ଅରୁଣ ସାହୁଙ୍କ ଘରେ ବାଲେଶ୍ଵର ବିଜେଡି ନେତା, ଅରୁଣ ସାହୁ ଦେଲେ ପ୍ରତିକ୍ରିୟା
ଅରୁଣ ସାହୁଙ୍କ ଘରେ ବାଲେଶ୍ଵର ବିଜେଡି ନେତା। ପୁଣି ବାଲେଶ୍ଵରର ୩ ପୂର୍ବତନ ବିଧାୟକ। ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ,ପୂର୍ବତନ ବିଧାୟକ ସୁକାନ୍ତ ନାୟକ,ସ୍ୱରୂପ ଦାସ। ଶୁକ୍ରବାର ଏମାନେ ପୂର୍ବତନ ବିଧାୟକଙ୍କ ମେଳିରେ ସାମିଲ ଥିଲେ। ଏକାଠି ହେବା ନେଇ ୩ ନେତା ପ୍ରତିକ୍ରିୟା…