ହିଜବୁଲ୍ଲାକୁ ଶେଷ କରିବା ପାଇଁ ଇସ୍ରାଏଲ୍ ସେନା ନିଷ୍ପତ୍ତି : ପ୍ରଧାନମନ୍ତ୍ରୀଙ୍କ ଜରୁରୀ ସୁରକ୍ଷା ବୈଠକ

ଆତଙ୍କବାଦୀଙ୍କୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ । ସେପଟେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।  ହିଜବୁଲ୍ଲାକୁ ଶେଷ କରିବା ଲାଗି ଇସ୍ରାଏଲ୍ ସେନା ନିଷ୍ପତ୍ତି ପରେ ସାରା ବିଶ୍ବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ୍ ଦକ୍ଷିଣ ଲେବାନନର ୩୫ ଗାଁର ଲୋକଙ୍କୁ ତୁରନ୍ତ…

ମହାରାଷ୍ଟ୍ର ଉପବାଚସ୍ପତି ସଚିବାଳୟର ତୃତୀୟ ମହଲାରୁ ତଳକୁ କାହିଁକି ଡେଇଁ ପଡ଼ିଲେ ?

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି  । ଏହାରି ଭିତରେ ଏସସିରେ ଢ଼ଙ୍କର ସମ୍ପ୍ରଦାୟ ସଂରକ୍ଷଣକୁ ନେଇ  ମହାରାଷ୍ଟ୍ର ଉପବାଚସ୍ପତି ନରହରି ଜିରୱାଲ ଅଜବ କାଣ୍ଡ କରି ଚର୍ଚାରେ ଅଛନ୍ତି । ସେ ଏବଂ ଅନ୍ୟ ୩ ଜଣ ବିଧାୟକ ସଚିବାଳୟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଏଭଳି ସ୍ଥିତିରେ…

ପ୍ରଥମରୁ ଝୁଣ୍ଟିଲା ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଲା

ଲଗାତାର 10ଟି ମ୍ୟାଚ ହାରିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ବିଶ୍ବକପ୍ ଆରମ୍ଭରୁ ଭାରତକୁ ହରାଇଛି । ଲଗାତାର ଉଇକେଟ ପଡ଼ିବାରୁ ଭାରତ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ।  ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ହରମନପ୍ରୀତ କୌରଙ୍କ…

ଗୋବିନ୍ଦାଙ୍କୁ ଦେଖି ଫ୍ୟାନସ ଖୁସି

ମୁଁ ଏବେ ସୁସ୍ଥ ଅଛି। କ୍ରେଟି କେୟାର ହସ୍ପିଟାଲର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଯେଉଁମାନେ ମୋ ବିଷୟରେ ଏତେ ଚିନ୍ତିତ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ ।  ମୋତେ ଭଲ କରିବାରେ ଆପଣମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଗଣମାଧ୍ୟମକୁ ବି ଅଶେଷ ଧନ୍ୟବାଦ। ଯେଉଁମାନେ…

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ମାସ ୦୫ ତାରିଖ ୨୦୨୪ ମସିହା(ଶନିବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ତୃତୀୟା ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୯/୫୮ ଗତେ ବିଶାଖା ଚନ୍ଦ୍ର - ତୁଳା ଯୋଗ- ବୈଧୃତି କରଣ - ତୈତିଳ ସୌରମାସ- କନ୍ୟା…

ପୁରୀ ଧାମରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର

ପୁରୀରେ ହେବ ଅନ୍ତର୍ଜାତୀୟ ଗ୍ରୀନ ଫିଲ୍ଡ ଏୟାରପୋର୍ଟ। ହେଲେ ଏଥିପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ କେହି ସାମିଲ ହୋଇନଥିଲେ। ତେଣୁ ବିମାନ ବନ୍ଦର ନିମାର୍ଣ ନେଇ ଆଶଂକା ବଢିଥିଲା। ତେବେ ଭୁବନେଶ୍ବରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ରାଜ୍ୟବାସୀଙ୍କୁ…

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ।ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍…

୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ ନାହିଁ। ଏହି ଆର୍ଥିକ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଦଳରେ ସବୁକିଛି ଠିକ ଚାଲିନାହିଁ। ଗତ ଏକ ବର୍ଷ ଧରି ଆଇସିସି…

ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ

ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଯିବେ। ୧୦ ବର୍ଷ ପୂର୍ବରୁ ସୁଷମ ସ୍ଵରାଜ ପାକିସ୍ତାନ ଗ୍ରସ୍ତ ରେ ଯାଇଥିଲେ, ଏବେ ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ ଇସଲାମାବାଦ ଗସ୍ତ ରେ…

ମହାନଦୀରେ ଭାସିଯାଇ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ

କଟକ: ଜଗତପୁର ଶିଳ୍ପାଞ୍ଚଳ ଦେଇ ଯାଇଥିବା ମହାନଦୀରେ ଭାସିଯାଇ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଛାତ୍ରଦ୍ବାୟ ବୁଡ଼ି ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି ଆରମ୍ଭ କରିଛି…