ଆଜି ବିଶ୍ୱ କର୍କଟ ଦିବସ , ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ…

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ…

ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ୍, ମତଦାନ ପୂର୍ବରୁ ମହାବୀରଙ୍କ ଶରଣରେ ପଶିଛନ୍ତି କେଜ୍ରିୱାଲ୍

ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ୍ । ଜନତା ଜନାର୍ଦ୍ଦନ ବାଛିବେ ନେତା । ନିଜ ବହୁମୂଲ୍ୟ ମତଦାନ ଜରିଆରେ ପସନ୍ଦର ନେତା ବାଛିବାକୁ କାଲି ରାୟ ଦେବେ ଦିଲ୍ଲୀବାସୀ । ଆଉ ଏହି ମତଦାନ ପୂର୍ବରୁ ମହାବୀରଙ୍କ ଶରଣରେ ପଶିଛନ୍ତି କେଜ୍ରିୱାଲ୍ । ନିଜ ପରିବାର ସହ ଦିଲ୍ଲୀ ପ୍ରାଚୀନ ହନୁମାନ ମନ୍ଦିରରେ…

ମୋଦୀଙ୍କ 3 ଦିନଆ ଆମେରିକା ଗସ୍ତ, ଆମେରିକୀୟ କର୍ପୋରେଟ୍‌ ଙ୍କ ସହିତ ହେବ ବାଣିଜ୍ୟ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ୧୨ ତ‌ାରିଖରେ ଆମେରିକା ଗସ୍ତ କରିବେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଗସ୍ତ ପରେ ମୋଦୀ ଫେବ୍ରୁଆରି ୧୨ ସନ୍ଧ୍ୟା‌ରେ…

ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି

କ୍ରମାଗତ ଭାବେ ଦ୍ବିତୀୟ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସବୁଠୁ ଅଧିକ ୩୬.୬ ଡିଗ୍ରୀ ରେକର୍ଡ଼ କରାଯାଇଛି। ପାରଳାଖେମୁଣ୍ଡି ସମେତ ୫ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗିରରେ…

ଆଜିଠୁ ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ

ମାଘ ମେଳା ପାଇଁ ଉତ୍ସବମୁଖର ଭୁବନେଶ୍ବର ଖଣ୍ଡଗିରି । ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଣ୍ଟ ଘଣ୍ଟା ବେଦ ମନ୍ତ୍ର ରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ସପ୍ତମୀରୁ ଧ୍ବନି ପ୍ରଜ୍ବଳିତ ହେଇ ମାଘ ପୂର୍ଣ୍ଣମୀରେ ପଡ଼ିବ ପୂର୍ଣ୍ଣାହୁତି । ବିଶ୍ୱର କଲ୍ୟାଣ ଓ ଶାନ୍ତି…

SCBରେ ହେବ ୫୦୦ ବେଡ୍‌ର ଟ୍ରମା ସେଣ୍ଟର

କଟକ ଶ୍ରରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ବଢ଼ିବ ଟ୍ରମା ସେଣ୍ଟର ବେଡ୍ । ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ । ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ସୁରକ୍ଷା ଯୋଜନାରେ ଏହା ପ୍ରତିଷ୍ଠା ହେବ । କେନ୍ଦ୍ର ସରକାରଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଅନୁମୋଦନ । ଟ୍ରମା…

ସୋସିଆଲ ମିଡିଆ ୟୁଜର୍ସଙ୍କ ଟ୍ରୋଲ୍‌ର ଶିକାର ହେଉଛନ୍ତି ଉଦିତ ନାରାୟଣ

ଗାୟକ ଉଦିତ୍‌ ନାରାୟଣ ମଞ୍ଚରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇ ବିବାଦଘେରକୁ ଆସିଛନ୍ତି। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ଯୁବତୀ ତାଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଉଦିତ୍‌ ଯୁବତୀ ଜଣକ ସହ ସେଲ୍‌ଫି ଉଠାଇ ତାଙ୍କୁ ଏକ ଚୁମ୍ବନ ଦେଇଥିଲେ। ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି।…

କନ୍ନାପ୍ପା ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର

‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍‌ ଉପରୁ ପରଦା ଉଠିଛି। ଏହି ଲୁକ୍‌ରେ ପ୍ରଭାସ ରୁଦ୍ରଙ୍କ ଅବତାରରେ ନଜରକୁ ଆସିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରିଛି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏହି ନୂତନ ଲୁକ୍‌ର…

ଚନ୍ଦ୍ରିକା ଟଣ୍ଡନ ଜିତିଲେ ଗ୍ରାମୀ ପୁରସ୍କାର

ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ଆଓ୍ବାଡର୍‌ସର ୬୭ତମ ସଂସ୍କରଣ ଆମେରିକାର ଲସ୍‌ଏଞ୍ଜେଲ୍ସସ୍ଥିତ କ୍ରିପ୍ଟୋ ଡଟ୍‌ କମ୍‌ ଏରିନାଠାରେ ରେକର୍ଡିଙ୍ଗ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କୁ…

ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ। ଏହି ପରିପ୍ରେକ୍ଷୀରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମଙ୍ଗଳବାର ଭୋରରୁ ଲକ୍ଷାଧିକ ସାଧୁ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏନେଇ ମେଳାପଡ଼ିଆ…