ଜଣେ ସିଆରପିଏଫ ଯବାନଙ୍କୁ ଦିଲ୍ଲୀରୁ ଗିରଫ କରିଛି NIA
ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଛି NIA । ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିଲେ । ତେବେ ସୂଚନା ପାଇଁ ଯବାନଙ୍କୁ ପଇସା ମିଳୁଥିଲା । ଏଥିପାଇଁ ସେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିଲେ ।
ଏନଆଇଏ ଗିରଫ ସିଆରପିଏଫ ଯବାନଙ୍କୁ ପଚରାଉଚରା ଆରମ୍ଭ କରିଛି ।…