୬୯ ତମ ଫିଲ୍ମଫେୟାର ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆୱାର୍ଡ କାର୍ଯ୍ୟକ୍ରମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ତଥା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଏସବୁ ମଧ୍ୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମଫେୟାର ଆୱାର୍ଡ ୨୦୨୪ ସମୟରେ ଚଳଚ୍ଚିତ୍ର ‘ଆନିମଲ’ର ଲୋକପ୍ରିୟ ଗୀତ ‘ଜମାଲ କୁଡୁ’ରେ ନାଚୁଥିବା ବେଳେ ରୋମାଣ୍ଟିକ ହୋଇଥିବାର ନଜର ଆସିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଆୱାର୍ଡ ଶୋ’ରେ ଭାଗ ନେବାକୁ ବଲିଉଡର ଅନେକ ବଡ ତାରକା ଆସିଥିଲେ। ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।ଫିଲ୍ମଫେୟାର ଆୱାର୍ଡ ୨୦୨୪ ରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଷ୍ଟାର ଦମ୍ପତି ‘ଆନିମଲ’ରୁ’ ଜମାଲ କୁଡୁ ‘ଗୀତରେ ନାଚୁଥିବାବେଳେ ରୋମାଣ୍ଟିକ ହୋଇଥିବାର ନଜର ଆସିଥିଲେ। ଭିଡିଓରେ ରଣବୀର-ଆଲିଆ ସେମାନଙ୍କ ମୁଣ୍ଡରେ ଏକ ଗ୍ଲାସ ଥୋଇ ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଥିଲା। ସେ ନୃତ୍ୟ ଶେଷ କରିବା ମାତ୍ରେ ରଣବୀର ତାଙ୍କ ପତ୍ନୀ ଆଲିଆଙ୍କୁ ଗାଲରେ ଚୁମ୍ବନ ଦେଇଥିଲେ। ପ୍ରଶଂସକମାନେ ଏହି ଦମ୍ପତିଙ୍କ ଏହି ଡ୍ୟାନ୍ସ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।
Trending
- ଏବେ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ
- ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ ଘୋଷଣା କରିଛନ୍ତି
- ୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି
- DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍ ରଣପିସେ
- ରାଜଧାନୀରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ
- ପଶ୍ଚିମବଙ୍ଗରେ ୪ ହଜାର ଇଭିଏମ ପୋଡି ପାଉଁଶ
- ଫାଇଲ୍ ଚୋରି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ବିରଂଚି ନାରାୟଣ ତ୍ରିପାଠୀ
- MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା ,ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ
- ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ବର୍ଷ ,ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର ,୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର
Prev Post
Next Post