ଔଷଧ ଭଳି କାମ କରେ କଦଳୀ ଚୋପା

କଦଳୀ ଖାଇ ସାରିବା ପରେ କିମ୍ବା ପୂଜାରେ ଭୋଗ ଲଗେଇ ସାରିବା ପରେ ଆମେ କଦଳୀ ଚୋପାକୁ ଫିଙ୍ଗି ଦେଇଥାଉ । ଅନେକ ଲୋକ ଏମିତି କରନ୍ତି । ଏହା ପ୍ରାୟ ସମସ୍ତଙ୍କ ଅଭ୍ୟାସ । ହେଲେ ଆପଣ ଜାଣନ୍ତି କି କଦଳୀ ଚୋପାରେ ବି ଅନେକ ଚମତ୍କାରିତା ଅଛି । ଯାହା ଆମ ଶରୀର ପାଇଁ ବେଶ ଭଲ ଏବଂ ଉପଯୋଗୀ । ତେବେ…

୪୯ ବର୍ଷ ରେ ପାଦ ଥାପିଲେ ଅଭିଷେକ , ଭାବପ୍ରବଣ ପୋଷ୍ଟ ସେୟାର କଲେ ପିତା ଅମିତାଭ

ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ତଥା ଅଭିନେତା ଅଭିଷେକଙ୍କୁ ୪୯ତମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଫଟୋ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ଅମିତାଭ ତାଙ୍କ ବ୍ଲଗରେ ଏକ କଳାଧଳା ଫଟୋ ଶେୟାର କରି ଭାବପ୍ରବଣ ହୋପଡ଼ିଛନ୍ତି। ଫଟୋରେ, ଅମିତାଭ ପ୍ରସୂତି…

ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି,ସେନ୍‌ସେକ୍ସ ୧୩୯୭ ପଏଣ୍ଟ ବୃଦ୍ଧି ସହ ୭୮,୬୫୮ ପଏଣ୍ଟରେ ବନ୍ଦ ହୋଇଛି

ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ଯେଉଁ ଟାଣରେ ଟ୍ରମ୍ପ ହୁଙ୍କାର ଦେଉଛନ୍ତି, ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବାରେ ତାଙ୍କ କ୍ଷମତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏକ ବଡ଼ ଧରଣର ବାଣିଜ୍ୟ ଲଢ଼େଇକୁ ନେଇ ଆଶଙ୍କାରେ ଥିବା ନିବେଶକମାନେ ଆଶ୍ବସ୍ତ ହେବା ସହ ଉତ୍ସାହର ସହ…

ଗାଁର ବିକାଶ ହେଲେ ଦେଶର ବିକାଶ ହେବ

ବିକଶିତ ଗାଁ ବିକଶିତ ଓଡ଼ିଶାର ଆଜି ଶୁଭାରମ୍ଭ। ଏନେଇ ପୂର୍ବରୁ ରାଜ୍ୟ ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି।  ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇସାରିଛି । ଫେବ୍ରୁଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା…

ଚଳିତ ବର୍ଷ ଫେବୃଆରୀ ପୂର୍ବରୁ ତାପମାତ୍ରା ବୃଦ୍ଧି ସମସ୍ତଙ୍କୁ ଚକିତ କରିଛି

ଗତ ମାସ ୨୭ ତାରିଖରେ କୋରାପୁଟର ତାତି ଦୀର୍ଘ ୫୨ ବର୍ଷର ରେକର୍ଡ ଭାଙ୍ଗିଛି। ଜାନୁଆରୀ ମାସରେ କୋରାପୁଟ ତାତି ୩୩.୪ ଡିଗ୍ରୀରେ ପହଞ୍ଚିଛି। ୧୯୭୩ ପରେ ପ୍ରଥମ ଥର ପାଇଁ ଜାନୁଆରୀରେ ଏଭଳି ତାତି ଅନୁଭୂତ ହୋଇଛି। ଜାନୁଆରୀ ୩୧ରେ ଭବାନୀପାଟଣାରେ ରେକର୍ଡ ୩୪ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି।…

ଆମେରିକାରେ ଅବୈଦ୍ଧ ଭାବେ ରହୁଥିବ ୧୦୪ ଜଣ ପ୍ରବାସୀ ଭାରତୀୟ ସ୍ବେଦଶ ଫେରିଲେ

ଭାରତ ଫେରିଲେ ୧୦୪ଜଣ ପ୍ରବାସୀ ଭାରତୀୟ । ଆମେରିକାର ମିଲିଟାରୀ ପ୍ଲେନ୍ ସି-୧୪୭ରେ ଆମେରିକାରେ ଅବୈଦ୍ଧ ଭାବେ ରହୁଥିବା ଭାରତୀୟ ନାଗରିକଙ୍କୁ ଭାରତ ନେଇ ଆସିଛି । ଏହି ପ୍ଲେନ୍ ଅମୃତସରରେ ଅବତରଣ କରିଛି । ତେବେ ଭାରତ ଫେରୁଥିବା ୧୦୪ଜଣ ଭାରତୀୟଙ୍କ ମଧ୍ୟରେ ୧୩ଜଣ ପିଲା, ୭୯ ପୁରୁଷ,…

ଟିକେଟ୍ ପାଇଁ ଠେଲାପେଲା , ଅଚେତ୍ ହେଉଛନ୍ତି ଜଣଙ୍କ ପରେ ଜଣେ

ଟିକେଟ୍ ପାଇଁ ଠେଲାପେଲା। ବାରବାଟୀରେ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଖୋଲିବା ପରେ ପ୍ରବଳ ଠେଲପେଲା ଦେଖିବାକୁ ମିଳିଛି।  ଠେଲାପେଲା ଧସ୍ତାଧସ୍ତିରେ ତଳେ ପଡି ଅଚେତ୍ ହେଉଛନ୍ତି ଜଣଙ୍କ ପରେ ଜଣେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ୍ ହେଲାଣି । କେବଳ…

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ଼

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍‌ କରୁଥିବା ଜଣାପଡିଛି। ମିଳିଥିବା ସୂଚନା…

ବିରାଟ କୋହଲି ପୁଣି RCBର ଅଧିନାୟକତ୍ୱ କରିବେ କି?

ବିରାଟ କୋହଲି ଆଇପିଏଲରେ ଦୀର୍ଘ ସମୟ ଧରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଥିଲେ। ବିରାଟ କୋହଲିଙ୍କ ପରେ, ଫାଫ ଡୁ ପ୍ଲେସିସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକତ୍ୱ ଗ୍ରହଣ କରିଥିଲେ। କିନ୍ତୁ ଏବେ ଫ୍ରାଞ୍ଚାଇଜ ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀଙ୍କୁ ରିଲିଜ୍‌…

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ

ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ…