କେମିତି କଟିବ ଆଜିର ଦିନ?

ଅଦ୍ୟ ଅକ୍ଟୋବର ମାସ ୦୭ ତାରିଖ ୨୦୨୪ ମସିହା(ସୋମବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ଚତୁର୍ଥୀ ଦିବା ଘ୦୯/୩୦ ଗତେ ପଞ୍ଚମୀ ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୨/୫୧ ଗତେ ଜ୍ୟେଷ୍ଠା ଚନ୍ଦ୍ର - ବିଛା ଯୋଗ- ପ୍ରୀତି…

କମେଡିଆନ୍ କୁନାଲ୍‌ ଓ ଓଲା ସିଇଓ ଭବିଷ ଅଗ୍ରୱାଲ୍‌ଙ୍କ ମଧ୍ୟରେ କାହିଁକି ଚାଲିଛି ଟ୍ବିଟ୍‌ ଯୁଦ୍ଧ ?

ଓଲା ଇଲେକ୍ଟ୍ରିକ୍ ସ୍କୁଟର୍‌ର ସର୍ଭିସିଂ ସମସ୍ୟାକୁ ନେଇ ଯୁଦ୍ଧ । ଏନେଇ ଦୁଇ ଭାଗ ହୋଇଛନ୍ତି ୟୁଜର । ଗୋଟିଏ ପକ୍ଷ କୁନାଲଙ୍କୁ ଗାଳି କରୁଥିବା ବେଳେ ଆଉ ଦଳେ ସର୍ପୋର୍ଟ କରୁଛନ୍ତି । ଏହାରି ଭିତରେ  ସୋସିଆଲ ମିଡିଆରେ କମେଡିଆନ୍ କୁନାଲ୍‌ କାମ୍‌ରା ଓ ଓଲାର ସିଇଓ ଭବିଷ ଅଗ୍ରୱାଲ୍‌ଙ୍କ…

୩ ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ  ସୁଧାରିବା ଉଦ୍ଦେଶ୍ୟରେ ମୁଇଜୁଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜୁ  …

ପ୍ରବଳ ବର୍ଷା 

ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ , ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆଗାମୀ 3 ଘଣ୍ଟା ପାଇଁ ସତର୍କ…

ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଲା ଭାରତ

ଦୁବାଇ: ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି। ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ୍‌ଙ୍କ ଚମତ୍କାର ବୋଲିଂ…

ବୋଲିଂ ବାହିନୀର ମିଳିତ ଆକ୍ରମଣରେ ବାଂଲାଦେଶ ହେଲା ଘାଇଲା: ହାର୍ଦ୍ଦିକ, ସୂର୍ଯ୍ୟଙ୍କ କମାଲ

ଗ୍ବାଲିୟର୍: ବୋଲିଂ ବାହିନୀ ଦେଲେ ବିଜୟ ।  ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍‌ର ବଡ଼ ବିଜୟ ପାଇଛି।  ଗ୍ବାଲିୟରର  ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ…

ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

 ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦେବେ ଯୋଗ ଦେବେ ସେ। ଏହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ୮ ନକ୍ସଲ…

ଟି-୨୦ ମହିଳା ବିଶ୍ୱକପ: ପାକିସ୍ତାନକୁ ଘାଇଲା କଲେ ଭାରତୀୟ ବୋଲର୍

ଟି-୨୦ ମହିଳା ବିଶ୍ୱକପରେ କମାଲ୍ ଦେଖାଇଛନ୍ତି ଭାରତୀୟ ବୋଲର। ୧୦୫ ରନରେ ପାକିସ୍ତାନକୁ ଅଟକାଇବାରେ ସଫଳ ହୋଇଛନ୍ତି। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଛି ପାକିସ୍ତାନ। ଫଳରେ ଭାରତ ଆଗରେ ୧୦୬ ରନର ବିଜୟ ଲକ୍ଷ୍ୟ ରହିଛି। ଅରୁନ୍ଧତୀ ରେଡ୍ଡୀ ସର୍ବାଧିକ ତିନି ୱିକେଟ ନେଇ…

କୋଲକାତା ବଳାତ୍କାର ହତ୍ୟା ମାମଲାରେ 10 ଡାକ୍ତରଙ୍କ ଉପରେ ପଡ଼ିଲା ଚଡ଼କ

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜରେ କଣ ସବୁ ଚାଲିଥିଲା? କିଏ ସେଠି ଦୁର୍ନୀତି କରିଥିଲେ? ଡାକ୍ତରମାନେ କିପରି ବେନିୟମ କାର୍ଯ୍ୟ କରିଥିଲେ । ଫଳସ୍ବରୂପ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ…

ଆପଣଙ୍କ ଅଞ୍ଚଳରେ ଟମାଟୋ ଦର କେତେ ?

ଟମାଟୋ, ବାଇଗଣ, ପୋଟଳ, କାକୁଡ଼ି ଦର ଆପଣଙ୍କ ଅଞ୍ଚଳରେ କେତେ? ଦରକୁ ନେଇ ଏବେ ସବୁଠି ଚର୍ଚା । ବଜାରରେ ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ଟମାଟୋ କିଲୋ  ପଚାଶ ଟପି 80ରେ…