ଆମେରିକୀୟ ସେନାକୁ ଟାର୍ଗେଟ

ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡ଼ାନରେ ଆମେରିକୀୟ ସେନା କ୍ୟାମ୍ପ ଉପରେ ଏହି ଡ୍ରୋନ୍ ଆକ୍ରମଣ ହୋଇଥିଲା । ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକୀୟ ସୈନିକଙ୍କୁ ଟାର୍ଗେଟ କରାଯାଇଛି । ଏହି ଆକ୍ରମଣରେ ୩ ଜଣ ଆମରିକୀୟ ସୈନିକଙ୍କ ମୃତ୍ୟୁକୁ ନେଇ…

୧ ଓ ୨ରେ ବର୍ଷା

ଦୁଇ ଦିନ ପରେ ରାଜ୍ୟରେ ଶୀତ କମିପାରେ ଏବଂ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶୁକ୍ରବାର ଅନୁଗୁଳ ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । କିରେଇରେ ରାତି ତାପମାତ୍ରା ୬.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୭.୪…

ଇଂଲଣ୍ଡଠାରୁ ହାରିଲା ଭାରତ

ହାଇଦ୍ରାବାଦ୍‌: ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଛି। ଭାରତର ସ୍କୋର ୪୩୬, ୨୦୨ ରହିଥିବାବେଳେ ଇଂଲଣ୍ଡ ସ୍କୋର ୨୪୬, ୪୨୦ ରହିଛି।ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍‌ ସଂଗ୍ରହ କରିଥିଲା। ସେହିପରି ଭାରତ ପ୍ରଥମ…

ଚେସ୍ ତାରକା ପଦ୍ମିନୀ ରାଉତ ବିବାହ ବନ୍ଧନରେ ବାନ୍ଧି ହେଲେ

ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ  ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ଏହି ଇଣ୍ଟର ନ୍ୟାସନାଲ ଚେସ ମାଷ୍ଟର ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ସହ ପ୍ରତିଷ୍ଠିତ ଚେସ ଖେଳାଳିମାନେ ତାଙ୍କ ବିବାହ ବେଳେ ଉପସ୍ଥିତ…

ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ପାଟନା : ପୁଣି ଏନଡିଏ ସରକାରକୁ ଫେରିଛନ୍ତି ନୀତିଶ କୁମାର ।  ଆରଜେଡି ହାତ ଛାଡି ବିଜେପି ସହ ମିଶି ନୂଆ ସରକାର ଗଠନ କରିଛନ୍ତି ଜେଡିୟୁ ମୁଖିଆ ନୀତିଶ କୁମାର। ୯ମ ଥର ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ…

ମସ୍କଙ୍କୁ ପଛରେ ପକାଇ ଦୁନିଆର ୧ ନଂ ଧନୀ ହେଲେ ଏହି ବ୍ୟକ୍ତି

ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ହରାଇଛନ୍ତି । ଟେସଲାଙ୍କ ସେୟାରରେ ହ୍ରାସ ଘଟିବା ପରେ ତାଙ୍କ ସଂପତ୍ତି କମିବା ଦେଖାଦେଇଛି । ଫ୍ରାନ୍ସର ବାଣିଜ୍ୟ ଏବଂ ଲଗଜରୀ ବ୍ରାଣ୍ଡ ଲୁଇ ବିଟାନର ମାଲିକ ବର୍ନାର୍ଡ ଅରନାଲ୍ଟ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ।…

ଥରେ ଚାର୍ଜ କଲେ ଚାଲିବ ୭୫ ଦିନ

ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଉ ଗ୍ରାହକଙ୍କ ବ୍ୟବହାର ଓ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଉଛି । କେବଳ ଲଞ୍ଚ କରାଯାଉ ନାହିଁ ବରଂ ଦମଦାର ଫିଚର୍ ଏବଂ ପକେଟ୍‌କୁ ସୁହାଇଲା ଭଳି ସ୍ମାର୍ଟଫୋନ୍ ବଜାର ପ୍ରବେଶ କରୁଛି…

ନଳ ପାଣି ପିଇବା ହୋଇପାରେ କ୍ଷତିକାରକ

‘ଜଳ ହିଁ ଜୀବନ’ । କିନ୍ତୁ ଦେଶରେ ଟ୍ୟାପ୍ ର ଅବସ୍ଥା ଏପରି ନୁହେଁ ଯେ ଆମେ ଏହି ସତ୍ୟକୁ ଗ୍ରହଣ କରିପାରିବା । ବାସ୍ତବରେ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ସମୟରେ ଜଳ ଅତ୍ୟଧିକ ପ୍ରଦୂଷିତ ହୋଇଛି । ପୂର୍ବରୁ ମଣିଷ ଟ୍ୟାପରୁ ସିଧାସଳଖ ପାଣି ପିଉଥିଲା, କିନ୍ତୁ ଆପଣ ଏବେ ଏପରି କରୁଛନ୍ତି କି ?…

ISRO ପକ୍ଷରୁ ନିଯୁକ୍ତି

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ ଇଞ୍ଜିନିୟର, ଟେକ୍ନିକାଲ ଆସିଷ୍ଟାଣ୍ଟ, ଟେକ୍ନିସିଆନ, ଲାଇବ୍ରେରୀ ଆସିଷ୍ଟାଣ୍ଟ, ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ, ଡ୍ରଟସମ୍ୟାନ, ଫାୟାରମ୍ୟାନ, ରୋଷେୟା, ଡ୍ରାଇଭର…

ରାଜ୍ୟରେ ଘନ କୁହୁଡ଼ି

ରାଜ୍ୟରେ ଜାରି ରହିଥିବା ଶୀତର ପ୍ରକୋପ ପାଇଁ ଜନଜୀବନ ସହ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦୁଇ ଦିନ ପରେ ରାଜରେ ଶୀତ କମିପାରେ ଏବଂ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶୁକ୍ରବାର…