ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା: କଳାକାରଙ୍କ ମାସିକ ଭତ୍ତା ବଢ଼ିଲା , ପାଇବେ ତିନି ହଜାର

କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ମାସିକ ଭତ୍ତା ରାଶିରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ନୂତନ ଘୋଷଣା ଅନୁଯାୟୀ, ୪୦ରୁ ୮୦ ବର୍ଷ ବୟସ୍କ କଳାକାରମାନଙ୍କ ମାସିକ…

ଆଜିର ରାଶିଫଳ

ଆଜି ୨୦୨୫ ଡିସେମ୍ବର ୨୯ ତାରିଖ, ସୋମବାର । ଚନ୍ଦ୍ର ଆଜି ମେଷ ରାଶିରେ ଅବସ୍ଥାନ କରୁଛନ୍ତି । ଗ୍ରହମାନଙ୍କର ସ୍ଥିତି ଅନୁସାରେ ଆଜିର ଦିନଟି ବାରଟି ରାଶି ପାଇଁ କିପରି ରହିବ ୧. ମେଷ (Aries): ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ମନ ପ୍ରସନ୍ନ ରହିବ ଏବଂ ଶରୀର ସୁସ୍ଥ ରହିବ।…

ସାରା ଦେଶରେ ନିର୍ମାଣ ହେବ ଶକ୍ତିଶାଳୀ ଆତଙ୍କବାଦ ବିରୋଧୀ ଗ୍ରିଡ୍

ନୂଆଦିଲ୍ଲୀ : ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯିବ । ଏହି ଲକ୍ଷ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ  ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୫’ର ଉଦଘାଟନ କରିବା ଅବସରରେ ଆହ୍ବାନ ଦେଇଛନ୍ତି ।   ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ  ଦ୍ୱାରା…

ନୂତନ ଟ୍ରେନ ଦୁଇଗୁଣ ଚଳାଚଳ କରିବ

ଭାରତୀୟ ରେଳବାଇ ଦ୍ୱାରା ଚିହ୍ନଟ ହୋଇଥିବା 48 ଟି ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାକୁ ନେଇ ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ପରିକଳ୍ପନାରେ ମଞ୍ଜୁରିପ୍ରାପ୍ତ, ପ୍ରଗତିରେ ଥିବା ଓ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକ…

ଆଜିର ରାଶିଫଳ

ମେଷ: ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଯାହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାହାରି ସହିତ ଅଯଥାରେ ଥଟ୍ଟା ତମାସା କରନ୍ତୁ ନାହିଁ। ନିଜ ଭୁଲରୁ ଶିଖିକରି ଆଗକୁ ବଢ଼ିବାର ପ୍ରେରଣା ପାଇବେ। ବୃଷ: କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ତା’ ସମ୍ବନ୍ଧରେ ସର୍ବ ପ୍ରଥମେ…

ଆମେରିକାରେ ପରିସ୍ଥିତି ଗମ୍ଭୀର, ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼

ଆମେରିକାରେ ପରିସ୍ଥିତି ଗମ୍ଭୀର। ଦାଉ ସାଧୁଛି ପ୍ରକୃତି କୋପ। ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼। ନ୍ୟୁୟର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ। କେବଳ ସେତିକି ନୁହେଁ। ଦେଶର ସର୍ବବୃହତ ସହର ନ୍ୟୁୟର୍କରେ ରାତ୍ରିରେ ୧୦ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ହେବାର ସମ୍ଭାବନା ଅଛି, ତାପମାତ୍ରା ଶୂନ୍ୟ…

ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା, ଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ…

ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ୍ ସେବା ମିଳିବ। ଦୂରତା କାରଣରୁ ଡ୍ରପ୍‌ଆଉଟ୍‌ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ପରିବହନ ବିଭାଗକୁ…

ପଲସର-୧୫୦ର ଏକ ଅପଡେଟ୍ ସଂସ୍କରଣ ଲଞ୍ଚ

ବାଜାଜ ଅଟୋ ଭାରତରେ ପଲସର-୧୫୦ର ଏକ ଅପଡେଟ୍ ସଂସ୍କରଣ ଲଞ୍ଚ କରିଛି। ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧.୦୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହି ନୂଆ ଅପଡେଟ୍ ମଡେଲ୍ରେ ସଫ୍ଟ କସମେଟିକ୍ ଚେଞ୍ଜେସ୍, ଅର୍ଥାତ ଏହାର ରୂପରେଖରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ ମଡର୍ଣ୍ଣ ଲାଇଟିଂ ଅପଗ୍ରେଡ୍…

ସବୁ ରାଜ୍ୟର ପୋଲିସ ଡିଜିମାନଙ୍କୁ ଯେତେ ଶୀଘ୍ର ସମ୍ଭବ ଗୋଟିଏ ପ୍ରକାରର ଏଟିଏସ୍ ଢାଞ୍ଚା ଲାଗୁ କରିବାକୁ ନିର୍ଦ୍ଦେଶ…

ଆତଙ୍କବାଦ ବିରୋଧୀ ଅଭିଯାନରେ ପୋଲିସ ଫୋର୍ସ ଙ୍କୁ ସମାନ ସ୍ତରର କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶର ସବୁ ପୋଲିସ ଫୋର୍ସରେ ଗୋଟିଏ ପ୍ରକାରର ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଓ ଏହାକୁ ଭାରତର ଆତଙ୍କାବଦ…

ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ, ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କଲା ବନ ବିଭାଗ

ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବା ୨ ଦନ୍ତା ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଛନ୍ତି । ମନ୍ଦିର ପ୍ରବେଶ ଗେଟ୍‌ରେ ବନ ବିଭାଗ ତାଲା ପକାଇଛି ପର୍ଯ୍ୟଟନ…