ଭାରତୀୟ ବଜାରରେ ଏକ ନୂଆ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ Samsung Galaxy A05 ଲଞ୍ଚ କରିଛି । ଏହି ଡିଭାଇସର ଦମଦାର ଫିଚର ବିଷୟରେ କହିବାକୁ ଗଲେ, Samsung Galaxy A05ରେ ମିଡିଆଟେକ ପ୍ରୋସେସର୍ ଏବଂ HD ପ୍ଲସ୍ ପ୍ୟାନେଲ୍ ସହିତ ଏକ ବଢ଼ିଆ ବ୍ୟାଟେରୀ ଦିଆଯାଇଛି । Samsung Galaxy A05 ଲଞ୍ଚ ହେବାର ଏକ ମାସ ପୂର୍ବରୁ, କମ୍ପାନୀ Samsung Galaxy A05s ଲଞ୍ଚ କରିଥିଲା । ଉଭୟ ମଡେଲର ଡିଜାଇନ୍ ପ୍ରାୟ ସମାନ ଭଳି କିନ୍ତୁ ଫିଚର୍ସରେ ପାର୍ଥକ୍ୟ ରହିଛି । ତେବେ ଆସନ୍ତୁ ଜାଣିବା Galaxy A05 ର ଦାମ୍ ଏବଂ ଏହି ହ୍ୟାଣ୍ଡସେଟରେ କେଉଁ ନୂଆ ଫିଚର ଦିଆଯାଇଛି ।ଏହି ଲାଟେଷ୍ଟ ସାମସଙ୍ଗ ମୋବାଇଲ୍ ଫୋନର ୪GB / ୬୪ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ ୯,୯୯୯ ଟଙ୍କା ଥିବାବେଳେ ୬GB / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍ ୧୨,୪୯୯ ରହିଛି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post
Next Post