ରିଲାଏନ୍ସ ଡିଜିଟାଲ

ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି । ଏହି ଅଫର ଅନୁଯାୟୀ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ କରିବା ସହିତ ଗ୍ରାହକଙ୍କୁ ୩୬୫ ଦିନର ବୈଧତା, ଦୈନିକ ୨.୫ ଜିବି ହାଇ-ସ୍ପିଡ଼ ଡାଟା ସାଙ୍ଗକୁ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ରିହାତି କୁପନ ମିଳିବ ।…

ରାମ ମନ୍ଦିର: 500 ବର୍ଷର ସଂଘର୍ଷ ପରେ ଯୁଦ୍ଧର ସମାପ୍ତି

ଶହ ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । କିନ୍ତୁ ମନ୍ଦିର ପ୍ରତିଷ୍ଠା ହେବା ପୂବର୍ରୁ ରାମ ମନ୍ଦିର ଭାଙ୍ଗିବା ନେଇ ଅଜଣା ଇତିହାସ ରହିଛି । ଏହି ଇତିହାସ ଦେଖିଲେ ଜଣାପଡ଼େ କିପରି ଯୁଦ୍ଧ ସବୁ ହୋଇଥିଲା । ଯେଉଁ ଯୁଦ୍ଧରେ ପ୍ରଭୁ ଶ୍ରୀରାମଙ୍କ ଘର ମଧ୍ୟ…

ଆସନ୍ତା ୬ ଦିନ ପ୍ରବଳ ବର୍ଷା

ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ତେବେ ଏସବୁ ଭିତରେ ପାଣିପାଗକୁ ନେଇ ବଡ଼ ସୂଚନା ରହିଛି । ୬ ଦିନ ହେବ ପ୍ରବଳ ବର୍ଷା !ସକାଳୁ ୨୦ ଜିଲ୍ଲାରେ ଘନ କୁହୁଡି ନେଇ ୟଲୋ ଆଲର୍ଟ ଜାରି ହୋଇଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,…

LIC ଲଞ୍ଚ କଲା ନୂଆ ପ୍ଲାନ

ଏକ ନୂତନ ପ୍ରେସ ବିଜ୍ଞପ୍ତିରେ LIC ଏହି ନୂତନ ଯୋଜନା ବିଷୟରେ ସୂଚନା ଦେଇଛି। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ LIC Jeevan Section ୨ ହେଉଛି ଏକ ଅଣ-ଲିଙ୍କ୍ ଏବଂ ଅଂଶଗ୍ରହଣକାରୀ ଯୋଜନା। ଏହି ଯୋଜନା ସୋମବାର ଠାରୁ ଉପଲବ୍ଧ ହେବ। ଏହାର ଅର୍ଥ ସୋମବାର ଠାରୁ ଏହି ଯୋଜନା କ୍ରୟ…

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପ୍ରସଙ୍ଗ

ସ୍ୱାଧିନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହୋଇଥିଲା । ଏହାପରେ ୧୯୬୮ ଓ ୧୯୬୯ରେ କିଛି ବିଧାନସଭାକୁ ସମୟ ପୂର୍ବରୁ ଭଙ୍ଗ କରି ଦିଆଯାଇଥିଲା । ତା’ପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ କରି ଦିଆଯିବା ସହ ନିର୍ବାଚନ ପରମ୍ପରା ଭାଙ୍ଗି ଯାଇଥିଲା ।…

ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଓଡ଼ିଆ ସିନେଜଗତର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ସୁଧାକର ବସନ୍ତ ଏକ ସଡ଼କ ଦୁର୍ଘଟଣାରେ  ଗୁରୁତର ହୋଇଥିବାର ଖବର ମିଳିଛି। କଟକ ଜିଲ୍ଲା ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଚିକିତ୍ସା…

ଦେଶରେ ଚାଲିଛି ଶୀତ ଲହରୀ: ଦିଲ୍ଲୀରେ ପ୍ରବଳ ଶୀତ

ଦେଶରେ ଏବେ ଶୀତ ଲହରୀ ଚାଲିଛି ।  ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ପାଇଁ ଦେଖା ଯାଉନି ରାସ୍ତା ଘାଟ । ଦୃଶ୍ୟମାନ ଦୂରତା ୨୦ ମିଟରରୁ କମ ରହୁଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ । ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବିମାନ ବିଳମ୍ବରେ…

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରା ପ୍ରତିଷ୍ଠା କରିବେ । ଏହାକୁ ନେଇ ଅଯୋଧ୍ୟାରେ ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ସହର ।  ଆଣ୍ଟି ଡ୍ରୋନ୍‌ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ…