Browsing Category

Entertainment

All entertainment related news will be uploaded here

ଦି କେରଳ ଷ୍ଟୋରି ୨- ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇଲେ କେରଳ ହାଇକୋର୍ଟ 

ଦି କେରଳ ଷ୍ଟୋରି ୨- ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ  ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡ ସାର୍ଟିଫିକେଟ ଦେବାବେଳେ ଠିକ୍‌ଭାବେ ବିଚାର କରି ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଥିବା ଜଷ୍ଟିସ୍‌ ବେଚୁ କୁରିଅନ୍‌ ଥୋମାସ୍‌…

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା

ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରଶଂସକମାନେ କେବଳ ରିଲ୍ ଲାଇଫ୍ରେ ସେମାନଙ୍କୁ ଏକାଠି ଦେଖି ଖୁସି ଥିଲେ, କିନ୍ତୁ ଶେଷରେ, ଏହି ପ୍ରଶଂସକ-ପ୍ରିୟ ଯୋଡି ଏବେ ରିଅଲ ଲାଇଫରେ ଏକାଠି ହୋଇଛନ୍ତି। ସେମାନେ ଉଦୟପୁରରେ ସକାଳ ୧୦;୧୦ରେ…

ଆନୁଷ୍ଠାନିକ ଭାବରେ ବିବାହ ତାରିଖ ଘୋଷଣା କଲେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କପଲ ରଶ୍ମିକା ମନ୍ଦାନା ଏବଂ…

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ସେମାନଙ୍କ ସମ୍ପର୍କ ଏବଂ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚା ହେଉଛି । ସୂଚନା ଥିଲା ଯେ ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ଏକ ବ୍ୟକ୍ତିଗତ ଭାବରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏବେ ଏହି…

ଏହି କାରଣରୁ ପୁଣି ଥରେ ହସ୍ପିଟାଲରେ ଭର୍ତି ହେଲେ ଅଭିନେତ୍ରୀ ଏବଂ ୟୁଟ୍ୟୁବର ଦୀପିକା କକ୍କର

"ସସୁରାଲ ସିମର କା" ଫେମ୍ ଅଭିନେତ୍ରୀ ଏବଂ ୟୁଟ୍ୟୁବର ଦୀପିକା କକ୍କର ପୁଣି ଯନ୍ତ୍ରଣା ଅନୁଭବ କରୁଛନ୍ତି। ଲିଭର କ୍ୟାନସର ଚିକିତ୍ସା ପରେ, ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଦୀପିକା ହଠାତ୍ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ତାଙ୍କୁ ହସ୍ପିଟାଲ ଯିବାକୁ…

‘ଟକ୍ସିକ୍’ର ଟିଜର ରିଲିଜ୍

ଆକ୍ସନ-ଆଡଭେଞ୍ଚର କନ୍ନଡ଼ ଫିଲ୍ମ ‘ଟକ୍ସିକ୍’ର ଟିଜର ଆଜି ରିଲିଜ୍ ହୋଇଛି । ଏହି ଟିଜରକୁ ଦେଖିବା ପରେ ଏମିତି ମନେ ହେଉଛି ଯେପରି ସୁପରଷ୍ଟାର ୟଶ ତାଙ୍କ ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି  । ଏହି ଟିଜର ରିଲିଜ ହେବା ପରେ ଅଭିନେତାଙ୍କ ଟକ୍ସିକ୍ ଲୁକ୍ ଏବଂ…

ବଡ଼ ଘର ତୁମ ବ୍ୟକ୍ତିତ୍ୱ କିମ୍ବା ରାତିରେ ତୁମ ନିଦକୁ ପରିବର୍ତ୍ତନ କରିପାରେ ନାହିଁ – ସୁପରଷ୍ଟାର ସଲମାନ ଖାନ

ସଲମାନ ଖାନ ବଲିଉଡର ବଡ ସୁପରଷ୍ଟାର । ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ରିଲିଜ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଅପୂର୍ବ ଲଖିୟାଙ୍କ ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂହ ତାଙ୍କ ଯୋଡି ଜମିବ। ଏହାରି ମଧ୍ୟରେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଫ୍ୟାନ୍ଙ୍କୁ ଚକିତ କରିଛନ୍ତି…

ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ସଲମାନ ଖାନଙ୍କ ପିତା ସଲିମ ଖାନ

ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରସିଦ୍ଧ ଲେଖକ ଏବଂ ବଲିଉଡ ଭାଇଜାନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା । ସଲିମ୍‌ ହଠାତ୍ ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସଲମାନ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ପାଇବା ପରେ ତୁରନ୍ତ ହସ୍ପିଟାଲରେ…

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି, କିନ୍ତୁ ଏକ ସର୍ତ୍ତ ସହିତ। ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା…

ଆଜି ହେବ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ

ଘରେ ଘରେ ପରିଚିତ ‘ଫୁର୍‌‌ରୁକିନା ଉଡ଼ିଗଲା ବଣି’ ଗୀତର ଗୀତା ଆଉ ନାହାନ୍ତି। ତାଙ୍କ ଜୀବନପକ୍ଷୀ ଉଡ଼ିଯାଇଛି ଆରପାରିକୁ। ସ୍କୁଲପାଠ ସମୟରୁ ସିନେମାରେ ନାୟିକାଙ୍କ ପାଇଁ ସିଏ ଗୀତ ଗାଇଥିଲେ, ଜୀବନକାଳ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆକାଶବାଣୀର ‘ଟପ୍‌‌ଗ୍ରେଡ୍‌‌’…

“ହୀର ରାଞ୍ଝା” ଫିଲ୍ମ ଆଣୁଛନ୍ତି ଇମତିଆଜ୍ ଅଲି

ଇମତିଆଜ୍ ଅଲି ହିନ୍ଦୀ ସିନେମାକୁ ଏବେ କିଛି ସୁନ୍ଦର ଲଭଷ୍ଟୋରୀ ଦେଇଛନ୍ତି । ପୂର୍ବରୁ “ଜବ୍ ୱି ମେଟ୍” ଏବଂ “ଲୈଲା ମଜନୁ” ଭଳି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ ଇମତିଆଜ୍ ଅଲି । ସେ ଏବେ ଦର୍ଶକଙ୍କ ପାଇଁ ଆଉ ଏକ ଲଭଷ୍ଟୋରୀ ଆଣିଛନ୍ତି ଏବଂ ଏକତା କପୁରଙ୍କ ସହିତ ହାତ ମିଳାଇଛନ୍ତି…