ଅର୍ଥ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ଅଧିକ ସୁଧ ମିଳୁଥିବା ବିକଳ୍ପ ସନ୍ଧାନରେ ରହିଥାନ୍ତି । ବର୍ତ୍ତମାନ ସମୟରେ ବଜାରରେ ସ୍ଥାୟୀ ଜମା (ଏଫଡି), ରିକରିଂ ଡିପୋଜିଟ (ଆରଡି), ଜୀବନ ବୀମା (ଏଲଆଇସି), ପୋଷ୍ଟାଲ ଟର୍ମ ଡିମୋଜିଟ, ମ୍ୟୁଚୁଆଣ୍ଡ ଫଣ୍ଡ ଓ ଷ୍ଟକ ଆଦି ବିଭିନ୍ନ ପ୍ରକାରର ନିବେଶ ସୁବିଧା ରହିଛି ସାଧାରଣ ଭାବେ ଅଧିକାଂଶ ଲୋକ ସେମାନଙ୍କର ଅର୍ଥକୁ ବ୍ୟାଙ୍କର ସେଭିଙ୍ଗସ ଆକାଉଣ୍ଟରେ ଜମା କରିଥାନ୍ତି । ମାତ୍ର ଦୁଃଖର କଥା ହେଉଛି ସେଭିଙ୍ଗସ ଆକାଉଣ୍ଟରେ ଗ୍ରାହକଙ୍କୁ ବହୁତ କମ୍ ସୁଧ ମିଳିଥାଏ । ତେଣୁ ଚାଲାକ ଲୋକମାନେ ଉକ୍ତ ଅର୍ଥକୁ ସେଭିଙ୍ଗସ ଆକାଉଣ୍ଟରୁ ଉଠାଇ ଅଧିକ ସୁଧ ମିଳୁଥିବା ସ୍ଥାନରେ ନିବେଶ କରିଥାନ୍ତି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗ୍ରାହକମାନେ ସେଭିଙ୍ଗସ ଆକାଉଣ୍ଟରେ ନିବେଶ କରି ମଧ୍ୟ ଅଧିକ ପ୍ରଫିଟ୍ ପାଇ ପାଇ ପାରିବେ ।ଦେଶର ଅନ୍ୟତମ ସରକାରୀ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସେଭିଙ୍ଗସ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ ପକ୍ଷରୁ ଗାହକଙ୍କୁ ସେଭିଙ୍ଗସ ଆକାଉଣ୍ଟରେ ସର୍ବାଧିକ ୪ ପ୍ରତିଶତ ରିଟର୍ଣ୍ଣ ଦିଆଯାଉଛି । ନଭେମ୍ବର ୨୦ ତାରିଖରୁ ଏହି ନିୟମ ଲାଗୁ ହୋଇଯାଇଛି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post