁ’ର ପୋଷ୍ଟର ସେୟାର କରିଛନ୍ତି ଯେଉଥିରେ ସେ ‘ଗଲି ବଏ’ କୋ ଷ୍ଟାର ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହିତ ଲିପ୍ଲକ୍ କରିଥିବା ନଜର ଆସିଛି । ସିଦ୍ଧାନ୍ତ ଓ!-->!-->!-->…
ଚିତା ବାଘକୁ କିସ୍ କଲେ ଯୁବତୀ
ମେଟ୍ରୋ ଟିଭି ଓଡିଶା,୫/୧: ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଏହି ସବୁ ଭିଡିଓ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ ଆଧାରିତ ଥାଏ । ଆମେ ସାଧାରଣ ଜୀବନରେ ବିଭିନ୍ନ ପଶୁପକ୍ଷୀଙ୍କୁ ପାଳନ କରିଥାଉ । ଏହି ସବୁ ପଶୁପକ୍ଷୀ ଘରୋଇ କିମ୍ବା ବନ୍ୟପ୍ରାଣୀ!-->!-->!-->…
ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଗାୟକ ସୋନୁ ନିଗମ୍ କରୋନା ପଜିଟିଭ୍
ମେଟ୍ରୋ ଟିଭି ଓଡିଶା,୫/୧: ଏବେ କରୋନାର କାୟା ପୁଣି ମାଡି ଚାଲିଲାଣି । ଏଥିରେ ଅନେକ ସେଲିବ୍ରିଟି ଓ ସିନେ କଳାକାର କରୋନା ପଜିଟିଭ୍ ହୋଇଥିବା ବେଳେ ଏବେ ବଟିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ପୁରା ପତିବାର କରୋନା ପଜିଟିଭ ହୋଇଛନ୍ତି । ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ମଧୁରିମା ନିଗମ୍!-->!-->!-->…
ଜନ୍ମଦିନ ସେ ବି କୁକୁଡାର
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦୁନିଆ ବଡ ଅଜବ ଏହି ଦୁନିଆରେ କିଛି ଲୋକ ଏମିତି ଅଛନ୍ତି ଯିଏ ନିଜର ଅଜବ ହରକତ ମଧ୍ୟ୍ୟାମରେ ଭାଇରାଲ ହୁଅନ୍ତି । ଯାହା ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରେ । ଏହି ପରି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ହସ ସହ ଖୁସି ମଧ୍ୟ ଲାଗିବ । ଏହି!-->…