ଓଡ଼ିଶାରେ କରୋନା ଭାଇରସ

ଓଡ଼ିଶାରେ କରୋନା ଭାଇରସ  । ରାଜ୍ୟରେ କୋଭିଡ୍-୧୯ ମାମଲାରେ କିଛି ବୃଦ୍ଧି ଦେଖାଦେଇଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଗତ କିଛି ସପ୍ତାହରେ ନୂଆ ମାମଲା ଚିହ୍ନଟ ହୋଇଛି, ଯଦିଓ ଏହା ପୂର୍ବ ତରଙ୍ଗ ତୁଳନାରେ କମ୍ ତୀବ୍ର। ସରକାର ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଜନସାଧାରଣଙ୍କୁ ମାସ୍କ…

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଫଳ-୨୦୨୫ ପ୍ରକାଶିତ ହୋଇଛି। ଏଥର ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ। ଝିଅଙ୍କ ପାସ୍ ହାର ୮୭.୨୪…

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଦଶହରା ପୂର୍ବରୁ ସରିବ କ୍ୟାମ୍ପସ ନିର୍ବାଚନ । ସେଥିପାଇଁ ଆରମ୍ଭ ହୋଇଛି ଆଗୁଆ ଆବେଦନ। ଗତକାଲି ସୁଦ୍ଧା ୯୮ ହଜାର ଛାତ୍ର ଛାତ୍ରୀ କରିଛନ୍ତି ଆବେଦନ । ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ବିଜ୍ଞପ୍ତିରେ…

ବଢ଼ିଛି ଗାନ୍ଧି ପରିବାରର ଅଡ଼ୁଆ

ନ୍ୟାଶନାଲ ହେରାଲ୍ଡ ମାମଲାରେ ବଢ଼ିଛି ଗାନ୍ଧି ପରିବାରର ଅଡ଼ୁଆ। ବୁଧବାର ଦିଲ୍ଲୀର ଗୋଟିଏ କୋର୍ଟଙ୍କୁ ଇଡି କହିଛି ଯେ ତଦନ୍ତ ଚାଲିଥିବା ନ୍ୟାଶନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲା ସହ ଜଡ଼ିତ ଅପରାଧରୁ ଆୟ ହୋଇଥିବା ୧୪୨ କୋଟି ଟଙ୍କାରୁ ପ୍ରମୁଖ ଲାଭ ଉଠାଇଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି…

୨୬ ମାଓବାଦୀ ନିହତ, ଜଣେ ଯବାନ ସହିଦ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏକ ସଂଘର୍ଷରେ ୨୬ ଜଣ ମାଓବାଦୀ ନିହତ ହୋଇଛନ୍ତି ଏବଂ ଜଣେ ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ଅନୁଯାୟୀ, ଅପରେସନ ବ୍ଲାକ ଫରେଷ୍ଟରେ ସୁରକ୍ଷା ବାହିନୀ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର…

ଚେନ୍ନାଇ ପୁଣି ହାରିଲା

ଚେନ୍ନାଇ ମଙ୍ଗଳବାର ରାଜସ୍ଥାନ ରୟାଲ୍‌ସଠାରୁ ୬ ୱିକେଟ୍‌ରେ  ପରାଜୟ ବରଣ କରିଛି। ପ୍ଲେ ଅଫ୍ ଆଶା ହରାଇ ସାରିଥିବା ରାଜସ୍ଥାନ କିନ୍ତୁ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇ କିଛିଟା ସମ୍ମାନ ସାଉଣ୍ଟିଛି। ଚର୍ତୁଦଶ ମ୍ୟାଚ୍‌ରୁ ରାଜସ୍ଥାନ ଆଜି ଚତୁର୍ଥ ବିଜୟ ପାଇଛି। ଚେନ୍ନାଇ ମଙ୍ଗଳବାର…

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର: ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା

ଦିବ୍ୟାଙ୍ଗ ଓ  ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ। ହିତାଧିକାରୀଙ୍କୁ ଜୁନ୍ ମାସରୁ ମିଳିବ ଏହି ଭତ୍ତା। ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ…

ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କଲେ ଜ୍ୟୋତି

ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କରିଛନ୍ତି। ଲଗାତାର ତଦନ୍ତ ବେଳେ ସେ ମାନିଛନ୍ତି ସତ ।  ଜ୍ୟୋତି କହିଛନ୍ତି ଯେ ସେ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିସନର ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ…

ସମ୍ବଲପୁର ଗସ୍ତରେ ଜି- ୨୦ ସେର୍ପା ଅମିତାଭ କାନ୍ତ

ନୀତି ଆୟୋଗର ପୂର୍ବତନ ସିଇଓ ତଥା ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ସେ ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇ ମନ୍ଦିର ଯାଇ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏହାପରେ ସେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ…

ଦୁଇ ଦିନରେ ପ୍ରକାଶ ପାଇବ +୨ ଫଳାଫଳ : ନିତ୍ୟାନନ୍ଦ ଗଣ୍ଡ

ଦୁଇ ଦିନରେ +୨ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଆଉ ବିଳମ୍ବ ହେବନି, ଛାତ୍ରଛାତ୍ରୀ ବ୍ୟସ୍ତ ହୁଅନ୍ତୁ ନାହିଁ’ । ସେପଟେ +୩ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ପାଇବ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଗଣଶିକ୍ଷା ମନ୍ତ୍ରୀ…