ଆସିଲା ଏକଜିଟ ପୋଲ ହରିୟାନାରେ କିଏ ଗଢ଼ିବ ସରକାର?

୧୦ ବର୍ଷ ପରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି। ପିପୁଲ୍ସ ପ୍ଲସ କହିଛି ଯେ କଂଗ୍ରେସ ୪୯ରୁ ୬୧, ବିଜେପି ୨୦ରୁ ୩୨, ଜେଜେପି ଶୂନରୁ ୧, ଆପ୍‌ ଶୂନ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତବ। ଧ୍ରୁବ ରିସର୍ଚ୍ଚ କହିଛି…

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲ ନିହତ

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ବିଳମ୍ବିତ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଆଜି ୩୧ଟି ମୃତଦେହ ଠାବ କରାଯାଇଛି। ଏବେ ବି ସୁରକ୍ଷା ବାହିନୀ ଅନ୍ୟ ନକ୍ସଲଙ୍କର ମୃତଦେହ ଖୋଜୁଛି। ଏଣେ କମ୍ବିଂ ଅପରେସନ୍ ବି ଜାରି ରହିଛି। ଘଟଣାସ୍ଥଳରୁ…

ରାବଣପୋଡ଼ିରେ ବାଣ ପ୍ରତିଯୋଗିତାକୁ ବାରଣ , କଣ କହିଲେ ହାଇକୋର୍ଟ ?

କଟକ: ରାବଣ ପୋଡ଼ିକୁ ଆଉ ପାଞ୍ଚଦିନ ରହିଲା । ଏଥର ରାବଣ ପୋଡ଼ିରେ  ଆପଣ ରଙ୍ଗବେରଙ୍ଗର ବାଣ ଦେଖିବାକୁ ଟାଇମ ଫିକ୍ସ କରି ଅପେକ୍ଷାରେ ଅଛନ୍ତି କି? ତେବେ ନିରାଶ ହେବେ । କାରଣ ଏଥର ଆଉ ବାଣ ପ୍ରତିଯୋଗିତା ହେବନାହିଁ ।  ବାଣ ପ୍ରତିଯୋଗିତାକୁ ନେଇ ଫଟକାର ଲଗାଇଛନ୍ତି ହାଇକୋର୍ଟ । ସହରକୁ…

କେବ ହେବ +୨ ପରୀକ୍ଷା ? ତାରିଖ ହେଲା ଘୋଷଣା

ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା ସୂଚନା ଦେଇଛନ୍ତି। ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ରୁ…

ଭୋଟ ପୂର୍ବରୁ କାହିଁକି ସାବିତ୍ରୀ ଜିନ୍ଦଲଙ୍କ ସମେତ ୩ ବଡନେତାଙ୍କୁ ଦଳରୁ ବହିସ୍କାର କଲା ବିଜେପି !

ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦଳରୁ ବହିଷ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ଭାଜପାର କୁରୁକ୍ଷେତ୍ର ଏମ୍‌ପି ନବୀନ…

ରାହୁଲ ଗାନ୍ଧୀଙ୍କ ବଢ଼ିଲା ଅଡ଼ୁଆ: ପୁଣି କୋର୍ଟରେ ହାଜର ହେବେ କି ରାହୁଲ ?

ନୂଆଦିଲ୍ଲୀ: ବୀର ସବରକରଙ୍କୁ ରାହୁଲ ଗାନ୍ଧୀ ସମାଲୋଚନା କରିବା ନୂଆ ନୁହେଁ । ତେବେ ଏହାକୁ ନେଇ ଏବେ କୋର୍ଟରୁ ସମନ ଆସିଛି । ସବରକରଙ୍କ ପୁତୁରାଙ୍କ ଅଭିଯୋଗ ପରେ ଏହି ସମନ ଆସିଛି  । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଅପମାନସୂଚକ ଟିପ୍ପଣୀ କରିଥିଲେ । ଏହା…

ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ!

ଭୁବନେଶ୍ବର:  ରାଜନୀତିରେ ଜୟ ପରାଜୟ ଲାଗି ରହଛି। ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ। ପୂର୍ବରୁ ବିଜେପି ବହୁତ ଥର ହାରିଛି,ବିଜେପି ପାଖରେ ଦେଶରେ ୨ଟି ଲୋକସଭା ଆସନ ଥିଲା, ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ। କିନ୍ତୁ…

କାହାର ହେବ ହରିଆଣା ?

ହରିୟାଣା ବିଧାନସଭା ଆସନ ପାଇଁ ହେବାକୁ ଥିବା ଭୋଟ ଗ୍ରହଣର ଅପେକ୍ଷାର ଅନ୍ତ ହୋଇଛି। ଶନିବାର ସକାଳୁ ସମସ୍ତ ୯୦ ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇ ଯାଇଛି। ଏହି ନିର୍ବାଚନରେ ୨ କୋଟିରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।ଭାଜପା ନେତା କୁଲଦୀପ ବିଷ୍ଣୁ ତାଙ୍କ ପରିବାର ସହିତ…

ନବରାତ୍ରୀରେ ଉପବାସ କରୁଛନ୍ତି କି?

ଆଜି ନବରାତ୍ରିର ପ୍ରଥମ ଦିନରେ ଅନେକ ଲୋକ ଉପବାସ କରୁଥିବାବେଳେ କିଛି ଲୋକ ମାତା ରାଣୀଙ୍କୁ ଖୁସି କରିବା ପାଇଁ ନଅ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି । ପୂଜା, ବ୍ରତ ଇତ୍ୟାଦି ଛାଡିଦେଲେ ଆପଣ କେବେ କୌଣସି ମଣିଷକୁ ଭୋକରେ ରହିବାର ଦେଖି ନଥିବେ । କିନ୍ତୁ ଉପବାସରେ ରହିବା ଦ୍ଵାରା ଏହା…

ଚୀନ୍ ପାଇଁ ଖସୁଛି ସେୟାର ବଜାର

ଗୋଟିଏ ପଟେ ଇରାନ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ନିବେଶକମାନଙ୍କ ଚିନ୍ତା ବଢ଼ାଇଥିବା ବେଳେ ଚୀନ୍‌ ସରକାର ଅର୍ଥନୈତିକ ପ୍ରୋତ୍ସାହନ ଘୋଷଣା କରିବା ପରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଏହି ଦୁଇ କାରଣ ଲାଗି ଦେଶର ଦୁଇ ଷ୍ଟକ୍ ବଜାର…