ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ , ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ ଛାଡ଼ିବାକୁ ବାଧ୍ୟ କଲେ, ସେମାନେ…

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୬ ମୃତ ଅନେକ ଆହତ

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା । ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏହାସହ ଅନେକ ଆହତ ହୋଇଥିବା ସୂଚନା । ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ସୋମବାର ମଧ୍ୟରାତ୍ରି ପରେ ଇଣ୍ଡୋନେସିଆର ମୁଖ୍ୟ ଜାଭା…

ସବୁଜ ମୁଖିଆ ଦେଲେନି ସବୁଜ ସଙ୍କେତ, ତାଙ୍କ ନିଷ୍ପତ୍ତିରେ ନାନୀ ଆହତ

କିଛି ଦିନର ନିରବତା ପରେ ପୁଣି ଥରେ ଗର୍ଜିଲେ ଶ୍ରୀମୟୀ। ଏଥର ତାଙ୍କ ଟାର୍ଗେଟ୍‌ରେ କୌଣସି ବିରୋଧୀ ନୁହନ୍ତି, ବରଂ ନିଜ ପୁରୁଣା ଦଳର ଗତିବିଧି। ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରିକୁ ନେଇ ଶ୍ରୀମୟୀ ଉଠାଇଲେ ବଡ଼ ପ୍ରଶ୍ନ। ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ କଲେ ଆକ୍ଷେପ। ଏତିକିରେ…

ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଚଳିତ ମାସ ୨୯ରେ ପ୍ରତି ଜିଲା ମୁଖ୍ୟାଳୟର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ…

ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା, ଧାନ ସଂଗ୍ରହରେ ଅବ୍ୟବସ୍ଥା ଏବଂ ମନରେଗା ନାମ ପରିବର୍ତ୍ତନ ନେଇ ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ ଓ ଶୋଭାଯାତ୍ରା କରିବ। ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ…

ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର, ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ…

ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ । ଏହି ବୈଠକରେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଚାଲିବ ମାନସମନ୍ଥନ । କାହିଁକି ବିବାଦ ଜନ୍ମ ନେଲା? ସମାଧାନର…

ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ

ରାଜ୍ୟରେ ରାତି ତାପମାତ୍ରା ସାମାନ୍ୟ(ପ୍ରାୟ ୧ ଡିଗ୍ରୀ) ଯାଏ ବଢ଼ିପାରେ । ଆଗରୁ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଜୋର୍ରେ ଥଣ୍ଡା ପବନ ବହୁଥିଲା । ଏହା ପ୍ରଭାବରେ ଶୀତ ଅଧିକ ଅନୁଭୂତ ହେଉଥିଲା । ଏବେ ପବନର ବେଗ ସାମାନ୍ୟ କମିପାରେ । କିନ୍ତୁ ଶୀତର ପ୍ରକୋପରେ ବେଶି ପରିବର୍ତ୍ତନ ଆସିବନି, ଏହା…

ଶରୀରକୁ ଶକ୍ତିଶାଳୀ କରେ ରସୁଣ ପାଣି

ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ଆମେ ସହଜରେ ଗମ୍ଭୀର ରୋଗର ଶିକାର ହୋଇଯାଉ। ଏପରି ପରିସ୍ଥିତିରେ, ଲୋକମାନଙ୍କୁ ସେମାନଙ୍କ ଖାଦ୍ୟରେ ଏପରି ଜିନିଷ ସାମିଲ କରିବା ଉଚିତ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ…

ଆଜିର ରାଶିଫଳ

ମେଷ: କାର୍ତ୍ତିକେୟଙ୍କ ସମତୁଲ ରୂପବାନ୍‌ ହୋଇପାରନ୍ତି। ପରିବାରର ପ୍ରାଣାଧିକ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସଦା ସମୃଦ୍ଧ ହେବେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ଓ ରାଜବଂଶ ପୂଜିତ ହେବେ। ବୃଷ: ଅତି କଠୋର ବାକ୍ୟ ପ୍ରୟୋଗ କରିବା ଦ୍ବାରା ସହୃଦୟ ବନ୍ଧୁମାନେ ଆଡ଼ ହୋଇଯାଇପାରନ୍ତି।…

AI ମଡ୍ୟୁଲ୍ ଓଡ଼ିଆ ଭାଷା : ୫୦୦ ଡାଟା ଇଞ୍ଜିନିୟର ଓ ୧୦୦ ଏଆଇ ଏକ୍ସପର୍ଟ କାମ କରିବେ

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କମ୍ପ୍ୟୁଟର ଓ ମୋବାଇଲ୍ ପରଦାରେ ଏଣିକି ଓଡ଼ିଆ ଭାଷା କେବଳ ଏକ ଲିପି ହୋଇ ରହିବ ନାହିଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସହାୟତାରେ ଏହା ଅଧିକ ସମୃଦ୍ଧ ଓ ବ୍ୟାପକ ହେବ।…

ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ମାମଲା, ଜୋର ଧରିଲା ରାଜନୀତି

ଜଣେ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ଭଳି ଘୃଣ୍ୟ ଘଟଣାକୁ ଏବେ ଅତି ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର। ସହିଦନଗର ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ମାମଲାକୁ ଏବେ ‘ରେଡ୍ ଫ୍ଲାଗ୍’ ଶ୍ରେଣୀଭୁକ୍ତ କରାଯାଇଛି। ଏହାର ଅର୍ଥ ହେଉଛି, ଏହି ମାମଲାର ତଦନ୍ତ ଏବେ ଅଗ୍ରାଧିକାର…