Browsing Category

Entertainment

All entertainment related news will be uploaded here

ନିରବି ଗଲେ ସୁର ସାମ୍ରାଜ୍ଞୀ

ମେଟ୍ରୋ ଟିଭି ଓଡିଶା,୬/୨ : ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ଆଉ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ହଳଦୀ ଲୁକ୍‌ରେ କରିଶ୍ମା ତନ୍ନା ଆଜି ହେବ ବିବାହ

ମେଟ୍ରୋ ଟିଭି ଓଡିଶା,୪/୨ : ବଲିଉଡ୍ ଏବେ ବିବାହର ଋତୁ ସରିବାର ନା ଧରୁନି । ଜଣ ପରେ ଜଣେ ବିବାହ କରିବାରେ ଲାଗିଛନ୍ତି । ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ଆଜି ପଡିବ ଦୁହିଁଙ୍କ ହାତଗଣ୍ଠି। ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ ।

ଆଉ ଏମଟିଭି ରୋଡିଜ୍‌ରେ ନଜର୍ ଆସିବେନି ରଣବିଜୟ

PIC CREDIT-THE economic times ମେଟ୍ରୋ ଟିଭି ଓଡିଶା,୪/୨ : ଗତ ୧୮ବର୍ଷ ଧରି MTV ର ଲୋକପ୍ରିୟ ରିଆଲିଟି ସୋ ରୋଡିଜ୍ ର ଅଂଶବିଶେଷ ଥିବା ରଣବିଜୟ ସିଙ୍ଗ ଏବେ ସୋକୁ ବିଦାୟ ଦେବାକୁ ଯାଉଛନ୍ତି । ସୋରୁ ରଣବିଜୟଙ୍କୁ ରିପ୍ଲେସ କରାଯିବ ବୋଲି ଖବର ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ

ରିଲିଜ ଅପେକ୍ଷାରେ ଭୁଲ୍ ଭୁଲେୟା ୨: ଘୋଷଣା ହେଲା ଡେଟ୍‌

ମେଟ୍ରୋ ଟିଭି ଓଡିଶା,୪/୨ : କରୋନା କାୟା ଯୋଗୁ ରିଲିଟ୍ ଅପେକ୍ଷାରେ ଥିଲା ବହୁ ଫିଲ୍ମ । କିନ୍ତୁ ଏବେ ଏହି ସବୁ ଫିଲ୍ମର ରିଲିଜ ଡେଟ୍ ଶୁଣିବାକୁ ମିଳୁଛି । କୋଭିଡ଼ ପରିସ୍ଥିତି ଅତି ଖରାପ ଥିବା ହେତୁ କାର୍ତ୍ତିକ ଆର୍ଯ୍ୟାନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା ୨’ ହଲରେ ରିଲିଜ୍

ମିଷ୍ଟର ମମ୍ମି ଲୁକ୍‌ରେ ନଜର ଆସିବେ ରିତେଶ ଜେନେଲିଆ

ମେଟ୍ରୋ ଟିଭି ଓଡିଶା,୪/୨ : ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି ପାଦ ରଖିବାକୁ ଯାଉଛନ୍ତି। ସେ ଶେଷଥର ପାଇଁ ରିତେଶ ଦେଶମୁଖଙ୍କ ସହ ଫିଲ୍ମ ‘ତେରେ ନାଲ ଲଭ୍ ହୋ ଗୟା’ରେ ନଜର ଆସିଥିଲେ।

ସୁପର ହିରୋ ଲୁକ୍‌ରେ ମାହୀ

ମେଟ୍ରୋ ଟିଭି ଓଡିଶା,୪/୨ : ଭାରତୀୟ କିକ୍ରେଟର ସଫଳ ଅଧିନାୟକ ଓ ୱିକେଟ୍ କିପର ତଥା ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ମହେନ୍ଦ୍ର ସିଂ ଧୋନୀଙ୍କ ହିରୋ ଅବତାରକୁ ଦେଖି ଫ୍ୟାନ୍ସ ମାନେ ବେଶ୍ ଉତ୍ସାହ ଦେଖାଇଛନ୍ତି । ତାଙ୍କର କିକ୍ରେଟ ପଡିଆରେ ଖେଳର ରଣନୀତକୁ ବହୁ ପ୍ରଶଂସକ ପସନ୍ଦ କରିଥାନ୍ତି ।

୧୩୦ କୋଟି ବଜେଟରେ ଆସିବ ଶୋ ନାଗିନ୍ ,ନଜର ଆସିବେ ତେଜସ୍ୱୀ ପ୍ରକାଶ

pic credit-bollywood life ମେଟ୍ରୋ ଟିଭି ଓଡିଶା,୩/୨ : କଲର୍ସର ସବୁଠୁ ବଡ଼ ଶୋ’ ଟିଭି ସିରିୟଲ ନାଗିନ୍ ପୁଣିଥରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଲାଣି। ଏହି ଶୋ’ର ଟିଜର ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥରକ ନାଗିନ୍ ପ୍ରତିଶୋଧ ନେବାକୁ ନୁହେଁ, ବରଂ

ହୋଲି ବଜାରକୁ ରଙ୍ଗୀନ କରିବ ପ୍ରଭାସଙ୍କ ରାଧେ ଶ୍ୟାମ

ମେଟ୍ରୋ ଟିଭି ଓଡିଶା,୨/୨ : ହୋଲି ବଜାରକୁ ରଙ୍ଗୀନ କରିବାକୁ ସିନେମା ହଲରେ ରିଲିଜ ହେବ ପ୍ରଭାସଙ୍କ ଅଫକମିଂ ଫିଲ୍ମ ରାଧେ ଶ୍ୟାମ । ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ଅଭିନେତ୍ରୀ ପୂଜା ହେଗଡେଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ୍’କୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି ଓ ଏହାର ଟ୍ରେଲରକୁ ବି

ୱାର୍କଆଉଟ ସମୟରେ ବେହୋସ ହେଲେ ଶିଳ୍ପା ସେଟ୍ଟୀ

ମେଟ୍ରୋ ଟିଭି ଓଡିଶା,୨/୨ : ବଲିଉଡ୍ ଆକ୍ଟ୍ରେସ୍ ଶିଳ୍ପା ସେଟ୍ଟୀ କେତେ ଫିଟନେସକୁ ନେଇ ସିରିୟସ୍ ଏହା ସମସ୍ତେ ଜାଣନ୍ତି। ସେ ତାଙ୍କ ଜିମ ଓ୍ଵାର୍କଆଉଟ, ଯୋଗ, ମେଡିଟେସନ, ଡାଏଟ ଠାରୁ ନେଇ ଅନେକ ଜିନିଷ ପ୍ରତି ବହୁତ ଦାୟିତ୍ୱବାନ ରୁହନ୍ତି। ଡେଲି ଓ୍ଵାର୍କଆଉଟ ଶିଳ୍ପାଙ୍କ ପାଇଁ ଡେଲି ଡାଏଟ

ପୁଷ୍ପା ଫିଲ୍ମ କ୍ରେଜରେ ବିଦେଶୀ କ୍ରିକେଟର

ମେଟ୍ରୋ ଟିଭି ଓଡିଶା,୨/୨ : ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କୁ ମଧ୍ୟ ଏହି ଫିଭର ଚଢିଲାଣି। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି