ଆଜିର ରାଶିଫଳ

ମେଷ: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରାଇବ। କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌ ବୃଷ: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ବ୍ୟବସାୟକୁ ଅନ୍ୟ କୌଣସି ଜିଲ୍ଲାରେ ବିସ୍ତାର କରିବା…

ସ୍ୱଦେଶୀ ହେଲିକପ୍ଟରର ବିଦ୍ଧିବଦ୍ଧ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ରାମ ମୋହନ ନାଇଡୁ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଠାରେ ପରବର୍ତ୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର DHRUV-NG ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ HAL ଦ୍ୱାରା ପ୍ରଦର୍ଶିତ ସ୍ୱଦେଶୀ…

ବଣଭୋଜି ନା ରେ ପ୍ରଦୂଷଣ କରୁଥିଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ବଣଭୋଜି ନା ରେ ପ୍ରଦୂଷଣ କରୁଥିଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇକୋ ଟୁରିଜିମ ସ୍ଥାନରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ରାଜ୍ୟର…

ଏତେ ମହଙ୍ଗା ହୋଇଯିବ ସିଗାରେଟ୍, ଶୁଣିଲେ ଟାଣିବା ବନ୍ଦ କରିଦେବେ

 ଭାରତରେ ଆକାଶଛୁଆଁ ହେବାକୁ ଯାଉଛି ସିଗାରେଟ୍ର ଦର। ଏକାବେଳକେ ଚାରିଗୁଣା ବଢ଼ିଯିବ। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ସଂଶୋଧନ ବିଲ୍-2025 ଉପରେ ବାଜିଛି ସଂସଦର ମୋହର। ଏହି ବିଲ୍ ସିଗାରେଟ୍, ସିଗାର, ହୁକା ଭଳି ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ଏହି…

ସନ୍ଧ୍ୟା ଆରତୀ ବେଳେ ଅଘଟଣ: ନିଆଁରେ ପୋଡ଼ି ହୋଇ ଅଭିନେତା ଜ୍ୟୋତିଙ୍କ ପତ୍ନୀ ସିମରନ ଗୁରୁତର

ଭୁବନେଶ୍ୱର: ଘଟିଛି ଏକ ଦୁଃଖଦ ଘଟଣା। ସନ୍ଧ୍ୟା ଆରତୀ ଦେଉଥିବା ସମୟରେ ଅସାବଧାନତା ବଶତଃ ନିଆଁ ସଂସ୍ପର୍ଶରେ ଆସି ଅଭିନେତା ଜ୍ୟୋତିଙ୍କ ପତ୍ନୀ ସିମରନ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ହେଲଥ ଭିଲାରେ ଭର୍ତ୍ତି କରାଯାଇଛି। ସିମରନ ଜଣାଶୁଣା ଚେହେରା…

ଭିଜିଲାନ୍ସ ଜାଲରେ ଦୁଇ ‘ଜିତେନ୍ଦ୍ର’: ଜଣେ ଲାଞ୍ଚ ନେଇ ଧରାପଡ଼ିଲେ, ଅନ୍ୟଜଣଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ ଭିଜିଲାନ୍ସ ବିଭାଗର କଡ଼ା ଆଭିମୁଖ୍ୟ ଜାରି ରହିଛି। ଏହି କ୍ରମରେ ଆଜି ପୃଥକ ପୃଥକ ଚଢ଼ାଉରେ ଦୁଇଜଣ ସରକାରୀ କର୍ମଚାରୀ ଯାହାଙ୍କ ନାମ 'ଜିତେନ୍ଦ୍ର', ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ସେ ବାଂଲା ନ୍ୟାଶନାଲିଷ୍ଟ ପାର୍ଟିର ମୁଖ୍ୟ ଥିଲେ । ଢାକାର ଏଭକେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।…

ଭାରତୀୟ ନୌସେନାର ଅନନ୍ୟ ନୌବାହିନୀ ଜାହାଜ କୌଣ୍ଡିନ୍ୟ ଗୁଜୁରାଟର ପୋରବନ୍ଦରରୁ ଏହାର ପ୍ରଥମ ଯାତ୍ରା ଆରମ୍ଭ

ଭାରତୀୟ ନୌସେନାର ଅନନ୍ୟ ନୌବାହିନୀ ଜାହାଜ INSV କୌଣ୍ଡିନ୍ୟ ଏହାର ପ୍ରଥମ ଯାତ୍ରା ଆରମ୍ଭ କରିଛି। ଏହାର ପ୍ରଥମ ଯାତ୍ରା ଗୁଜୁରାଟର ପୋରବନ୍ଦରରୁ ଆରମ୍ଭ ହୋଇଛି ଏବଂ ଓମାନର ମସ୍କଟକୁ ଯିବ। କୌଣ୍ଡିନ୍ୟଙ୍କ ଯାତ୍ରା ପ୍ରତୀକାତ୍ମକ ଭାବରେ ଐତିହାସିକ ସମୁଦ୍ର ପଥଗୁଡ଼ିକୁ ପୁନର୍ବାର ଅନୁସରଣ କରିବ।…

ରାଜ୍ୟର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଶୀତ

ଦେହ, ହାତ କାଲୁଆ କରି ପକାଉଥିଲା। ପଦାକୁ ବାହାରିଲେ ଥରାଇ ଦେଉଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଶୀତ ହେଉଥିଲା । ନୂଆବର୍ଷରେ ବି ଶୀତ ଅସହ୍ୟ ହେବ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ରବିବାର ୧୫ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୩.୬ ଡିଗ୍ରୀରେ ଥରିଥିଲା…

ଆଜି ପବିତ୍ର ଶାମ୍ବ ଦଶମୀ , ଆଜି ଭକ୍ତଙ୍କ ପାଇଁ କୋଣାର୍କ ସୂର୍ୟ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼

ଆଜି ପବିତ୍ର ଶାମ୍ବ ଦଶମୀ। ଏହି ଦିନରେ  ସୂର୍ଯ୍ୟ ପୂଜା କଲେ, ମହାପାତକ କ୍ଷୟ ହୁଏ ବୋଲି କୁହାଯାଏ। ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଭକ୍ତଙ୍କ ପାଇଁ କୋଣାର୍କ ସୂର୍ୟ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରଯାଇଛି। ଗୋଟିଏ ଦିନ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଭିଡ଼…