୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ ବର୍ଷାର ପରିମାଣ କମିଛି। ଏହି ସମୟରେ ୪୧୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ ୪୬୬.୭ ମିମି ବର୍ଷା ହେବା କଥା। କିନ୍ତୁ ୪୧୦.୮ ମିଲିମିଟର ବର୍ଷା ହୋଇଛି। ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା…

ରାହୁଲଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍ ରୁ ଆସୁଛି ଅଫର

ବିଶ୍ବକପରେ ଟିମ ଇଣ୍ଡିଆକୁ ବିଜୟୀ କରାଇବା ପରେ ସରିଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଗକୁ ଦ୍ରବିଡ କଣ କରିବେ ସେନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଶୁଣିବାକୁ ମିଳୁଛି ସେ ଫେରିବେ ଆଇପିଏଲକୁ । ପୁଣି ସମ୍ଭାଳିବେ ମୁଖ୍ୟକୋଚ୍ ଦାୟିତ୍ବ । ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ରାହୁଲଙ୍କ…

କାଳିଆ ଯୋଜନା ଜାରି ରହିବ ନା ବନ୍ଦ ହେଇଯିବ, ଚିନ୍ତାରେ ଚାଷୀ

ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଳିଆ ଯୋଜନା। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଉତ୍ତର ରଖିଛନ୍ତି।…

ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇବେ

ଭୁବନେଶ୍ୱର:ନୂଆ ସରକାର ଆସିବା ପରେ ରାସନ କାର୍ଡକୁ ନେଇ ନୂଆ ତାଲିକା ହେବ । ରାଜ୍ୟ ସରକାର ଏନେଇ ମତ ରଖିଛନ୍ତି । ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ନୂଆ ତାଲିକା କରାଯିବ। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ…

ବଜେଟକୁ ବିରୋଧ

ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିବାକୁ ଯାଉଥିବାବେଳେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ଉକ୍ତ ରାଜ୍ୟଗୁଡ଼ିକର ଦାବିକୁ କେନ୍ଦ୍ର ବଜେଟରେ ଅଣଦେଖା କରାଯାଇଥିତ୍ବାରୁ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀମାନେ ନୀତି…

ତଳକୁ ଖସିଲେ ରୋହିତ

ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍‌ ଜୋ ରୁଟ୍‌ ଏକ ନମ଼୍ବର ସ୍ଥାନରେ ରହିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ସମାନ୍ୟ କିଛି ପଏଣ୍ଟ…

ଖସିଲା ସୁନା ଦର

କେନ୍ଦ୍ର ବଜେଟର ଉପସ୍ଥାପନା ପରେ ସାଧାରଣ ଜନତାଙ୍କୁ ବହୁତ ଆରାମ ମିଳିଛି। ୧୦ ଗ୍ରାମରେ ପ୍ରାୟ ୪ ହଜାର ଟଙ୍କା କମିଲା । କଷ୍ଟମ ଡ୍ୟୁଟି କମାଇବା ପରେ ରେଟ ହ୍ରାସ ପାଇଛି ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରୁଥିବାବେଳେ ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ…

ସାଂସଦ ଅପରାଜିତାଙ୍କୁ ବଡ଼ ଦାୟିତ୍ୱ

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଏସିଆ ପାସିଫିକ୍ ଗ୍ରୁପର ଉପ-ସଭାପତି ଭାବରେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇପିୟୁ କାର୍ଯ୍ୟକାରୀ କମିଟି ଦ୍ୱାରା ଅପରାଜିତାଙ୍କ ନାଁରେ ମୋହର ବାଜିଥିବା କୁହାଯାଇଛି । ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ଏ ନେଇ…

ନେପାଳରେ ବିମାନ ଦୁର୍ଘଟଣା

ନେପାଳର ରାଜଧାନୀ କାଠମାଣ୍ଡୁରେ ଉଡ଼ାଣ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହିତ ବିମାନର ପାଇଲଟ ଗୁରୁତର ଆହତ ହୋଇଛନ୍ତି। ସେ ଚିକିତ୍ସିତ ହେଉଛନ୍ତି। ପାଇଲଟଙ୍କ ନାମ…

ସରକାରଙ୍କୁ ଟାର୍ଗେଟ କଲେ ମଲ୍ଲିକାର୍ଜୁନ

ରାଜ୍ୟସଭାରେ ଆଜି ସାଧାରଣ ବଜେଟକୁ ନେଇ ଚାଲୁଥିବା ଚର୍ଚ୍ଚାରେ ସାମିଲ ହୋଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଏହି ବଜେଟରେ ଦୁଇଟି ରାଜ୍ୟକୁ ଛାଡି କୌଣସି ରାଜ୍ୟକୁ କିଛି ମିଳିନାହିଁ । ଏପରି ବଜେଟ ମୁଁ କେଉଁଠାରେ ବି ଦେଖିନାହିଁ । ମାତ୍ର ଦୁଇଟି ରାଜ୍ୟର ଥାଳିରେ ପକୁଡି…