୩୧ ମେ’ରେ ମେଷ ରାଶିରେ ଚଳନ କରିବେ ଶୁକ୍ର ଗ୍ରହ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ପ୍ରାୟ ୧ ମାସରେ ଚଳନ କରି ଥାନ୍ତି । ଏହାସହ ଅନ୍ୟ ଗ୍ରହ ସହ ଏକାଠି ହୋଇ ଶୁଭ ଯୋଗ ମଧ୍ୟ ସୃଷ୍ଟି କରି ଥାନ୍ତି । ଶୁକ୍ର ଗ୍ରହ ୩୧ ମେ’ରେ ମେଷ ରାଶିରେ ଚଳନ କରିବେ। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି…

ମୟୁରଭଞ୍ଜବାସୀଙ୍କୁ ୪୨୦ କୋଟି ଭେଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଊର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ +୨ ମହାବିଦ୍ୟାଳୟ…

ପିଓକେ ଖାଲି କରୁ ପାକିସ୍ତାନ – ବୈଦେଶିକ ମନ୍ତ୍ରଣାଳୟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଜମ୍ମୁ-କାଶ୍ମୀର ଏବଂ ଅଧିକୃତ କାଶ୍ମୀର ସମ୍ପର୍କରେ ଭାରତର ନୀତି ସ୍ପଷ୍ଟ ଯେ ଏହି ସମସ୍ୟାର…

ପରମାଣୁ ଶକ୍ତି ଦୌଡ଼ରେ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛି

ପରମାଣୁ ଶକ୍ତି ଦୌଡ଼ରେ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛି।  ଚୀନ୍ ବୈଜ୍ଞାନିକମାନେ ସମୁଦ୍ର ଜଳରୁ ୟୁରାନିୟମ ବାହାର କରିବାର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛନ୍ତି ଯାହା କେବଳ ବହୁତ ଶସ୍ତା ନୁହେଁ ବରଂ ଦ୍ରୁତ ଏବଂ ପ୍ରଭାବଶାଳୀ ମଧ୍ୟ। ୟୁରାନିୟମ୍ ହେଉଛି ପରମାଣୁ ଶକ୍ତି ଉତ୍ପାଦନ…

ପୁଣି ଥରେ ମୁକ୍ତିଲାଭ କରିବ ବଲିଉଡର ସୁନ୍ଦର ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଥିବା ଫିଲ୍ମ ‘ଧଡକନ’

ବଲିଉଡର ସୁନ୍ଦର ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଥିବା ଫିଲ୍ମ 'ଧଡକନ' ପୁଣିଥରେ ବଡ଼ ପରଦାରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହେଉଛି । ଅକ୍ଷୟ କୁମାର, ଶିଳ୍ପା ସେଟ୍ଟୀ ଏବଂ ସୁନୀଲ ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୦୦ ମସିହାରେ ମୁକ୍ତିଲାଭ କରିବା ପରେ ଢେର ସାରା ପ୍ରଶଂସା…

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍…

ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି,ସେନ୍‌ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇ ୮୨,୪୨୯…

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପ୍ରଶମିତ କରିବା ଲାଗି ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି। ଏକ ବଡ଼ ଧରଣର ସଙ୍କଟ ଟଳିଯାଇଥିବାରୁ ସେମାନେ ମନ ଖୋଲି ସେୟାର କିଣିବାରେ ନିବେଶ କରିଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

୧୮ ମେ ରେ କେତୁ ସିଂହ ରାଶିରେ ପ୍ରବେଶ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୮ ମେ’ ୨୦୨୫ ସନ୍ଧ୍ୟାରେ କେତୁ ସିଂହ ରାଶିରେ ପ୍ରବେଶ କରିବେ । କେତୁ ସିଂହ ରାଶିରେ ଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ରାହୁ-କେତୁ ଉଭୟ ୧୮ ମାସ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି…

ପାକିସ୍ତାନର ସୁରକ୍ଷା କାହିଁକି ଚାହୁଛି ଆମେରିକା ! ଯୁଦ୍ଧବିରତି ମଧ୍ୟସ୍ଥତା ନେଇ ବାହା ବା ନେଉଛନ୍ତି ଟ୍ରମ୍ପ

ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ପରିପ୍ରେକ୍ଷୀରେ ପରମାଣୁ ଯୁଦ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ଟ୍ରମ୍ପଙ୍କ ଯୁଦ୍ଧବିରତି ନେଇ ମଧ୍ୟସ୍ଥତା କରିତିଲେ । ସେପଟେ ଯୁଦ୍ଧ…