Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Culture
କଟକଣା ଭିତରେ ଉଠିବ ମହାଦୀପ
ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :
ଭୁବନେଶ୍ୱରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ମହାଶିବ ରାତ୍ରି ପାଇଁ ଭୋର ୩ଟାରୁ ସାଢେ ୩ଟା ଯାଏ ଲିଙ୍ଗରାଜ ଅବକାଶ ନୀତି ଅନୁଷ୍ଠିତ ହେବ। ସାଢେ ୩ଟାରୁ ଠାରୁ ସକାଳ ୫ଟା ଯାଏ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ!-->!-->!-->…
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ଓଡିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର!-->!-->!-->…
ରାମ ସେତୁର ଭାସମାନ ପଥରରେ ନିର୍ମାଣ ହେବ ଘର ଓ ବିଜ୍ର
ମେଟ୍ରୋ ଟିଭି ଓଡିଶା,୯/୨ : ଉଜ୍ଜୟିନୀର ବିକ୍ରମ ବିଶ୍ୱବିଦ୍ୟାଳୟ ନିକଟରେ ରାମ ଚରିତ ମାନସ ବିଜ୍ଞାନ ନାମରେ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରିଛି । ଅନୁସନ୍ଧାନରେ କୁହାଯାଇଛି ତାହା ଉପରେ ଗବେଷଣା କରାଯିବ। ରାମ ସେତୁ ପଥର ଉପରେ ଚାଲିଛି ଗବେଷଣା । ଯଦି ସେହି ପଥର ଗୁଡିକର ଗଠନ!-->!-->!-->…
ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ବେଶ
ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ ।
ସୂଚନା!-->!-->!-->!-->!-->!-->!-->…
ଆଜି ଶ୍ରୀପଞ୍ଚମୀ
ମେଟ୍ରୋ ଟିଭି ଓଡିଶା,୪/୨ : ଆଜି ଶ୍ରୀପଞ୍ଚମୀ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ମିଳିଛି । ସୀମିତ ଛାତ୍ରଙ୍କୁ ନେଇ ପୂଜା ପାଳନ ହେବ । କୋଭିଡ ନିୟମ ପାଳନ କରି ଏମାନେ ପୂଜାରେ ସାମିଲ ହେବେ । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବାଦଦେଲେ!-->…
ଶ୍ରୀମନ୍ଦିରରେ ମିଳିବ ଦର୍ଶନ,ଆଜି ପଦ୍ମ ବେଶ ଶ୍ରଦ୍ଧାଳୁଙ୍କ ମନ ଚଳଚଞ୍ଚଳ
ମେଟ୍ରୋ ଟିଭି ଓଡିଶା,୨/୨ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ। ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣ ଶେଷ କରିଛନ୍ତି। ଆଜି ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ!-->…
ଜଗନ୍ନାଥଙ୍କର କ୍ଷୁଦ୍ରତମ ଚିତ୍ର ଅଙ୍କନ କରି ଅନ୍ତର୍ଜାତୀୟ ରେକର୍ଡସରେ ଶୁବ୍ରଜିତ ପଣ୍ଡା
ମେଟ୍ରୋ ଟିଭି ଓଡିଶା,୩୦/୧ : ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସରେ ସାମିଲ ହୋଇଛନ୍ତି କଟକ ଜିଲ୍ଲା କହ୍ନେଇପୁରର ଶୁବ୍ରଜିତ ପଣ୍ଡା। କଉଡ଼ି ଉପରେ ବିଶ୍ୱର ସର୍ବକ୍ଷୁଦ୍ରତମ ଶ୍ରୀଜଗନ୍ନାଥ ଅଙ୍କନ କରି ସେ ଏହି ଅନ୍ତର୍ଜାତୀୟ ରେକର୍ଡସରେ ସାମିଲ ହୋଇଛନ୍ତି। ୨.୫ ସେମି ଦୈର୍ଘ୍ୟ ଓ ୧.୪ ସେମି!-->!-->!-->…
ଭକ୍ତି ଓ ପର୍ଯ୍ୟଟନର ଅଦ୍ଭୁତ ସମାହାର ମହାବିନାୟକ କ୍ଷେତ୍ର
ଓଡ଼ିଶା ର ପଞ୍ଚକ୍ଷେତ୍ର ମଧ୍ୟରେ ଅଗ୍ରଗଣ୍ୟ କ୍ଷେତ୍ର, ମହାବିନାୟକ କ୍ଷେତ୍ର ଯେଉଁଠାରେ ଶିବ, ପାର୍ବତୀ, ବିଷ୍ଣୁ ଓ ସୂର୍ଯ୍ୟ ଉପସ୍ଥିତ ହୋଇ ପ୍ରଭୁ ଶ୍ରୀ ଗଣେଶ ଙ୍କ ଜୀବନ୍ୟାସ କରାଇଥିଲେ । ପଞ୍ଚ ଦେବଙ୍କ ଉପସ୍ଥିତି କାରଣରୁ ଏହା ପଞ୍ଚ ଶୈବ କ୍ଷେତ୍ର ମଧ୍ୟରୁ ଆଦ୍ୟ କ୍ଷେତ୍ର । ଯାଜପୁର!-->!-->!-->…
ଶ୍ରୀମନ୍ଦିର ଖୋଲିବାକୁ ନେଇ ବସିବ ବୈଠକ
ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଆସନ୍ତାକାଲି ବୈଠକ ବସିପାରେ ।ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ!-->!-->!-->…