ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ

ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯିବ । ତିନିଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାଁରେ ଫାଇନ୍‌ ଆଦାୟ ଓ…

ମହାଶିବରାତ୍ରିରେ ଏହି ତିନି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ

ଶିବ ପୁରାଣ ଅନୁସାରେ, ଭଗବାନ ଶିବ ଏକ ଲିଙ୍ଗ ରୂପରେ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲଗୁଣ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ଥିଲା, ଏବଂ ଏହା ରାତି ଥିଲା। ଏହି ଦିନକୁ ମହାଶିବରାତ୍ରି କୁହାଯାଏ। ଶାସ୍ତ୍ରରେ, ଶ୍ରାବଣ ନକ୍ଷତ୍ରକୁ ଶିବ ଉପାସନା…

ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ ଶହିଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ

ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ ଶହିଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ। ଆଦିବାସୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଏହା ନିର୍ମାଣ ହେବ। ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବଡ଼ ଯୋଜନା ଆଣିବାକୁ…

ଆମେରିକାରେ ଶୀତକାଳୀନ ଝଡ଼ , ଅସ୍ତବ୍ୟସ୍ତ ଜନଜୀବନ

ଆମେରିକାରେ ଶୀତକାଳୀନ ଝଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବରଫ ଭିତରେ ଲୋକମାନେ ଥରୁଥିବା ବେଳେ ଶୀତଝଡ଼ରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଚଳାଚଳ ବ୍ୟାହତ ହୋଇଛି ଏବଂ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ଅନେକ ବିମାନକୁ ବାତିଲ କରିବାକୁ ପଡ଼ିଛି। ଏହି ସପ୍ତାହ ଶେଷରେ ଆଉ ଏକ…

ଆସନ୍ତୁ ଜାଣିବା କେଉଁ ସମସ୍ୟା ପାଇଁ କେଉଁ ଡାଲି ଲାଭଦାୟକ

ଭାରତୀୟ ରୋଷେଇରେ ଡାଲି ପ୍ରତିଦିନ ଥାଳିର ଏକ ଅତ୍ୟାବଶ୍ୟକ ଅଂଶ। ଯେପରି ମୁଗ, ଚଣା, ମସୁର ଏବଂ ଅରହର ଭଳି ଡାଲି ପ୍ରତ୍ୟେକ ଘରେ ଖିଆଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ପ୍ରତ୍ୟେକ ଡାଲିର ଏକ ଭିନ୍ନ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପ୍ରଭାବ ଥାଏ ? ଆମେ ପ୍ରାୟତଃ ସ୍ୱାଦ କିମ୍ବା ଅଭ୍ୟାସ ଅନୁସାରେ…

ବାଂଲାଦେଶୀ ସ୍ପୋଟର୍ସ ଜର୍ଣ୍ଣାଲିଷ୍ଟଙ୍କୁ ଟୁର୍ଣ୍ଣାମେଣ୍ଟ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କଲା ଆଇସିସି

ଆଇସିସି ଟି୨୦ ବିଶ୍ବକପ ୨୦୨୬ ରୁ ବାଂଲାଦେଶ କ୍ରିକେଟ ଟିମ୍ ବାଦ୍ ପଡିସାରିଛି । ଆଇସିସି ଏବେ ବାଂଲାଦେଶ ପତ୍ରକାରଙ୍କୁ ମଧ୍ୟ ରୋକ୍ ଲଗାଇଛି । ଆଇସିସି ବାଂଲାଦେଶୀ ସ୍ପୋଟର୍ସ ଜର୍ଣ୍ଣାଲିଷ୍ଟଙ୍କୁ ଟୁର୍ଣ୍ଣାମେଣ୍ଟ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କରିଦେଇଛି । ଏହା କେବଳ ଭାରତରେ…

Apple ଲଞ୍ଚ କରିଛି ନୂଆ AirTag,ଜାଣନ୍ତୁ AirTag ର ଫିଚର୍ସ

Apple ଲର୍ଭସଙ୍କ ପାଇଁ ଆସିଲା ଖାସ୍ ଖବର, ଯାହାକୁ ଣୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । Apple ଲଞ୍ଚ କରିଛି ଏକ ନୂଆ AirTag । ଟେକ୍ ଜିଆଣ୍ଟ ଆପଲ୍ ଏହାର ସବୁଠାରୁ ପପୁଲାର ଟ୍ରାକିଂ ଡିଭାଇସର ଏକ ନୂଆ ଭର୍ସନ ଲଞ୍ଚ କରିଛି । ୨୦୨୧ ରେ ଲଞ୍ଚ ହୋଇଥିବା ପ୍ରଥମ ମଡେଲକୁ ଅନୁସରଣ କରି, କମ୍ପାନୀ ଏବେ…

ଭାରତ-EU ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ମଞ୍ଜୁରୀ,ଏହି ଚୁକ୍ତିନାମା ଉଭୟ ପକ୍ଷ ପାଇଁ ଆର୍ଥିକ ଏବଂ ରଣନୈତିକ ଭାବରେ…

ଦୁଇ ଦଶନ୍ଧି ଧରି ଆଲୋଚନା । ଭାର-ୟୁରୋପୀୟ ସଂଘର ଐତିହାସକି ଡିଲ୍ ହୋଇଛି । ଜାନୁଆରୀ ୨୭ ତାରିଖରେ ସେମାନଙ୍କର ଐତିହାସିକ ବାଣିଜ୍ୟ ଚୁକ୍ତିନାମା ଘୋଷଣା ହେବ । ୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଏହି ଘୋଷଣା କରାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ୟୁରୋପୀୟ ପରିଷଦ ଅଧ୍ୟକ୍ଷ…

ଶ୍ରୀମନ୍ଦିରରେ ଆସନ୍ତାକାଲି ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବନକଲାଗି’ ନୀତି ଅନୁଷ୍ଠିତ ହେବ

ଶ୍ରୀମନ୍ଦିରରେ ଆସନ୍ତାକାଲି (ବୁଧବାର) ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କିଛି ଘଣ୍ଟା ପାଇଁ ସାଧାରଣ…

ଦଳର ନାଁ ରହିବ ଓଡିଶା ଜନତା କଂଗ୍ରେସ ,ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ଵିଧି ବଦ୍ଧ…

ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଛେଦ । ମୋକିମ ନେଲେ କି ବଡ଼ ନିଷ୍ପତ୍ତି । ସମର୍ଥକଙ୍କ ଆଲୋଚନା ପରେ ନାଁ ଫାଇନାଲ୍ । ଏମିତି ଅନେକ ଚର୍ଚ୍ଚାରେ ଲାଗିବାକୁ ଯାଉଛି ବିରାମ । କହିଥିଲେ ନୂଆବର୍ଷରୁ ନୂଆ ଦଳ ଘୋଷଣା । ଏବେ କେବଳ ଔପଚାରିକତା ବାକି ଅଛି । ଯାହା ଶୁଣିବାକୁ ମିଳିଛି ଯେ, ମୋକିମଙ୍କ…