ଆଜି ମିଳିବ ସୁଭଦ୍ରା ଟଙ୍କା

ଆଜି ମିଳିବ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ପୂର୍ବରୁ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ…

ମାସିକ ଋତୁସ୍ରାବ ବନ୍ଦ ହେବାର ଅନେକ ଅସ୍ଥାୟୀ କିମ୍ବା ସ୍ଥାୟୀ କାରଣ ଅଛି , ଆସନ୍ତୁ ଜାଣିବା ତାହା କଣ

ମାସିକ ଋତୁସ୍ରାବ ଜଣେ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ଅଂଶ। ତଥାପି, ଏହି ସମୟ ମଧ୍ୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିଛି ଝିଅଙ୍କର ଋତୁସ୍ରାବ ଠିକ୍ ସମୟରେ ହୁଏ ନାହିଁ, କେତେବେଳେ ବିଳମ୍ବ ହୁଏ। ଅନେକ ମହିଳା ଏପରି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଯେତେବେଳେ ସେମାନଙ୍କର…

୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି

ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା । ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ ୩୧.୪, ଭଦ୍ରକରେ ୩୧.୨,…

ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 : ଜିତିଲା ଟିମ୍ ଇଣ୍ଡିଆ

ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20ରେ ଜିତିଲା ଟିମ୍ ଇଣ୍ଡିଆ । ସୀମିତ କୋଡିଏ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୮୫ ରନ୍ ସ୍କୋର କରିଥିବା ବେଳେ ମିଡିଲ ଅର୍ଡରରେ…

ଆଜିର ରାଶିଫଳ

ମେଷ : ମେଷ ରାଶି ପାଇଁ ଏହା ଏକ ସାଧାରଣ ଦିନ ହେବ । ସମୟସୀମା ପୂର୍ବରୁ ଅଫିସ୍ କାମ ସମ୍ପୂର୍ଣ୍ଣ କରନ୍ତୁ । ଅଫିସ୍ ରାଜନୀତିରୁ ଦୂରରେ ରୁହନ୍ତୁ । ଆପଣଙ୍କ କାମ ପ୍ରତି ଅସାବଧାନ ହୁଅନ୍ତୁ ନାହିଁ । ଆପଣ ଆଜି ଘରୋଇ ଉପକରଣ କିମ୍ବା ଇଲେକ୍ଟ୍ରୋନିକ୍ ଉପକରଣ କିଣିପାରନ୍ତି । ପାରିବାରିକ ଜୀବନ…

ଲଞ୍ଚ ହେଲା Oppo ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ ,ଫିଚର୍ସ ଏବଂ ପ୍ରାଇସ୍ ବିଷୟରେ ଜାଣିଲେ ଉଡିଯିବ ହୋସ୍

Oppo ଲର୍ଭସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା Oppo ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ଏବଂ ପ୍ରାଇସ୍ ବିଷୟରେ ଜାଣିଲେ ଉଡିଯିବ ହୋସ୍ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମତପୂର୍ଣ୍ଣ ଡିଟେଲ୍ସ । ଚୀନ୍ ସ୍ମାର୍ଟଫୋନ୍ ମେକର Oppo ଗତକାଲି ଭାରତୀୟ ବଜାରରେ Oppo A6 5G ଲଞ୍ଚ…

ଦେଢ଼ ଲକ୍ଷ ପାର୍ କଲା ସୁନା

ଦେଶରେ ସୁନା ଓ ରୁପା ଦାମ୍ ଥମିବାର ନାଁ ନେଉନି । ଗତକାଲି ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୭୪୮ ଟଙ୍କା ବୃଦ୍ଧି ପାଇ ଦେଢ଼ ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୦ଟଙ୍କା ବୃଦ୍ଧି ହୋଇଛି । ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ଦେଢ଼ ଲକ୍ଷ…

ପୀୟୁଷଙ୍କ କ୍ରେଜ୍ ପାଇଁ ମାତ୍ର କେଇ ସମୟ ମଧ୍ୟରେ ସବୁ ଟିକେଟ୍ ବିକ୍ରି ଶେଷ

ପୀୟୁଷ କ୍ରେଜ୍ । କେଇ ଘଣ୍ଟାରେ ସରିଗଲା ଟିକେଟ୍ । ଯାଜପୁର ବରୁଣେଶ୍ୱର ମେଳା ଯାତ୍ରା ରାଣୀ ସିଂହବାହିନୀର ନାଟକ ତୁ ମୋ ବଜରଙ୍ଗୀର ଟିକେଟ୍ ମାତ୍ର କେଇ ମିନିଟ୍ ମଧ୍ୟରେ ହୋଇଯାଇଛି ଶେଷ । ଯାଜପୁର ବରୁଣେଶ୍ୱର ମେଳାରେ ଯାତ୍ରା ରାଣୀ ସିଂହବାହିନୀର ପଡିଛି । ଯେଉଁଠାରେ ନାଟକ ତୁ ମୋ…

ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ

ନୂଆ ବିଜେପି ମୁଖିଆ ନୀତିନ ନବୀନଙ୍କ ପ୍ରଥମ ଦଳର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକ ତିନୋଟି ଅଧିବେଶନରେ ଅନୁଷ୍ଠିତ ହେଉଛି । ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ…

ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ସିରିଜ୍

ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ସିରିଜ୍ । ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଲଢେଇ ହେବ । ଦୁଇ ସପ୍ତାହ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେଉଥିବାରୁ ଏହି ସରିଜ ଉଭୟ ଟିମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ସିରିଜ ମାଧ୍ୟମରେ ଭାରତୀୟ ଦଳ ନିଜର…