ଆରଆଇ ପରୀକ୍ଷାରେ ଅନିୟମିତତା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

ଆରଆଇ, ଅମିନ ପରୀକ୍ଷାରେ ହୋଇଥିବା ଅନିୟମିତା ନେଇ ରାଜ୍ୟବାସୀ ବିରୋଧାଭାସ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପରୀକ୍ଷାରେ ଅନିୟମିତା ହୋଇଥିବା ନେଇ ବହୁ ପରୀକ୍ଷାର୍ଥୀ ଅଭିଯୋଗ କରିବା ସହ ପରୀକ୍ଷା ବାତିଲ୍ କରିବାକୁ ଦାବି କରିଛନ୍ତି । ତେବେ ଏହା ମଧ୍ୟରେ ଏହି ପରୀକ୍ଷାର ଅନିୟମିତା ନେଇ…

ହାର୍ଟ ବ୍ଲକେଜ୍‌ କିପରି ହୁଏ ?

ଖରାପ ଲାଇଫଷ୍ଟାଇଲ୍‌ ଏବଂ ଅନ୍‌ ହେଲ୍‌ଦି ଖାଦ୍ୟ ଖାଇବା ହେତୁ ହାର୍ଟ ଆଟାକ ଭଳି ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ଏବେ କେବଳ ବୟଷ୍କ ଲୋକଙ୍କ ଭିତରେ ସୀମିତ ନୁହେଁ ବରଂ ଯୁବପିଢ଼ୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ବିଶେଷ କରି ୩୦ ବର୍ଷ ପରେ ଯୁବକମାନଙ୍କ ମଧ୍ୟରେ…

୯ରେ”ଖେଲ ଖେଲ ମେ” ରିଲିଜ ହୋଇପାରେ

ଅକ୍ଷୟ କୁମାର ବିଭିନ୍ନ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଛନ୍ତି। 'ଖେଲ ଖେଲ ମେ' ମାଧ୍ୟମରେ ଅଭିନେତା ଦୀର୍ଘ ସମୟ ପରେ କମେଡି ଭୂମିକାରେ ପ୍ରତ୍ୟାବର୍ତ୍ତନ କରିଥିଲେ | ମୁଦାସର ଅଜିଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି କମେଡି ଫିଲ୍ମ ଶ୍ରଦ୍ଧା କପୁର-ରାଜକୁମାର ରାଓଙ୍କ 'ସ୍ତ୍ରୀ ୨'…

ବଢ଼ିଲା ସିମେଣ୍ଟ ମୂଲ୍ୟ

ଦେଶରେ ମୌସୁମୀ ଋତୁ ଶେଷ ହେଉଛି ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ବର୍ତ୍ତମାନ ନିର୍ମାଣ କାର୍ଯ୍ୟକଳାପ ଉପରେ ଦେଖାଯାଉଛି ଏବଂ ଦେଶରେ ନିର୍ମାଣ କାର୍ଯ୍ୟ ପୁଣି ଗତିଶୀଳ ହେବାରେ ଲାଗିଛି | ଏଭଳି ପରିସ୍ଥିତିରେ ସିମେଣ୍ଟର ଚାହିଦା ମଧ୍ୟରେ ବୃଦ୍ଧି ଦେଖାଯାଉଛି ଏବଂ ଏହା ସହିତ ସିମେଣ୍ଟର ମୂଲ୍ୟ…

ଏୟାରଲାଇନ୍ସ ସର୍ଭର ୬ ଘଣ୍ଟା ଡାଉନ୍‌

ବିମାନ ବନ୍ଦରଗୁଡ଼ିକରେ ଚେକ୍-ଇନ୍ କାଉଣ୍ଟର ଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ସମସ୍ୟା ସାମ୍ନାକୁ ଆସିବା ପ୍ରାୟ ଘଣ୍ଟାଏ ପରେ ଏୟାରଲାଇନ୍ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଥିଲେ। ନେଟୱର୍କ ବ୍ୟବସ୍ଥାରେ ସାମୟିକ ମନ୍ଥରତା ପରିଲକ୍ଷିତ ହୋଇଛି…

ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ

ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ୮ ତାରିଖ ଦିନ ଘୋଷଣା ହେବ। ଏହା ପୂର୍ବରୁ ଆଜି ବିଭିନ୍ନ ସଂସ୍ଥାର ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ମତ) ଜାରି ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ…

କମିଲା ଭିଭୋ ଫୋନ

ଚଳିତ ବର୍ଷ ଜୁଲାଇରେ ଭିଭୋ ଲଞ୍ଚ କରିଥିବା ବଜେଟ୍ ସ୍ମାର୍ଟଫୋନ୍ Y28s 5Gର ଦାମ କମାଇଛି । ଏହି ଫୋନ୍ ଭିଭୋ Y28e 5G ସହିତ ଲଞ୍ଚ କରାଯାଇଥିଲା । କିନ୍ତୁ କମ୍ପାନୀ Y28e ର ମୂଲ୍ୟ କମାଇନାହିଁ । ଏହି ଭିଭୋ ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ – ୪GB RAM + ୧୨୮GB, ୬GB RAM +…

ବିଶ୍ୱ ଦେଖିବ ପରିଦର୍ଶନ ପଛର କାରଣ

ଚଳିତ ମାସ ମଧ୍ୟଭାଗରେ ପାକିସ୍ତାନ ଗସ୍ତ କରିବି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର  । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସରକାର ମୁଖ୍ୟଙ୍କ…

ଗଭୀର ପାଣିରେ ବୁଡ଼ିଗଲା ଜାହାଜ

ନାଇଜେରିଆର ନାଇଜର ରାଜ୍ୟର ଏକ ନଦୀରେ ଜାହାଜ ବୁଡ଼ିଯିବାରୁ ଅତି କମରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରାଜ୍ୟ ପରିଚାଳନା ଏଜେନ୍ସି ମୁଖ୍ୟ ଅବଦୁଲ୍ଲା ବାବା-ଆରା କହିଛନ୍ତି ଯେ ଶନିବାର ଦିନ ଆହୁରି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆର

ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ଖେଳାଳିଙ୍କୁ ନୂଆ ପିଚ୍‌କୁ ନେଇ ଚିନ୍ତା ଘାରିଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍‌ର ନୂଆ ପିଚ୍‌ ଧିମା ରହିବା ଆଶଙ୍କା ଅଛି। ତେଣୁ ପିଚ୍‌ ଓ ପରିବେଶ ଉଭୟ ଦଳ ପାଇଁ ସଂପୂର୍ଣ୍ଣ ନୂଆ ରହିବାକୁ…