ରେପୋ ହାର ୦.୫୦ ପ୍ରତିଶତ ହ୍ରାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ ଏହି ଗୁରୁତ୍ବପୂର୍ଣ୍ଣ ସୁଧ ହାର ୫.୫ ପ୍ରତିଶତକୁ ହ୍ରାସ ପାଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ଲାଗି…

ରଜରେ ତିନିଟିଯାକ ସିନେମାରେ କଣ୍ଠଦାନ କରିଛନ୍ତି କରିଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ

ଚଳିତ ବର୍ଷ ରଜରେ ମୁକ୍ତିଲାଭ କରୁଥିବା ତିନିଟିଯାକ ଓଡ଼ିଆ ଛବିରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ରଜର ପ୍ରଥମ ସିନେମା ‘ଫାଷ୍ଟ ଲଭ୍’ରେ ସୋମେଶ ଶତପଥୀଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଗାଇଛନ୍ତି ‘ଜୟ ହୋ..’। ଏଣେ ଅଭିଜିତ ମଜୁମ୍‌ଦାରଙ୍କ ସ୍ବର ସଂଯୋଜିତ…

ଶରୀର ପାଇଁ ଜରୁରୀ ଏହି ତିନି ଭିଟାମିନ

ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଭିଟାମିନ୍‍ ଏବଂ ଖଣିଜ ପଦାର୍ଥର ଆବଶ୍ୟକତା ରହିଛି । ଶରୀରରେ ଏହି ସବୁ ଭିଟାମିନ୍‍ ର ମାତ୍ରା କମ ରହିଲେ ସମଗ୍ର ବ୍ୟବସ୍ଥା ନଷ୍ଟ ହୋଇଯାଏ । ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକ ଅତ୍ୟାବଶ୍ୟକ ଭିଟାମିନ୍‍ ଅଭାବରେ ପୀଡିତ…

ଆଜିର ରାଶିଫଳ

ବୁଧ ଓ ଶୁକ୍ରଙ୍କ ଲାଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଗ୍ରହଙ୍କ ଚଳନ ଓ ଜୀବନରେ ଶୁଭ,ଅଶୁଭ ପ୍ରଭାବ କାରଣରୁ ବିଭିନ୍ନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ବୁଧ ଓ ଶୁକ୍ର ଗ୍ରହ ଏକାଠି ହେବା ସହ ଶୁଭ ସ୍ଥିତିରେ ରହିବା କାରଣରୁ ଲାଭ…

ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ନାସା

ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଯେଉଁ ଫଟୋଟିରେ ସୂର୍ଯ୍ୟଙ୍କର ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ମୁହଁ ସଦୃଶ ଗର୍ତ୍ତ ଦେଖିବାକୁ ମିଳିଛି, ଯାହାର ଆକାର ୫ଟି ବୃହସ୍ପତି ଗ୍ରହର ଆକାର ସହିତ ସମାନ। ଏହା ସହିତ…

ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ

ସପ୍ତାହକ ପରେ ଓଡ଼ିଶାର ଗଣପର୍ବ ରଜ । ଏଥର ରଜକୁ ମନଭରି ଉପଭୋଗ କରିବେ ଓଡ଼ିଶାବାସୀ । କାରଣ ଏଥର ରଜରେ ତାତି କମିବ, ବର୍ଷା ବଢିବ । ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ। କୋହଲା ପାଗରେ ଜମିବ କବାଡି ଓ ଦୋଳି ଖେଳ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ…

ଆରପାରିରେ ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌

ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ଶୁକ୍ରବାର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ୭୧ ବର୍ଷ ହୋଇଥିଲା। ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ମଧ୍ୟ ସେ କାମ କରିଥିଲେ।ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର…

4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ

ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଲା ଅନୁମୋଦନ…

ଇରାନ ଏବେ ଚୀନ ସହ ସଂପର୍କ ବଢ଼ାଉଛି

ସାରା ବିଶ୍ୱ ଏବେ ଯୁଦ୍ଧ ମୁହାଁ । ବିଶ୍ୱର ଭିନ୍ନ ଭିନ୍ନ ଦେଶ ଏବେ ଯୁଦ୍ଧ ଲଢୁଛନ୍ତି । ୟୁକ୍ରେନ ଋଷ ସହ, ଇସ୍ରାଏଲ ପାଲେଷ୍ଟାଇନ ସହ ଘମାଘୋଟ ଯୁଦ୍ଧ ଲଢୁଛି । ଏହାରି ଭିତରେ ଆଉ ଏକ ଦେଶ ଯୁଦ୍ଧ ଲଢିବାକୁ ସଜବାଜ ହେଉଛି । ଗୋଟିଏ ପଟେ ଆମେରିକା ଓ ଅନ୍ୟପଟେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ…

ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ

କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ବୈଠକ ପରେ  ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ବିଭିନ୍ନ ବିଭଗକୁ ମାସକ ମଧ୍ୟରେ କାଟିଆ ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କେରାରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର…