ମହିନ୍ଦ୍ରା ର ନିଉ ମଡେଲ କାର

ମହିନ୍ଦ୍ରା ସହାୟକ କମ୍ପାନୀ ମହିନ୍ଦ୍ରା ଲଷ୍ଟ ମାଇଲ ମୋବିଲିଟି ଲିମିଟେଡ୍‌ ଶୁକ୍ରବାର ଦିନ Mahindra Zeo EV V1 ଏବଂ V2 ଲଞ୍ଚ କରିଛି । ଏହି EV ରେ ଦୁଇଟି ବ୍ୟାରିଆଣ୍ଟ ଅଛି- Mahindra Zeo EV V1 ଏବଂ V2 । ରିପୋର୍ଟ ଅନୁଯାୟୀ, ଏହି ଗାଡିର ପ୍ରାରମ୍ଭିକ ମୂଲ୍ୟ ବେସ୍‌ ବ୍ୟାରିଆଣ୍ଟ…

ଡିସଚାର୍ଜ ହେଲେ ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ହୃଦୟର ମୁଖ୍ୟ ରକ୍ତବାହୀ (ଆର୍ଟା) ରେ ଫୁଲା ଦେଖାଗଲା, ଯାହା ଏକ ନନ ସର୍ଜିକାଲ ଟ୍ରାନ୍ସକାଥେଟର୍‌ ପ୍ରଣାଳୀ ମାଧ୍ୟମରେ ଚିକିତ୍ସା କରାଯାଉଥିଲା। ସିନିୟର…

ଫେରୁଛି ହକି ଇଣ୍ଡିଆ ଲିଗ୍

୭ ବର୍ଷର ବ୍ୟବଧାନ ପରେ ପୁଣିଥରେ ଫେରୁଛି ହକି ଇଣ୍ଡିଆ ଲିଗ୍ । ଏହାର ଘୋଷଣା ପରେ ହକି ପ୍ରେମୀଙ୍କ ମନରେ ଉସବାହ ବଢି ଯାଇଛି । ଚଳିତବର୍ଷ ୨୦୨୪-୨୫ ହକି ଇଣ୍ଡିଆ ଲିଗ୍ ଆସନ୍ତା ଡିସେମ୍ବର ମାସରୁ କେଳାଯିବ ବୋଲି ଘୋଷଣା କରାଯାଇଛି । ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି…

ଅକ୍ଟୋବର ୭ରେ ଭାରତ ଆସିବେ

ଅକ୍ଟୋବର ୭ରୁ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ମୁଇଜୁଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ।ନିକଟରେ, ନ୍ୟୁୟର୍କରେ ୭୯ତମ ମିଳିତ…

ଇସ୍ରାଏଲକୁ ଦେଲେ ଚେତାବନୀ ଇରାନ ସୁପ୍ରିମ୍ ଲିଡର

ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ…

କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତି

ରାଜ୍ୟରେ ହଜାରେ କି ଦୁଇ ହଜାର ନୁହେଁ ଏକାକାଳୀନ ନିଯୁକ୍ତ ପାଇବେ ୧୬ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ। ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ସ୍କେମାଟିକ୍)ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା…

ଟ୍ୱିନ୍ ସିଟିରେ କମ୍ ବଜେଟରେ ପାଆନ୍ତୁ ହାଇପ୍ରୋଫାଇଲ୍ ଘର

ଆଜିକାଲିର ଦୁନିଆରେ ନିଜର ଘର ଖଣ୍ଡେ ପାଇବା ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ରହିଥାଏ । ତେବେ ଅର୍ଥାଭାବରୁ ଅନେକଙ୍କର ସେହି ସ୍ୱପ୍ନ ପୂରଣ ହୋଇ ପାରିନଥାଏ । ତେବେ ଆପଣଙ୍କର ସେହି ସ୍ୱପ୍ନକୁ ବାସ୍ତବତାର ରୂପ ଦେବ ‘ମହାଦେବ ଗ୍ରୀନ୍ସ’ । କମ୍ ବଜେଟରେ ଆକର୍ଷଣୀୟ ତଥା ହାଇପ୍ରୋଫାଇଲର ଘର ଆପଣମାନେ…

ସାଇବର ଠକେଇର ମୁକାବିଲା : ଆରମ୍ଭ ହେବ ଜାଲ୍‍ କଲ୍ ବନ୍ଦ କରିବାକୁ କେନ୍ଦ୍ରୀୟ ବ୍ୟବସ୍ଥା

ସାମ୍ପ୍ରତିକ ସମୟରେ ଭାରତୀୟ ମୋବାଇଲ ନମ୍ବରରୁ ଅନେକ ଜାଲିଆତି କଲ୍ ନାଗରିକଙ୍କ ପାଖକୁ ଆସୁଛି। ବାସ୍ତବରେ ବିଦେଶରୁ କାର୍ଯ୍ୟରତ ସାଇବର ଅପରାଧୀମାନେ ଏହି କଲ୍ ଗୁଡ଼ିକୁ ଜାଲ୍‍ କରିଥାନ୍ତି। ଏହି ଅପରାଧୀମାନେ କଲିଂ ଲାଇନ୍ ଆଇଡେଣ୍ଟିଟି (ସିଏଲଆଇ)ର ବ୍ୟବହାର କରି କଲ୍ ର ପ୍ରକୃତ ଉତ୍ପତ୍ତିକୁ…

ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ?

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ ପକ୍ଷରୁ ଆୟୋଜିତ ଏହି କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍ ସବୁଜ ପରିବର୍ତ୍ତନ, ଭୂ-ଅର୍ଥନୈତିକ ବିଭାଜନ…

ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ହେଲେ ଏହାର ପ୍ରଭାବ ଅଧିକ ରହିବ ନାହିଁ। କାଁଭାଁ ସ୍ଥାନରେ ବର୍ଷା ରହିବ। ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମଧରଣର ବର୍ଷା କାଁଭାଁ ସ୍ଥାନରେ ରହିବ। ଆସନ୍ତା ୨୪ ଘଣ୍ଟା ମୁଖ୍ୟତଃ ପାଗ ଶୁଖିଲା ସହ…