ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର

୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ଦିବସ ଅବସରରେ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା।…

  ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । କଟକ ଜିଲ୍ଲା ବିଜେପି ସଭାପତି ହେଲେ ସୁକାନ୍ତ ବିଶ୍ୱାଳ । ଦେବେନ୍ଦ୍ର ନାଥ ତରାଇ ହେଲେ ପୁରୀ ଜିଲ୍ଲା ବିଜେପି ସଭାପତି । ରାହାସ ବିହାରୀ ବେହେରା ହେଲେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ହେଲେ…

ଆଜି କୁମ୍ଭମେଳାର ସମୀକ୍ଷା କରିବେ ଯୋଗୀ ଆଦିତ୍ୟନାଥ

୧୦୦ ଘଣ୍ଟା ଭିତରେ ଯୋଗୀ ଆଦିତ୍ୟନାଥଙ୍କ ଏହା ଦ୍ବିତୀୟ ଗସ୍ତ । ଆସନ୍ତା ୨୯ ତାରିଖରେ ମୌନୀ ଅମାବାସ୍ୟା । ସେହିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇବେ । ଏଥିପାଇଁ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ୫ଘଣ୍ଟା ରହି ପ୍ରସ୍ତୁତିର…

ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମୋଷ୍ଟ ୱାନ୍ଟେଡ ତହିବୁର ରାଣା

ମୁମ୍ବାଇ ଆକ୍ରମଣ ଦୋଷୀ ତହିବୁର ରାଣାକୁ ଭାରତ ଅଣାଯିବ । ଆମେରିକାର ସୁପ୍ରିମକୋର୍ଟ ତାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି । ଗୋଟିଏ ପ୍ରକାରେ ଏହା ଆମେରିକୀୟ ଦରବାରରେ ଭାରତ ପାଇଁ ଏକ ବଡ଼ ବିଜୟ। ଅଗଷ୍ଟ ୨୦୨୪ରେ, ଆମେରିକାର କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ…

ଆମେରିକାର ପ୍ରତିରକ୍ଷା ହେଲେ ମନ୍ତ୍ରୀପିଟ୍‌ ହେଗସେଥ

ପିଟ୍‌ ହେଗସେଥ ଆମେରିକାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଆମେରିକାର ସିନେଟ ପିଟ ହେଗସେଥଙ୍କ ନାମକୁ ଅନୁମୋଦନ କରିଛି। ପେଣ୍ଟାଗନର ନେତୃତ୍ୱ ନେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ପିଟ ବହୁତ କଷ୍ଟରେ ଅନୁମୋଦନ ପାଇଛନ୍ତି। ପ୍ରକୃତରେ, ପିଟ ଜଣେ ମହିଳାଙ୍କୁ…

୯୪୨ ଯବାନଙ୍କୁ ମିଳିବ ବୀରତା ପୁରସ୍କାର

୨୦୨୫ ଗଣତନ୍ତ୍ର ଦିବସ ଅବସରରେ, ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ଏବଂ ସଂଶୋଧନ ସେବାର ୯୪୨ ଜଣ କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ୯୫ ଜଣ ସୈନିକଙ୍କୁ ବୀରତ୍ୱ ପଦକ, ୧୦୧ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ, ୭୪୬ ଜଣଙ୍କୁ ପ୍ରଶଂସନୀୟ…

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୨୮ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର । ଓଡ଼ିଶାରେ ସାଢେ ୩ ଲକ୍ଷରୁ ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରିବ । ୧୦୦ରୁ ଅଧିକ ନିବେଶକାରୀ ସ୍ୱାକ୍ଷର କରିବେ ଚୁକ୍ତିପତ୍ର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତା ମଇଦାନରେ ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି । ଉତ୍କର୍ଷ ଓଡ଼ିଶା…

ଓଡ଼ିଶାରେ ୧୯ ଜଣଙ୍କୁ ପୁଲିସ ସେବା ପଦକ , ୨ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

ଓଡ଼ିଶାରେ ୧୯ ଜଣଙ୍କୁ ପୁଲିସ ସେବା ପଦକ। ୨ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। ପୋଲିସ ସୁପରିଟେଡେଣ୍ଟ ସରୋଜ ସମାଲଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପୁରସ୍କାର। ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର। ୩ ଜଣ କନଷ୍ଟେବଳ, ୨…

ଚିନିଯୁକ୍ତ ମଧୁର ପାନୀୟ ପିଇ ସାରା ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୨ ଲକ୍ଷ ଲୋକ ହୃଦ୍‌ରୋଗ ରେ ଆକ୍ରାନ୍ତ ହେଉଛନ୍ତି

ଆମର ତୃଷା ନିବାରଣ ସହିତ ମନରେ କ୍ଷୁଧାଭାବ ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରକାର ସୋଡ଼ା ଓ ଶକ୍ତିବର୍ଦ୍ଧକ ପାନୀୟ ବଜାରରେ ଉପଲବ୍‌ଧ। ମସ୍ତିଷ୍କର ଆନନ୍ଦ କେନ୍ଦ୍ରକୁ ଉତ୍‌ପ୍ରେରିତ କରିବା ପାଇଁ ସେଗୁଡ଼ିକୁ ମାତ୍ରାଧିକ ମଧୁମିଶ୍ରିତ କରାଯାଇଥାଏ। ଏଭଳି ପାନୀୟରେ ପୋଷକ ତତ୍ତ୍ବ ଅତ୍ୟନ୍ତ…

ଆଜି ଖେଳାଯିବ ଦ୍ବିତୀୟ ଟ୍ବେଣ୍ଟି – ୨୦

ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଆଜି ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଉଭୟ୍ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ ୭…