ଦେଶରେ ଶିଶୁ ଜନ୍ମହାର ହ୍ରାସ ,ଭାରତର ଜନସାଂଖ୍ୟିକ ଚିତ୍ରରେ ହେବ ବଡ଼ ପରିବର୍ତ୍ତନ

ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ଯୁବ ଜନସଂଖ୍ୟା ଥିବା ଦେଶଗୁଡ଼ିକ ମଧ୍ୟରେ ରହିଛି। ତେବେ ଦେଶରେ ଶିଶୁ ଜନ୍ମହାର ଦ୍ରୁତ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଭାରତର ଜନସାଂଖ୍ୟିକ ଚିତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ୍…

ଆଇସିସି ଟେଷ୍ଟ ବୋଲର ମାନ୍ୟତା: ବିଶ୍ବର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି…

ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଭାରତୀୟ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ରାଜୁତି ଶେଷ ହୋଇଛି। ବୁଧବାର ତାଙ୍କୁ ହଟାଇ ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ବିଶ୍ବର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି। ବୁମରା ଦୀର୍ଘ ୬୯୭ ଦିନ ଧରି…

କ୍ରିତି ସାନନଙ୍କ ଡ୍ରେସକୁ ନେଇ ବିବାଦ: ରକ୍ଷା ବନ୍ଧନ ବିଜ୍ଞାପନକୁ ହଟାଇଲା ଜୁଏଲାରୀ ବ୍ରାଣ୍ଡ

ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନଙ୍କୁ ନେଇ ରକ୍ଷା ବନ୍ଧନ ବିଜ୍ଞାପନକୁ ହଟାଇଛି ଜୁଏଲାରୀ ବ୍ରାଣ୍ଡ । କ୍ରିତି ସାନନଙ୍କ ଡ୍ରେସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ୟୁଜରମାନେ ରକ୍ଷାବନ୍ଧନ ବିଜ୍ଞାପନରେ ପିନ୍ଧିଥିବା ଡ୍ରେସ ପାଇଁ କ୍ରିତି ସାନନଙ୍କୁ ଟ୍ରୋଲ୍ କରିଥିଲେ ।…

ନେପାଳରେ ଭୟଙ୍କର ବନ୍ୟା: ଯଥାସମ୍ଭବ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଆଶ୍ବାସନା ଦେଲେ ମୋଦୀ

ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହିତ କଥା ହୋଇଛନ୍ତି । ନେପାଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯଥାସମ୍ଭବ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ…

ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି

ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି କରାଯାଇଛି। ନେପାଳର ବନ୍ୟାଜଳ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଉଭୟ ରାଜ୍ୟର ପ୍ରଶାସନକୁ ସଜାଗ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହାଇ ଆଲର୍ଟ…

ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ସମ୍ଭାବନା,ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ…

ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ସମ୍ଭାବନା । କଟକ ବାଲିଯାତ୍ରା – ୨୦୨୬ର ଆୟୋଜନକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ଉପର ପଡ଼ିଆରେ…

ସୁରକ୍ଷିତ ବିମାନ ଚଳାଚଳକୁ ଦୃଷ୍ଟିରେ ରଖି ଏଣିକି ପ୍ରତିବର୍ଷ ପାଇଲଟ୍ ମାନଙ୍କର ହେବ ଡୋପ୍ ଟେଷ୍ଟ

ଏଣିକି ପ୍ରତିବର୍ଷ ପାଇଲଟ୍ ମାନଙ୍କର ହେବ ଡୋପ୍ ଟେଷ୍ଟ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ। ସୁରକ୍ଷିତ ବିମାନ ଚଳାଚଳକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଫୁକେଟ-ଦିଲ୍ଲୀ ଫ୍ଲାଇଟ୍ ଘଟଣା ପରଠାରୁ…

ଓଡ଼ିଶା ପାଗରେ ପୁଣି ଆସିପାରେ ବଡ଼ ପରିବର୍ତ୍ତନ,୨୭ରୁ ୨୮ ମଧ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି

ଓଡ଼ିଶା ପାଗରେ ପୁଣି ଆସିପାରେ ବଡ଼ ପରିବର୍ତ୍ତନ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଅଗଷ୍ଟ ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଆହୁରି ଘନିଭୂତ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । କର୍ମକ୍ଷେତ୍ରରେ ଅଧିକ କାମ ରହିଲେ ମଧ୍ୟ ପରିଶ୍ରମର ସଫଳ ଫଳ ମିଳିବ । ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହୋଇପାରେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ଘରୋଇ ପରିବେଶ ଖୁସିମୟ ରହିବ । ଦାମ୍ପତ୍ୟ ଜୀବନରେ ମଧ୍ୟ ସୁଖଶାନ୍ତି ରହିବ । ତେବେ…

ମାସ ଶେଷ ବେଳକୁ ପୁଣି ଲଘୁଚାପ , ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା

ମାସ ଶେଷ ବେଳକୁ ପୁଣି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଉପକୂଳ ଓଡ଼ିଶା ଏବଂ ସଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ରହିଛି ।…