Browsing Category

Covid-19

All information and news about Covid 19 updates

ଦେଶରେ ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ିଚାଲିଛି

 ଏଚ୍‌୩ଏନ୍‌୨ ସଂକ୍ରମଣ ଭୟ ବଢ଼ାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ସପ୍ତାହରେ ଏଚ୍‌୩ଏନ୍‌୨ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ତେବେ ସରକାର ଏଚ୍୩ଏନ୍‌୨ ମୃତ୍ୟୁ ସଂକ୍ରାନ୍ତରେ ସଦ୍ୟ ତଥ୍ୟ ଦେଇନଥିଲେ ସୁଦ୍ଧା ଦେଶରେ ଏଥିଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି…

ରାଜ୍ୟରେ ଇନଫ୍ଲୁଏଞ୍ଜା ଭାଇରସକୁ ନେଇ ବଢୁଛି ଭୟ

ଭୁବନେଶ୍ୱର: ରାଜ୍ୟରେ ଇନଫ୍ଲୁଏଞ୍ଜା ଭାଇରସକୁ ନେଇ ବଢୁଛି ଭୟ । ଅଯଥା ମନଇଚ୍ଛା ଔଷଧ ନଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଓ ଷ୍ଟେରଏଡ୍ ଖାଆନ୍ତୁ ନାହିଁ । ଲକ୍ଷଣ ବଢ଼ୁଥିବାରୁ ଆଇଏଲଏସ ସର୍ଭିଲାନ୍ସ ବଢ଼ାଯିବ । କୋଭିଡ୍…

ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ

ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ । ସବୁ ଜିଲ୍ଲାର ସିଡିିଏମଓ ଓ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଭାଇରସ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି । । ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ କରିବାକୁ…

ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ

ଭୁବ‌ନେଶ୍ବର: ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ର୍ଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ…

ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି

ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁସାରେ, ଦେଶରେ…

ପଶ୍ଚିମବଙ୍ଗରେ ବଢ଼ୁଛି ଆଡେନୋ ଭାଇରସ ଆତଙ୍କ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ୁଛି ଆଡେନୋ ଭାଇରସ ଆତଙ୍କ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୯ ଦିନ ମଧ୍ୟରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨ ସପ୍ତାହରେ ସର୍ବାଧିକ ଶିଶୁ ଏଥିରେ ଆକ୍ରାନ୍ତ…

କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି

ଭାରତରେ କୋଭିଡ଼ ଟିକା ବଞ୍ଚାଇଛି ୩୪ ଲକ୍ଷ ଜୀବନ । କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି । ଏଥିସହ ଭାରତ ୧୮ ଦଶମିକ ୩ ବିଲିୟନ ଡଲାରର କ୍ଷତିକୁ ରୋକିପାରିଛି ବୋଲି ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ଇନଷ୍ଟିଚ୍ୟୁଟ୍ ଫର କମ୍ପିଟେଟିଭନେସ୍…

ଲଞ୍ଚ ହୋଇଛି ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ’

ପୁଣି ଥରେ ସମଗ୍ର ବିଶ୍ଁରେ କୋଭିଡ୍ ମହାମାରୀ ମୁଣ୍ଡ ଟେକିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତକୁ ମିଳିଲା ନୂଆ ଅସ୍ତ୍ର । ଲଞ୍ଚ ହୋଇଛି ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ’ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା…

ସାରା ଓଡ଼ିଶା ଏବେ ଜ୍ବରରେ ଥରୁଛି

ଭୁବନେଶ୍ବର: ସାରା ଓଡ଼ିଶା ଏବେ ଜ୍ବରରେ ଥରୁଛି। ଇନ୍‌ଫ୍ଲୁଏଞ୍ଜା (ଏଚ୍‌୩ଏନ୍‌୨), ରେସ୍ପିରେଟୋରି ସିନ୍‌ସିଟିଆଲ ଭାଇରସ୍ (ଆରଏସ୍‌ଭି) ଓ ହ୍ୟୁମାନ ପାରାଇନ୍‌ଫ୍ଲୁଏଞ୍ଜା ଭାଇରସ୍(ଏଚ୍‌ପିଆଇଭି) ରାଜ୍ୟକୁ ଗତ ୧ମାସ ହେବ କବଳିତ କରି ରଖିଛି। ଏହାସାଙ୍ଗକୁ ସ୍ବାଇନ୍ ଫ୍ଲୁ ମଧ୍ୟ ଚିନ୍ତା ବଢ଼ାଇଛି।…

ପୁଣି ଥରେ ହେବ ଟିକାକରଣ

ଭୁବନେଶ୍ବର: କିଛି ଦିନ ଧରି କରୋନା ଟିକାକରଣ ବନ୍ଦ ରହିଥିବା ବେଳେ ପୁଣି ଆଜିଠୁ ଟିକାକରଣ ହେବ ବୋଲି ଜଣାପଡିଛି ।  ବିଦେଶରେ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ମଧ୍ୟ ଲୋକେ ସତର୍କ ହୋଇଛନ୍ତି ।  କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ସହ ଟିକାକରଣ…