ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ତାରବାଡ଼ ଲଗାଯିବ
ଗୁଆହାଟୀ: ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ଖୁବ୍ଶୀଘ୍ର ତାରବାଡ଼ ଲଗାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଭାରତ ତରଫରୁ ବାଂଲାଦେଶ ସହ ଲାଗିଥିବା ସୀମାରେ ତାରବାଡ଼ ଲଗାଯାଇଥିବା ବେଳେ ମ୍ୟାଁମାର ସୀମାରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର…