୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପ୍‌ରେ ବିଜୟ ଧାରା ଜାରି

ବ୍ଳୋଏମ୍‌ଫ‌ଣ୍ଟେନ:  ସୁପର-୬ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ‌ କରିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ସହ ଶୀର୍ଷ ସ୍ଥାନରେ ଏହି ପର୍ଯ୍ୟାୟରେ ପହଞ୍ଚିଥିଲା ଭାରତ। ମଙ୍ଗଳବାର ସୁପର୍‌-୬ ପ୍ରଥମ ମ୍ୟାଚ୍‌ରେ ଭାରତ ୨୧୪ ରନ୍‌ର ବଡ଼ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ୍‌…

ଆଜି ସୋରେନ୍‌ଙ୍କୁ ପଚରାଉଚରା କରିପାରେ ଇଡି

ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ହେମନ୍ତଙ୍କ ଦିଲ୍ଲୀସ୍ଥିତ ଶାନ୍ତି ନିକେତନ ବାସଭବନରେ ରେଡ୍ କରି ଇଡି ଗତକାଲି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ…

ପ୍ରଭାବିତ ହେବ ବିଶ୍ବ ଅର୍ଥନୀତି

ଚାଇନା ଏବଂ ବିଶ୍ୱର ସବୁଠାରୁ ବଡ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ ବିକ୍ରି ହେବାକୁ ଯାଉଛି । ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ କରିବାକୁ ହଂକଂ କୋର୍ଟ କଂପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ୨୪ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ି ରହିଛି। ଚାଇନା ର ଷ୍ଟକ ବଜାର କ୍ରମାଗତ ଭାବେ…

ଘନକୁହୁଡ଼ି ହେତୁ ବିମାନ ଓ ରେଳ ଚଳାଚଳ ପ୍ରଭାବିତ

ଘଡ଼ କୁହୁଡ଼ି ହେତୁ ରାଜଧାନୀ ଦିଲ୍ଲୀରେ ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି। ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଜିଠାରୁ ଦୁଇ ଦିନ ଧରି ଜାତୀୟ ରାଜଧାନୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଶ୍ରୀଜିଉଙ୍କ ବନକଲାଗି ନୀତି; ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି। ସନ୍ଧ୍ୟାରେ ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ପବିତ୍ର ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର…

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଉନ୍ନତି ହେବ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ । ଛାତ୍ରଛାତ୍ରୀ ଚାକିରି ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ସୁସ୍ୱାଦୁ ଭୋଜନ କରିବେ । ବୃଷ: ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ । ଫଳରେ ମନରେ ଅସ୍ଥିରତା…

ଫ୍ୟାମିଲି ପେନସନ

ଫ୍ୟାମିଲି ପେନସନ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ମହିଳା କର୍ମଚାରୀଙ୍କ ପତିଙ୍କ ପରିବର୍ତ୍ତେ ସେମାନଙ୍କ ସନ୍ତାନ କିମ୍ବା ପାରିବାରିକ ପେନସନ ପାଇଁ ନାମାଙ୍କିତ କରିବା ପାଇଁ ଅନୁମତି ଦେଇଛନ୍ତି । ପୂର୍ବରୁ ମହିଳାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନଥିଲା…

ଶୀତଦିନେ ମୁହଁ ଘୋଡାଇ ଶୋଉଥିଲେ ସାବଧାନ !

ସାରା ଦେଶରେ ଖେଳିଯାଇଛି ପ୍ରଚଣ୍ଡ ଶୀତର ଲହରୀ । ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ କମ୍ବଳ ବ୍ୟବହାର କରିଥାନ୍ତି । କିଛି ଲୋକ ରାତି ମୁହଁକୁ କମ୍ବଳ ଭିତରେ ଘୋଡାଇ ଶୋଇବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣନ୍ତି କି ଏପରି କରିବାକୁ ବାରଣ କରାଯାଇଛି । କାରଣ ଏହା ମଣିଷ ପାଇଁ ଖୁବ…

ଫିଲ୍ମଫେୟାର ଆୱାର୍ଡ ୨୦୨୪

୬୯ ତମ ଫିଲ୍ମଫେୟାର ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆୱାର୍ଡ କାର୍ଯ୍ୟକ୍ରମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ତଥା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଏସବୁ ମଧ୍ୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମଫେୟାର ଆୱାର୍ଡ ୨୦୨୪ ସମୟରେ ଚଳଚ୍ଚିତ୍ର…

ଭାରତ ଆସିବେ ମାଇକ୍ରୋସଫ୍ଟ ସିଇଓ

ଏହି ବର୍ଷ ଭାରତରେ ଅନେକ ନୂଆ ଏଆଇ ଷ୍ଟାର୍ଟଅପ୍ ଆରମ୍ଭ ହେବାକୁ ଯାଉଛି । ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲା ନିଜର ବାର୍ଷିକ ଭାରତ ଯାତ୍ରା ପାଇଁ ଆସିବାକୁ ଯାଉଛନ୍ତି । ଫେବୃଆରୀ ୭ ଏବଂ ୮ ରେ ଭାରତ ଗସ୍ତ ସମୟରେ ସେ ସମସ୍ତ ଏଆଇ ଷ୍ଟାର୍ଟଅପ୍ ସହ ଭେଟିବାକୁ ଯାଉଛନ୍ତି ।୨୦୨୪ ପାଇଁ ସେ ଏଆଇ ଓ…