୨୦୩୬ ସୁଦ୍ଧା ୨୦ ଟ୍ରିଲିୟନ ଡଲାର ରେ ପହଞ୍ଚିବ ଭାରତର ଅର୍ଥନୀତି
୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିୟନ ଡଲାର ଅର୍ଥନୀତି ପାଲଟିବାର ସମ୍ଭାବନା ରହିଛି। ଆବଶ୍ୟକ ଆର୍ଥିକ ସୁଧାର ଓ ଦ୍ରୁତ ଅଭିବୃଦ୍ଧି ଧାରାକୁ ଜାରି ରଖିପାରିଲେ ଏଭଳି ମହତ୍ବାକାଂକ୍ଷୀ ଲକ୍ଷ୍ୟ ପୂରଣ ହୋଇପାରିବ। ଦେଶର ଟଙ୍କା ଆଧାରିତ ଆର୍ଥକ ବୃଦ୍ଧି ୧୪.୨% ଏବଂ ପ୍ରତିବର୍ଷ ଟଙ୍କା ମୂଲ୍ୟରେ ୩ରୁ…