ପ୍ୟାରିସ ଅଲିମ୍ପିକ୍ସ : ପଦକ ତାଲିକାରେ ଭାରତ ୨୬ ତମ ସ୍ଥାନରେ

ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ଭାରତୀୟ ଖେଳାଳିମାନେ ଶୁଟିଂ, ତିରନ୍ଦାଜୀ, ହକି ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ଦିନ ପର୍ଯ୍ୟନ୍ତ ଦଳ କେବଳ ଗୋଟିଏ ପଦକ ଜିତିଛି ଏବଂ ପଦକ ତାଲିକାରେ…

ଥକାପଣ ଦୂର କରେ କିସମିସ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଯୁବ ଗୋଷ୍ଠୀ ବହୁ କାମ ଚାପରେ ରହୁଛନ୍ତି। ସେଥିପାଇଁ ସେମାନେ ଖୁବ୍‌ ଶୀଘ୍ର ଥକାପଣ ଅନୁଭବ କରୁଥିବା ବେଳେ ସେମାନଙ୍କ ଶରୀରରୁ ଏନର୍ଜୀ ବି କମି ଯାଇଥାଏ।କିନ୍ତୁ ଦୀର୍ଘ ସମୟ ଧରି ଏପରି ସମସ୍ୟା ଲାଗି ରହିଲେ ଆପଣ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ…

ଓଡିଶାରେ ବଢୁୁଛି ବେକାରୀ ସମସ୍ୟା, ଚାକିରି ଅପେକ୍ଷାରେ ୧୦ ଲକ୍ଷ ଆଶାୟୀ

ଆଜି ବିଧାନସଭାର ସପ୍ତମ ଦିନରେ ଶ୍ରମ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ରାଜ୍ୟରେ ଶ୍ରମ ଓ କର୍ମଚାରୀଙ୍କ (EmploymentExchange) ରେ ନାଁ ପଞ୍ଜିକରଣ କରି କୋତେ ଯୁବକ ଯୁବତୀ ଚାକିରି ଆପେକ୍ଷାରେ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଉତ୍ତରରେ ଶ୍ରମ…

ନିଜ ନାମରେ ସ୍ବାମୀଙ୍କ ନାମ ଲଗାଇବାରୁ ଚିଡ଼ିଗଲେ ଜୟା

ଗତକାଲି ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ ତାଙ୍କ ସ୍ୱାମୀଙ୍କ ନାମ ବ୍ୟବହାର କରି ତାଙ୍କୁ ସମ୍ବୋଧିତ କରିବା ପରେ ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ଦୃଢ଼ ଆପତ୍ତି ଉଠାଇଥିଲେ। ହରିବଂଶ ନାରାୟଣ ତାଙ୍କୁ ଶ୍ରୀମତି ଜୟା ଅମିତାଭ ବଚ୍ଚନ ଜୀ ବୋଲି ସମ୍ବୋଧନ…

ଭାରତଠୁ ଚୀନ୍ ଅର୍ଥନୀତି ୬ ଗୁଣା ବଡ଼

ଭାରତ ଏକ ମହାଶକ୍ତି ଓ ବିଶ୍ବର କାରଖାନାରେ ପରିଣତ ହେବାକୁ ଚାହୁଥିବା ନେଇ ଅନେକ ପ୍ରଚାର କରାଯାଉଥିବା ବେଳେ ଇନ୍‌ଫୋସିସ୍‌ର ସହ-ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତି ବାସ୍ତବ ସତ ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ସହ ନିଜକୁ ତୁଳନା କରିବା ପୂର୍ବରୁ ଅନେକ କଥା…

ପାକିସ୍ତାନ ମୁଖ୍ୟ ବିଚାରପତିଙ୍କୁ ହତ୍ୟା ଧମକ

ପାକିସ୍ତାନର ପ୍ରଧାନ ବିଚାରପତିଙ୍କ ବିରୋଧରେ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ତେହେରିକ-ଏ-ଲାବବୈକ (ଟିଏଲପି) ର ଜଣେ ବରିଷ୍ଠ ମୌଲାନାଙ୍କୁ ପୋଲିସ ଗିରଫ କରିଛି। କୁହାଯାଉଛି ଯେ ଟିଏଲପିର ମୌଲାନା ଡେପୁଟି ଆମୀର ପିର ଜହିରୁଲ ହାସନ ଶାହା ପାକିସ୍ତାନ ସେନାର ନିକଟତର। ଏହି ମୌଲାନା ଲାହୋର…

କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କେରଳର ଓ୍ବାଇନାଡରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି।  ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକ ମାଟି…

ତିନି ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ

ତିନି ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।  ଆଜି ୭ଟି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ…

ଆଇପିଏସ ରାଜେଶଙ୍କୁ ନିଲମ୍ବନ

ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଗୃହ ବିଭାଗକୁ ଏକ ଚିଠି ଲେଖାଯାଇଛି । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ଆଇପିଏସ ରାଜେଶଙ୍କ ଉପରେ ଏହି…

ସଞ୍ଜୟ ଜୟସ୍ୱାଲଙ୍କୁ ମିଳିଲା ଲୋକସଭାର ମୁଖ୍ୟ ସଚେତକ ନିଯୁକ୍ତ

ବିଜେପି ମୁଖ୍ୟ ସଚେତକ ଓ ସଚେତକ ଭାବେ କିଛି ସାଂସଦଙ୍କୁ ନିଯୁକ୍ତି ଦେଇଛି । ବିହାରର ଚମ୍ପାରଣ ଲୋକସଭା ଆସନର ସାଂସଦ ଡା. ସଞ୍ଜୟ ଜୟସ୍ୱାଲଙ୍କୁ ବିଜେପି ଲୋକସଭାର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛି । ଏଥିସହିତ ଦଳ ତରଫରୁ ୧୬ ଜଣ ସାଂସଦଙ୍କୁ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପି…