ଯାତ୍ରୀମାନଙ୍କୁ ୬୧୦ କୋଟି ଟଙ୍କା ଫେରସ୍ତ କରିଛି ଇଣ୍ଡିଗୋ
ଲଗାତାର ୬ ଦିନ ହେଲା ଇଣ୍ଡିଗୋ ସଂକଟ ଜାରି ରହିଛି । ଦେଶର ସର୍ବବୃହତ୍ତ ବିମାନ କମ୍ପାନୀ ଇଣ୍ଡିଗୋ ଆଜି (ରବିବାର) ୬୫୦ଟି ଉଡ଼ାଣ ବାତିଲ କରିଛି । ନିର୍ଦ୍ଧାରିତ ୨୩୦୦ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ମଧ୍ୟରୁ କମ୍ପାନୀ ୧୬୫୦ଟି ଉଡ଼ାଣ ପରିଚାଳନା କରୁଛି। ଏହି ସମୟରେ, ରବିବାର ବେସାମରିକ…