ଆଜିର ରାଶିଫଳ

ମେଷ: ନୂଆ ଯୋଜନା ବନାଇବାରେ ସଫଳ ହେବେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ। ବୃଷ: ପ୍ରଭୁଙ୍କ ଆରାଧନାରେ ମନ ଲଗାଇବେ। ଅଫିସରେ ସବୁ ଲୋକ ଆପଣଙ୍କ…

ସୁପର ଓଭରରେ ଜିତିଲା ଭାରତ

ଭାରତ ସୁପର ଓଭରରେ ବିଜୟଲାଭ କରିଛି । ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି ଭାରତ । ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଶ୍ରୀଲଙ୍କା ୨୦୨ ରନ କରିବାକୁ ସକ୍ଷମ ହୋଇଥିଲା । ପରେ ସୁପର ଓଭରରେ ଶ୍ରୀଲଙ୍କା ଦୁଇ ଉଇକେଟ ହରାଇ ଦୁଇ ରନ୍…

ଗିରଫ ହେଲେ ଲଦାଖର ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ

ଲଦାଖର ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଲଦାଖରେ ସମ୍ପ୍ରତି ଘଟିଥିବା ହିଂସା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହା ଫଳରେ ଚାରି ଜଣଙ୍କର ମୃତ୍ୟୁ ଏବଂ ୮୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ହିଂସା ପାଇଁ…

ପ୍ରଥମ ଥର ପାଇଁ ଏସିଆ କପର ଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ

୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳାଯାଇଥିଲା। ଏହା ପରେ ଏପର୍ଯ୍ୟନ୍ତ ଏସିଆ କପର ୧୭ଟି ସିଜିନ୍ ଅନୁଷ୍ଠିତ ହୋଇସାରିଛି। ୧୯୮୪ ରୁ ୨୦୨୫ ମଧ୍ୟରେ ୪୧ ବର୍ଷର ବ୍ୟବଧାନ ରହିଛି। କିନ୍ତୁ ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ଏବଂ ପାକିସ୍ତାନ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟର…

ଆଜି ନବରାତ୍ରିର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା ଦୁର୍ଗା

ଆଜି ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ । ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା । ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ…

ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରି ୟୁକ୍ରେନ ନୀତି ବିଷୟରେ ସ୍ପଷ୍ଟୀକରଣ ମାଗିଛନ୍ତି

ନାଟୋ ମହାସଚିବ ମାର୍କ ରୁଟେ ଦାବି କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଲଗାଇଥିବା ଟାରିଫ୍‌ ରୁଷିଆ ଉପରେ ପରୋକ୍ଷ ପ୍ରଭାବ ପକାଉଛି। ରୁଟେ କହିଛନ୍ତି, ଏହି ଟାରିଫ୍‌ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…

‘ଅମର ସିଂ ଚମକିଲା’ ଏମି ପୁରସ୍କାର ୨୦୨୫ ପୁରସ୍କାର ପାଇଁ ମନୋନୀତ

ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ବିଶ୍ୱ ମଞ୍ଚରେ ଭାରତର ନାମ ଉଜ୍ଜ୍ୱଳ କରିଛନ୍ତି। ନେଟଫ୍ଲିକ୍ସର ବାୟୋପିକ୍ ଫିଲ୍ମ ‘ଅମର ସିଂ ଚମକିଲା’ ପାଇଁ ସେ ଇଣ୍ଟରନ୍ୟାସନାଲ ଏମି ପୁରସ୍କାର ୨୦୨୫ରେ ଦୁଇଟି ବିଭାଗରେ ମନୋନୀତ ହୋଇଛନ୍ତି – ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ଶ୍ରେଷ୍ଠ ଟିଭି ମୁଭି’। ଏହି…

ଉପନିର୍ବାଚନରେ କାହାର ପଲା ଭାରି

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ହିଞ୍ଜିଳି ଆସନ ସହ ବିଜେପୁରରେ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରେ ଜିତିଲା ପରେ ବିଜେପୁରକୁ ଛାଡ଼ି ଦେଇଥିଲେ। ସେଠାରେ ହୋଇଥିବା ଉପନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ସନତ…

ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ : ପ୍ରିୟାଂଶୁ ପାଲ ଟପ୍ପର

ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ…

ଗାନ୍ଧୀ ଜୟନ୍ତୀରୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା, ନୂଆପଡ଼ା ଉପନିର୍ବାଚନ ହେବ ଏସିଡ ଟେଷ୍ଟ

ବିଜେଡି ଜନସଂପର୍କ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି ।  ଶଂଖ ଭବନରେ ବିଜୁ ଜନତା ଦଳ ପ୍ରାରମ୍ଭିକ ବୈଠକରେ ଏହି ଘୋଷଣା କରାଯାଇଛି ।  ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ଏଥର ମାସେ ବ୍ୟାପୀ ପଦଯାତ୍ରା କରିବ ବିଜେଡି । ହାତରୁ କ୍ଷମତା ଯିବା ପରେ ଏବେ ବିଜେଡି ଲୋକଙ୍କ…