ଆରମ୍ଭ ହୋଇଛି ଖଣ୍ଡଗିରି ମେଳା, ଆଜିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ
ଆରମ୍ଭ ହୋଇଛି ଖଣ୍ଡଗିରି ମେଳା । ଆଜିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ । ଦୁଲୁକିବ ଖଣ୍ଡଗିରି। ସଂଳାପ ଭାଙ୍ଗିବ ରାତିର ନିରବତା । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲବା । ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭…