ଚଳିତ ବର୍ଷ ମେ ମାସରେ ୨୫,୩୧,୦୬୭ଟି କାର୍‌ ବିକ୍ରି

ଚଳିତ ବର୍ଷ ମେ ମାସରେ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି। ଅଟୋମୋବାଇଲ୍‌ ଡିଲର ମହାସଂଘ ଏଫ୍ଏଡିଏ ଜାରି କରିଥିବା ତଥ୍ୟ ଅନୁସାରେ ଏହି ମାସରେ ୨୫,୩୧,୦୬୭ଟି କାର୍‌ ବିକ୍ରି ହୋଇଛି। ଏହା ଗତବର୍ଷ ମେରେ ବିକ୍ରି ହୋଇଥିବା ୨୩,୧୦,୪୫୧ଟି ଗାଡ଼ି ତୁଳନାରେ ୯.୫୫ ପ୍ରତିଶତ ଅଧିକ।…

ହଠାତ୍‌ ସୃଷ୍ଟିହୋଇଥିବା ବର୍ଷା ଓ ପବନ ‌ଯୋଗୁଁ ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ଭୁବନେଶ୍ବରରେ ହଠାତ୍‌ ସୃଷ୍ଟିହୋଇଥିବା ବର୍ଷା ଓ ପବନ ‌ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ମୟୂରଭଞ୍ଜରୁ ଭୁବନେଶ୍ବର ନେଇ ଆସୁଥିବା ହେଲିକପ୍ଟର ପୁରୀର ସମଙ୍ଗ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ନିକଟ ହେଲରିପ୍ୟାଡ୍‌ରେ ଜରୁରୀ ଅବତରଣ କରିଛନ୍ତି।ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ଠାରୁ…

୪୯ ଦିନରେ ଚଳଚଞ୍ଚଳ ରଥଖଳା , ଆଜି ରଥ ଉପରକୁ ଉଠିଛି, ଛଅ କାଠ , ଭୋଇ ସେବକ ପକାଇଛନ୍ତି ଚତୁର୍ଥ ହରିବୋଲ୍

୪୯ ଦିନରେ ଚଳଚଞ୍ଚଳ ରଥଖଳା । ଆଜି ରଥ ଉପରକୁ ଉଠିଛି, ଛଅ କାଠ ।ଭୋଇ ସେବକ ପକାଇଛନ୍ତି ଚତୁର୍ଥ ହରିବୋଲ୍ ।୨୦୪ ସେବକଙ୍କ ଉପସ୍ଥିତିରେ ଚାଲିଛି ନିର୍ମାଣ କାର୍ଯ୍ୟ ।ତିନି ରଥରେ ରଥରେ ଛନ୍ଦ ଗୟଳ ମୋଡା କାର୍ଯ୍ୟ ଶେଷ ହୋଇ  ଯୋଖା ଫିଟିଙ୍ଗ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି  । ୩ ଟି ରଥରେ…

ମୁମ୍ବାଇ ବିମାନବନ୍ଦରରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ

ବ୍ୟାଙ୍କକରୁ  ମୁମ୍ବାଇ ଫେରୁଥିବା ଭାରତୀୟଙ୍କୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଅଟକ ରଖିଛି । ତାଙ୍କ ପାଖରେ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ । ବନ୍ୟଜନ୍ତୁଙ୍କ ପରିଚୟ, ସୁରକ୍ଷିତ ରେସକ୍ୟୁ ଏବଂ ଉପଚାର ପାଇଁ ବନ୍ୟଜନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏବଂ ବନ…

ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ। ମାଆ ଝିଅଙ୍କୁ କରାଯାଇଛି ବୀଭତ୍ସ ହତ୍ୟା । ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗରମ ଯୋଗୁଁ ଉଭୟ ମାଆ ଓ ଝିଅ ଘର ଅଗଣାରେ ଶୋଇଥିବା ବେଳେ କିଛି…

ଆସନ୍ତା ତିନି ଦିନ ହେବ ନିଆଁବର୍ଷା

ତାତିରୁ ନିସ୍ତାର ନାହିଁ । ଆହୁରି ଜଳାଇବ। ନିଆଁବର୍ଷା ଜାରି ରହିବ। ଆସନ୍ତା ତିନି ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଅନୁଭୂତ ହେବ। ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ। ରବିବାର ରାଜଧାନୀ ସମେତ ପଶ୍ଚିମ…

ଆଜିର ରାଶିଫଳ

ମେଷ: ଆଜି ଏକ ମିଶ୍ରିତ ଦିନ ରହିବ । ବ୍ୟବସାୟ ଭଲ ହେବ । ଧାର୍ମିକ ଚିନ୍ତାଧାରା ବାଣ୍ଟି ହେବ, ଏବଂ ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ମଧ୍ୟ ହେବ । ଅତ୍ୟଧିକ ବାଦବିବାଦ ଦ୍ୱାରା ପରିବାର ବାତାବରଣକୁ କଳୁଷିତ ନ କରିବାକୁ ସତର୍କ ରୁହନ୍ତୁ । ପରିବାର ସଦସ୍ୟ ଅସନ୍ତୁଷ୍ଟ ହୋଇପାରନ୍ତି, କିନ୍ତୁ…

କଟକରେ କାଳବୈଶାଖୀ ବର୍ଷା ସହ ଘଡଘଡି,ମା’ କଟକଚଣ୍ଡୀ ମନ୍ଦିରରୁ ଖସିଲା ପଥର

କଟକରେ କାଳବୈଶାଖୀ ବର୍ଷା ସହ ଘଡଘଡି । ହ୍ରାସ ପାଇଲା ତାପମାତ୍ରା । ଗରମ ଗୁଳୁଗୁଳିରୁ ମିଳିଲା ଆସ୍ୱସ୍ତି ।  ଏପଟେ  ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ ମିଳିଛି । ବଜ୍ରପାତ ଯୋଗୁ ମନ୍ଦିର ଶିଖରରେ ଫାଟ ସୃଷ୍ଟି ହୋଇଛି । ସନ୍ଧ୍ୟା…

Motorola Edge 70 ସିରିଜର ସବୁଠାରୁ ପାୱାରଫୁଲ୍ ଫୋନ୍ ଭାରତରେ ଲଞ୍ଚ ହୋଇଛି,ତେବେ ଆସନ୍ତୁ ଜାଣିବା ଏହି ଫୋନର…

ସବୁଠାରୁ ପାୱାରଫୁଲ୍ ଫୋନ୍ ଲଞ୍ଚ କରିଛି Motorola । ଏଥିରେ ରହିଛି ଜବରଦସ୍ତ ଫିଚର୍ସ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।  Motorola Edge 70 ସିରିଜର ସବୁଠାରୁ ପାୱାରଫୁଲ୍ ଫୋନ୍ ଭାରତରେ ଲଞ୍ଚ ହୋଇଛି । Edge 70 Fusion, Edge 70…

ଜୁନ୍‌ ୧୧ରେ ଫୁଟବଲ ମହାକୁମ୍ଭ ଫିଫା,୫ମ ଟ୍ରଫି ଜିତିବାକୁ ଆଶାବାଦୀ ରହିଛି ଜର୍ମାନୀ

ଫୁଟବଲ ମହାକୁମ୍ଭ ଫିଫା ବିଶ୍ବକପ ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବ। ଆମେରିକା, ମେକ୍ସିକୋ ଓ କାନାଡାରେ ଚଳିତ ଜୁନ୍‌ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଉକ୍ତ ଫୁଟବଲ ମହାକୁମ୍ଭରେ ୪୮ଟି ଦଳ ଅବର୍ତ୍ତୀର୍ଣ୍ଣ ହେବେ। ଟ୍ରଫି ଜିତିବା ସମସ୍ତ ଦଳଙ୍କ ଲକ୍ଷ୍ୟ। ସେଥିମଧ୍ୟରୁ ଟାଇଟଲ…