ଆଜିର ରାଶିଫଳ
ମେଷ : ଆଜିର ଚନ୍ଦ୍ର ପାପଗ୍ରହ କେତୁଯୁକ୍ତ ଯୋଗୁ କେତେକ କାମ କରିବାକୁ ବାଧ୍ୟହେବେ। ବନ୍ଧୁବତ୍ସଳ, ବୌଦ୍ଧିକ ବିକାଶ ସହ ମନରେ ସାହାଯ୍ୟ ମନୋବୃତ୍ତି ଉଦ୍ରେକ କରିବେ। ଅଟକି ରହିଥିବା କାମ ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି…