Weather Report ଟଳିଲା ବର୍ଷା ଡ଼ର Metro TV Odisha Oct 9, 2024 ଦୁଇ ଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Politics ପଛରେ ରହିଗଲା କଂଗ୍ରେସ Metro TV Odisha Oct 9, 2024 ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ…
World ଇସ୍ରାଏଲ ପାଇଲା ବଡ଼ ସୁରାକ Metro TV Odisha Oct 9, 2024 ସେପ୍ଟେମ୍ବର ୨୧ ତାରିଖରେ ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ବିବୃତି ଜାରି କରାଯାଇଥିଲା। ଶୀର୍ଷ କମାଣ୍ଡର ମୃତ୍ୟୁକୁ ଏକ ବଡ଼ ସଫଳତା ବୋଲି କହିଥିଲା ଇସ୍ରାଏଲ। ଏପରିକି ସେନାର ମିସନ ଗାଜାକୁ ଅଧିକ ସହଜ କରିଥିଲା ସିନୱାରର ମୃତ୍ୟୁ । କିନ୍ତୁ କିଛି ଦିନ…
Odisha ଆଜି ଆସିବ ସୁଭଦ୍ରା ଟଙ୍କା Metro TV Odisha Oct 9, 2024 ଆଜି 35 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ 5ହଜାର ଟଙ୍କା ଯିବ । ମଙ୍ଗଳବାର ସୁଦ୍ଧା ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ତେବେ ଆଜି ଏହି ଟଙ୍କା ଆକାଉଣ୍ଟକୁ ଆସିବାକୁ ଥିବା ବେଳେ ବ୍ୟାଙ୍କ ଆଗରେ ଧାଡି ନଲଗାଇବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।…
Sports ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସୂର୍ଯ୍ୟ ଦେଖାଇବେ କି କମାଲ ! Metro TV Odisha Oct 9, 2024 ଏବେ ଭାରତ ପାଇଁ ଭଲ ବେଳା ଚାଲିଛି । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବରେ ଦୁଇ ନବାଗତଙ୍କ ସହ ଏକାଧିକ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନକୁ ଟେଷ୍ଟରେ ହରାଇ ବାଂଲାଦେଶ ଆସିଥିଲା । ତେବେ ନୂଆ ଖେଳାଳିଙ୍କୁ ନେଇ ଖେଳିଥିବା ସତ୍ତ୍ବେ ଗ୍ବାଲିୟର୍ରେ ବାଂଲାଦେଶକୁ…
Entertainment ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’: ଜଣେ ଡାକ୍ତରଙ୍କ ସାହସର କାହାଣୀ Metro TV Odisha Oct 9, 2024 ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ସିନେମା ‘ଦମନ’ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ଫିଲ୍ମର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା । ଏହି ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ…
Odisha ବଡ଼ ଅଘଟଣ ଟଳିଗଲା : ଜାହାଜରୁ ଅନ୍ଲୋଡିଂ ବେଳେ କଣ ଘଟିଲା ? Metro TV Odisha Oct 9, 2024 ପାରାଦୀପ: ରାଦୀପ ବନ୍ଦରର ଏଫ୍ପିବି ବର୍ଥରେ ଏମ୍ଭି ଆନ୍ସି ମ୍ୟାକ୍ସିମସ୍ ଜାହାଜରୁ ଚୂନପଥର ଅନଲୋଡ଼ିଂ ହେଉଥିଲା। କ୍ରେନ୍ର ବକେଟ୍ ସମୁଦ୍ର ଭିତରକୁ ଖସି ପଡ଼ିଲା । ପୂର୍ବରୁ କେବେ ଏଭଳି ଦୁର୍ଘଟଣା ଘଟି ନଥିବା ବେଳେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। କାହିଁକି ଓ କେଉଁ…
Astrology/Vastu ପାଞ୍ଚଟି ରାଶିରେ ଆଜି ଅଛି ସୁବର୍ଣ୍ଣ ସୁଯୋଗ Metro TV Odisha Oct 9, 2024 ଅଦ୍ୟ ଅକ୍ଟୋବର ମାସ ୦୯ ତାରିଖ ୨୦୨୪ ମସିହା(ବୁଧବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ଷଷ୍ଠୀ ଦିବା ଘ୧୨/୦୦ ଗତେ ସପ୍ତମୀ ନକ୍ଷତ୍ର- ମୂଳା ଚନ୍ଦ୍ର - ଧନୁ ଯୋଗ- ସୌଭାଗ୍ୟ କରଣ - ତୈତିଳ ସୌରମାସ-…
Culture ସବୁଠି ଜଗିଛି ପୋଲିସ, ଶାନ୍ତି-ଶୃଙ୍ଖଳାରେ ସରିବ ପୂଜା Metro TV Odisha Oct 8, 2024 ଟ୍ୱିନ ସିଟି କଟକ-ଭୁବନେଶ୍ୱରରେ ଦୁର୍ଗା ପୂଜା ପାଇଁ ଗହଳି ଆରମ୍ଭ ହୋଇଯାଇଛି । ତେବେ ଭିଡ଼ ନିୟନ୍ତ୍ରଣ ସହ ଗଣ୍ଡଗୋଳ ଏବଂ ସମସ୍ୟାକୁ ଏଡ଼ାଇବା ପାଇଁ ମଧ୍ୟ ପ୍ରସ୍ତୁତି କରିସାରିଛି ଓଡ଼ିଶା ପୋଲିସ । ଟ୍ୱିନ ସିଟିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନେ ସ୍ଥାନେ ଜଗିବେ ପୋଲିସ କର୍ମୀ ।…
Sports ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ନେଲେ Metro TV Odisha Oct 8, 2024 ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ଘୋଷଣା କରିଛନ୍ତି । ବିଭିନ୍ନ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟରେ ଦୀପା ଭାରତ ପାଇଁ ପଦକ ଜିତିବା ସହ ସେ ୨୦୨୬ ରିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦରୁ ବଞ୍ଚିତ ହୋଇଥିଲେ । ୨୦୧୮ରେ ତୁର୍କୀର ମର୍ସିନରେ ଅନୁଷ୍ଠିତ ହୋଇଥିବା ଏଫଆଇଜି…