ସେନା ଯବାନଙ୍କୁ ଅପହରଣ
ଜମ୍ମୁ କାଶ୍ମୀରରେ ଯବାନଙ୍କୁ ଅପହରଣ । ଯବାନଙ୍କୁ ଆତଙ୍କବାଦୀ ମାନେ ଅପହରଣ କରିନେଇଛନ୍ତି । ଅନନ୍ତ ନାଗ ଜିଳ୍ଲାରେ କୋକେର ନାଗ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ ।
ଜଣେ ଆତଙ୍କବାଦ କୈଶଳ କ୍ରମେ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଆତଙ୍କବାଦୀ ମାନେ…